ବର୍ଷକର ଶିଶୁ କନ୍ୟାକୁ ମାରିଦେଲା ବାପ

ଟିଟିଲାଗଡ଼(ମାନସ ମହାନ୍ତି): ବର୍ଷକର ଝିଅକୁ ମାରିଦେଲା ବାପ! ଏପରି ଅଭିଯୋଗ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଅଞ୍ଚଳରୁ ଆସିଛି। ଝିଆର ମୃତ୍ୟୁ ପରେ ମାଆ ଏବେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଟିଟିଲାଗଡ଼ ଥାନା ଅଗ୍ରଗତି ମନିଗାଁର ପ୍ରଦୀପ ଦିପ ଗତକାଲି କାମରୁ ଘରକୁ ଫେରି ସ୍ତ୍ରୀ ସସ୍ମିତା ଓ ମାଆଙ୍କ ସହିତ ପାଟିତୁଣ୍ଡ କରିଥିଲେ। ପରେ ଉତ୍‌କ୍ଷିପ୍ତ ହୋଇ ସସ୍ମିତାଙ୍କୁ ଗୋଇଠା ମାଡ଼ ମାରିଥିଲା। ଫଳରେ […]

father-murder-his-doughter-in-titlagarh-thana-aria

Manoranjan Sial
  • Published: Monday, 18 November 2019
  • Updated: 18 November 2019, 03:57 PM IST

ଟିଟିଲାଗଡ଼(ମାନସ ମହାନ୍ତି): ବର୍ଷକର ଝିଅକୁ ମାରିଦେଲା ବାପ! ଏପରି ଅଭିଯୋଗ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଅଞ୍ଚଳରୁ ଆସିଛି। ଝିଆର ମୃତ୍ୟୁ ପରେ ମାଆ ଏବେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଟିଟିଲାଗଡ଼ ଥାନା ଅଗ୍ରଗତି ମନିଗାଁର ପ୍ରଦୀପ ଦିପ ଗତକାଲି କାମରୁ ଘରକୁ ଫେରି ସ୍ତ୍ରୀ ସସ୍ମିତା ଓ ମାଆଙ୍କ ସହିତ ପାଟିତୁଣ୍ଡ କରିଥିଲେ। ପରେ ଉତ୍‌କ୍ଷିପ୍ତ ହୋଇ ସସ୍ମିତାଙ୍କୁ ଗୋଇଠା ମାଡ଼ ମାରିଥିଲା। ଫଳରେ ସସ୍ମିତା ଓ ତାଙ୍କ କୋଳରେ ଥିବା ବର୍ଷକର ଶିଶୁ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଶିଶୁ କନ୍ୟାକୁ ମୃତ ଘୋଷଣା କରିଥିଲେ।

ଗୋଇଠା ମାଡ଼ ଯୋଗୁଁ ଶିଶୁ କନ୍ୟାର ମୃତ୍ୟୁ ଘଟଣାକୁ ଅସ୍ୱୀକାର କରିଛନ୍ତି ପ୍ରଦୀପ। ସେ କହିଛନ୍ତି, ଜନ୍ମରୁ ଝିଅ ଦୁର୍ବଳ ଥିଲା। ସେଥିପାଇଁ ତାର ମୃତ୍ୟୁ ହୋଇଛି ବୋଲି ପ୍ରଦୀପ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story