କୁକୁଡ଼ା ଚିଆଁ ଉତ୍ପାଦନ ଓ ଗବେଷଣା କେନ୍ଦ୍ରରେ ଅଗ୍ନିକାଣ୍ଡ

ବାରିପଦା (ମାଣିକ ଲାଲ ପାଣି): ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ୍‌ର ଛାତନା ସ୍ଥିତ ଏକ କୁକୁଡ଼ା ଚିଆଁ ଉତ୍ପାଦନ ଓ ଗବେଷଣା କେନ୍ଦ୍ରରେ ଅଗ୍ନିକାଣ୍ଡ ଘଟି ବହୁ ମୂଲ୍ୟବାନ ଯନ୍ତ୍ରପାତି ନଷ୍ଟ ହୋଇଯାଇଛି। ଆଜି ସକାଳ ପ୍ରାୟ ୮ଟା ବେଳେ ଏଠାରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ନିଆଁ ଧୀରେ ଧୀରେ ପୂରା ୟୁନିଟ୍‌କୁ ବ୍ୟାପୀ ଯାଇଥିଲା। ଏହି ଚିଆଁ ଉତ୍ପାଦନ ଓ ଗବେଷଣା କେନ୍ଦ୍ରରେ ବିଭିନ୍ନ ୟୁନିଟ୍ ଥିବା ବେଳେ ଯେଉଁ ୟୁନିଟ୍‌ରେ ଅଣ୍ଡାରୁ ଚିଆଁ […]

egg

egg

Jitendra Garnayak
  • Published: Saturday, 29 December 2018
  • Updated: 29 December 2018, 01:13 PM IST

Sports

Latest News

ବାରିପଦା (ମାଣିକ ଲାଲ ପାଣି): ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ୍‌ର ଛାତନା ସ୍ଥିତ ଏକ କୁକୁଡ଼ା ଚିଆଁ ଉତ୍ପାଦନ ଓ ଗବେଷଣା କେନ୍ଦ୍ରରେ ଅଗ୍ନିକାଣ୍ଡ ଘଟି ବହୁ ମୂଲ୍ୟବାନ ଯନ୍ତ୍ରପାତି ନଷ୍ଟ ହୋଇଯାଇଛି।

ଆଜି ସକାଳ ପ୍ରାୟ ୮ଟା ବେଳେ ଏଠାରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ନିଆଁ ଧୀରେ ଧୀରେ ପୂରା ୟୁନିଟ୍‌କୁ ବ୍ୟାପୀ ଯାଇଥିଲା। ଏହି ଚିଆଁ ଉତ୍ପାଦନ ଓ ଗବେଷଣା କେନ୍ଦ୍ରରେ ବିଭିନ୍ନ ୟୁନିଟ୍ ଥିବା ବେଳେ ଯେଉଁ ୟୁନିଟ୍‌ରେ ଅଣ୍ଡାରୁ ଚିଆଁ ଉତ୍ପାଦନ କରାଯାଏ, ସାହି ୟୁନିଟ୍ ପୋଡ଼ି ଛାରଖାର ହୋଇଯାଇଛି। ସେଠାରେ ଥିବା ବହୁ ମୂଲ୍ୟବାନ ଯନ୍ତ୍ରପାତି ଜଳି ନଷ୍ଟ ହୋଇଯାଇଛି।

ସର୍ଟ ସର୍କିଟ୍ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ରାସଗୋବିନ୍ଦପୁରରୁ ଦମକଳ ଗାଡ଼ି ଆସି ନିଆଁ ଲିଭାଇଥିଲା।

ଏହି ଗବେଷଣା କେନ୍ଦ୍ରଟି ଭେନ୍‌କୋ ରିସର୍ଚ୍ଚ ଆଣ୍ଡ୍ ବ୍ରିଡିଂ ଫାର୍ମ ଏଲ୍‌ଟିଡିର ହୋଇଥିବା ବେଳେ ଏହାର କୌଣସି କର୍ମଚାରୀ ଏ ଘଟଣା ନେଇ ପ୍ରତିକ୍ରିୟା ଦେଇ ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story