ପରିବା ବଜାରରେ ଅଗ୍ନିକାଣ୍ଡ, ଜଳିଗଲା ୧୨ଟି ଦୋକାନ

ରାଉରକେଲା: ରାଉରକେଲାର ପାନପୋଷଠାରେ ଥିବା ପରିବା ବଜାରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।  ଅଗ୍ନିକାଣ୍ଡରେ ବଜାରରେ ୧୨ଟି ଦୋକାନ ଘର ଜଳି ଯାଇଛି। ଏହି ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡିଛି।  ଅଗ୍ନିକାଣ୍ଡର ଖବର ପାଇ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।