ଆରମ୍ଭରୁ ବିକ୍ଷୋଭ; ସଂଗ୍ରହ ହୋଇପାରୁନି ଧାନ

ସମ୍ବଲପୁର (ସଞ୍ଜୟ ଜେନା): ସମ୍ବଲପୁରରେ ଆଜିଠୁ ଆରମ୍ଭ ହୋଇଛି ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା । ତେବେ ଟୋକନ୍ ବ୍ୟବସ୍ଥାକୁ ବିରୋଧ କରି ଚାଷୀମାନେ ବିକ୍ଷୋଭ କରିବାରୁ ଧାନ ସଂଗ୍ରହ ହୋଇପାରିନାହିଁ। ଫଳରେ ଦୂରଦୂରାନ୍ତରୁ ନିଜ କଷ୍ଟ ଅର୍ଜ୍ଜିତ ଧାନ ବିକ୍ରି କରିବା ପାଇଁ ଆସିଥିବା ଚାଷୀ ଶୀତ, କାକରରେ ଖୋଲା ଆକାଶ ତଳେ ପଡ଼ି ରହିଛନ୍ତି । ଗତକାଲି ଚାଷୀ ଓ ପ୍ରଶାସନ ପକ୍ଷରୁ ଆଲୋଚନା ହୋଇଥିଲେ ମଧ୍ୟ ଏଥିରେ କୌଣସି ନିଷ୍କର୍ସ ବାହାରି ପାରିନାହିଁ […]

smb-2

smb-2

Niharika Rout
  • Published: Friday, 15 November 2019
  • Updated: 15 November 2019, 02:10 PM IST

Sports

Latest News

ସମ୍ବଲପୁର (ସଞ୍ଜୟ ଜେନା): ସମ୍ବଲପୁରରେ ଆଜିଠୁ ଆରମ୍ଭ ହୋଇଛି ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା । ତେବେ ଟୋକନ୍ ବ୍ୟବସ୍ଥାକୁ ବିରୋଧ କରି ଚାଷୀମାନେ ବିକ୍ଷୋଭ କରିବାରୁ ଧାନ ସଂଗ୍ରହ ହୋଇପାରିନାହିଁ।

ଫଳରେ ଦୂରଦୂରାନ୍ତରୁ ନିଜ କଷ୍ଟ ଅର୍ଜ୍ଜିତ ଧାନ ବିକ୍ରି କରିବା ପାଇଁ ଆସିଥିବା ଚାଷୀ ଶୀତ, କାକରରେ ଖୋଲା ଆକାଶ ତଳେ ପଡ଼ି ରହିଛନ୍ତି । ଗତକାଲି ଚାଷୀ ଓ ପ୍ରଶାସନ ପକ୍ଷରୁ ଆଲୋଚନା ହୋଇଥିଲେ ମଧ୍ୟ ଏଥିରେ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ବରେଇପାଲି ମାର୍କେଟ୍ ୟାର୍ଡରେ ଧାନ ରଖି ବସିଛନ୍ତି ଶହ ଶହ ଚାଷୀ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story