ନଡ଼ା ବୋଝେଇ ଟ୍ରାକ୍ଟରରେ ଲାଗିଗଲା ନିଆଁ

ସୋର (ଓଡ଼ିଶା ରିପୋର୍ଟର): ବିଦ୍ୟୁତ୍ ତାର ଲାଗି ଜଳିଗଲା ଏକ ନଡ଼ା ବୋଝେଇ ଟ୍ରାକ୍ଟର। ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲାରେ। ମିଳିଥିବା ସୂଚନା ଅନୁସାରେ, ଏକ ଟ୍ରାକ୍ଟର ରସାଳପୁରରୁ ନଡ଼ା ନେଇ ବରୁଣସିଂ ଗାଁକୁ ଯାଉଥିଲା। ତେବେ ନଦୀ ଗାଁ ଛକ ନିକଟସ୍ଥ ହରିଶନ୍ଦ୍ର ଦାସଙ୍କ ଘର ଆଗ ରାସ୍ତା ଉପରେ ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ଯାଇଥିବା ଏକ ଏଲଟି (ଲୋ ଟେନ୍‌ସନ୍‌) ବିଦ୍ୟୁତ୍‌ ତାର ଟ୍ରାକ୍ଟରରେ ଲାଗି ଯାଇଥିଲା। ତାରଟି ଝୁଲି ରହିଥିବାରୁ ଟ୍ରାକ୍ଟରରେ […]

fire

fire

Jitendra Garnayak
  • Published: Saturday, 05 January 2019
  • Updated: 05 January 2019, 11:21 AM IST

Sports

Latest News

ସୋର (ଓଡ଼ିଶା ରିପୋର୍ଟର): ବିଦ୍ୟୁତ୍ ତାର ଲାଗି ଜଳିଗଲା ଏକ ନଡ଼ା ବୋଝେଇ ଟ୍ରାକ୍ଟର। ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲାରେ।

ମିଳିଥିବା ସୂଚନା ଅନୁସାରେ, ଏକ ଟ୍ରାକ୍ଟର ରସାଳପୁରରୁ ନଡ଼ା ନେଇ ବରୁଣସିଂ ଗାଁକୁ ଯାଉଥିଲା। ତେବେ ନଦୀ ଗାଁ ଛକ ନିକଟସ୍ଥ ହରିଶନ୍ଦ୍ର ଦାସଙ୍କ ଘର ଆଗ ରାସ୍ତା ଉପରେ ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ଯାଇଥିବା ଏକ ଏଲଟି (ଲୋ ଟେନ୍‌ସନ୍‌) ବିଦ୍ୟୁତ୍‌ ତାର ଟ୍ରାକ୍ଟରରେ ଲାଗି ଯାଇଥିଲା। ତାରଟି ଝୁଲି ରହିଥିବାରୁ ଟ୍ରାକ୍ଟରରେ ଲାଗି ଯାଇଥିଲା।

ବିଦ୍ୟୁତ୍ ତାର ଟ୍ରାକ୍ଟରରେ ଲାଗିବା ପରେ ନଡ଼ାରେ ନିଆଁ ଲାଗି ଯାଇଥିଲା ଓ ତାହା ହୁତୁ ହୁତୁ ହୋଇ ଜଳି ଥିଲା।

ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story