କଟକରେ ନାବାଳିକା ଗଣଦୁଷ୍କର୍ମ ମାମଲା:ପୋକ୍ସୋ ଆକ୍ଟରେ ମାମଲା ରୁଜୁ

କଟକ(ଓଡ଼ିଶା ରିପୋର୍ଟର):  କଟକ ଚାଉଳିଆଗଞ୍ଜ ଥାନା  ଅଞ୍ଚଳରେ ଜଣେ ନାବାଳିକା ଗଣଦୁଷ୍କର୍ମ ଘଟଣାରେ  ଗିରଫ ୨  ଅଭିଯୁକ୍ତଙ୍କ ନାଁରେ ପୋକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଛି। ଗିରଫ ଅଭିଯୁକ୍ତଦ୍ୱୟ ହେଲେ  ସନ୍ତୋଷ ବେହେରା ଓ ରାକେଶ ରାଉତ। ଏନେଇ ସୂଚନା ଦେଇ କଟକ ଡିସିପି ପ୍ରତୀକ ସିଂ କହିଛନ୍ତି, ଅଭିଯୁକ୍ତ ସନ୍ତୋଷ ବେହେରା ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ  ଓଏମ୍‌ପିରୁ ନେଇଯାଇଥିଲା। ଏହାପରେ ସେ ତାକୁ ରାକେଶ ରାଉତ ଚିକେନ ଦୋକାନକୁ ନେଇଥିଲା। ସେଠାରେ ଉଭୟେ  ଦୀର୍ଘ ୨୦/୨୨ […]

minor-1

minor-1

Niharika Rout
  • Published: Thursday, 15 October 2020
  • Updated: 15 October 2020, 12:50 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର):  କଟକ ଚାଉଳିଆଗଞ୍ଜ ଥାନା  ଅଞ୍ଚଳରେ ଜଣେ ନାବାଳିକା ଗଣଦୁଷ୍କର୍ମ ଘଟଣାରେ  ଗିରଫ ୨  ଅଭିଯୁକ୍ତଙ୍କ ନାଁରେ ପୋକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଛି। ଗିରଫ ଅଭିଯୁକ୍ତଦ୍ୱୟ ହେଲେ  ସନ୍ତୋଷ ବେହେରା ଓ ରାକେଶ ରାଉତ।

ଏନେଇ ସୂଚନା ଦେଇ କଟକ ଡିସିପି ପ୍ରତୀକ ସିଂ କହିଛନ୍ତି, ଅଭିଯୁକ୍ତ ସନ୍ତୋଷ ବେହେରା ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ  ଓଏମ୍‌ପିରୁ ନେଇଯାଇଥିଲା। ଏହାପରେ ସେ ତାକୁ ରାକେଶ ରାଉତ ଚିକେନ ଦୋକାନକୁ ନେଇଥିଲା। ସେଠାରେ ଉଭୟେ  ଦୀର୍ଘ ୨୦/୨୨ ଦିନ ଦୁଷ୍କର୍ମ କରିଥିବା ପୀଡ଼ିତା ପୁଲିସ୍‌ ସମ୍ମୁଖରେ କହିଛି। ସ୍ପଟ୍ ଯାଞ୍ଚ କରି ଅଧିକ ତଥ୍ୟ ସଂଗ୍ରହ କରାଯିବ ବୋଲି କହିଛନ୍ତି  କଟକ DCP।

ସୂଚନାଯୋଗ୍ୟ, ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳର ଜଣେ ନାବାଳିକାଙ୍କୁ କଟକରେ ଗଣଦୁଷ୍କର୍ମ  ହୋଇଥିବା ଅଭିଯୋଗ  ହୋଇଥିଲା।  ମାମଲା ରୁଜୁ ହେବାର ୨୪ ଘଣ୍ଟାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି କଟକ ପୁଲିସ୍‌। ପୀଡ଼ିତାଙ୍କୁ ଉଦ୍ଧାର କରି ବସୁନ୍ଧରା ଚାଇଲ୍ଡ ଲାଇନରେ ରଖାଯାଇଛି। ପୀଡ଼ିତାଙ୍କର ୧୬୧ ଓ ୧୬୪ରେ ବୟାନ ରେକର୍ଡ ହୋଇଛି।  ତାଙ୍କର ଡାକ୍ତରୀ ମାଇନା ଶେଷ ହୋଇଥିବା କହିଲେ DCP।

ଏହାବ୍ୟତୀତ ସେ କହିଛନ୍ତି, ପୀଡ଼ିତାଙ୍କୁ କ୍ଷତିପୂରଣ ସହ ମାମଲା ନେଇ ଶୀଘ୍ର ଚାର୍ଜସିଟ ହେବ। ଚାଉଳିଆଗଞ୍ଜ ଥାନାରେ ପୋକ୍ସୋ ଓ ଅନ୍ୟ ଦଫାରେ ମାମଲା ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story