୧୬୩ ଜଣଙ୍କ ଲାଇସେନ୍ସ ବାତିଲ୍: କୃଷିମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାର ଯୋଗାଣ ଅନିୟମିତତା ଅଭିଯୋଗରେ ୧୬୩ ଜଣଙ୍କ ଲାଇସେନ୍ସ ବାତିଲ୍ କରାଯାଇଛି।  ଯାଞ୍ଚ ପରେ ୯ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। କାର୍ଯ୍ୟାନୁଷ୍ଠାନ ନେଇ କୃଷି ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି। ଏଯାବତ୍ ୬୮୮୧ ଡିଲରଙ୍କୁ ଯାଞ୍ଚ କରାଯାଇଥିବା ସୂଚନା ଦିଆଯାଇଛି। ଅନିୟମିତତା ପାଇଁ ୩୭୮୪ ଡିଲରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ସେହିପରି ୧୦୪ ଜଣଙ୍କୁ ବିକ୍ରି ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୫୦ ଜଣଙ୍କ ଲାଇସେନ୍ସ ନିଲମ୍ବନ […]

arun-2--1

arun-2--1

Tapas Behera
  • Published: Wednesday, 23 September 2020
  • Updated: 23 September 2020, 09:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାର ଯୋଗାଣ ଅନିୟମିତତା ଅଭିଯୋଗରେ ୧୬୩ ଜଣଙ୍କ ଲାଇସେନ୍ସ ବାତିଲ୍ କରାଯାଇଛି।  ଯାଞ୍ଚ ପରେ ୯ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। କାର୍ଯ୍ୟାନୁଷ୍ଠାନ ନେଇ କୃଷି ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି। ଏଯାବତ୍ ୬୮୮୧ ଡିଲରଙ୍କୁ ଯାଞ୍ଚ କରାଯାଇଥିବା ସୂଚନା ଦିଆଯାଇଛି।
ଅନିୟମିତତା ପାଇଁ ୩୭୮୪ ଡିଲରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ସେହିପରି ୧୦୪ ଜଣଙ୍କୁ ବିକ୍ରି ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୫୦ ଜଣଙ୍କ ଲାଇସେନ୍ସ ନିଲମ୍ବନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story