ଏମ୍‌କେସିଜି ମେଡିକାଲ ହଷ୍ଟେଲ୍‌ରେ ନିଆଁ

ବ୍ରହ୍ମପୁର (ଅଶୋକ ବ୍ରହ୍ମା): ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ହଷ୍ଟେଲରେ ଅଗ୍ନିକାଣ୍ଡ ଘଟିଛି। ମାତ୍ର ଏଥିରେ କେହି ମୃତାହତ ହୋଇନାହାନ୍ତି। କିନ୍ତୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିଶମ କର୍ମଚାରୀମାନେ ମେଡିକାଲ୍‌ରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏହି ନିଆଁ ସିନିଅର ରେସିଡେଣ୍ଟ ଡକ୍ଟର୍ସ ହଷ୍ଟେଲରେ ଲାଗିଥିଲା। ମାତ୍ର ସେହି ସମୟରେ ହଷ୍ଟେଲରେ କେହି ଅନ୍ତେବାସୀ ନଥିଲେ। ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ବିଦ୍ୟୁତ ଶର୍ଟସର୍କିଟ୍‌ ଯୋଗୁ ହୋଇଥିବା ଅନୁମାନ କରାଯାଉଛି।

fire

fire

Tapaswini Nayak
  • Published: Tuesday, 25 December 2018
  • Updated: 25 December 2018, 04:38 PM IST

Sports

Latest News

ବ୍ରହ୍ମପୁର (ଅଶୋକ ବ୍ରହ୍ମା): ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ହଷ୍ଟେଲରେ ଅଗ୍ନିକାଣ୍ଡ ଘଟିଛି। ମାତ୍ର ଏଥିରେ କେହି ମୃତାହତ ହୋଇନାହାନ୍ତି। କିନ୍ତୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିଶମ କର୍ମଚାରୀମାନେ ମେଡିକାଲ୍‌ରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

ଏହି ନିଆଁ ସିନିଅର ରେସିଡେଣ୍ଟ ଡକ୍ଟର୍ସ ହଷ୍ଟେଲରେ ଲାଗିଥିଲା। ମାତ୍ର ସେହି ସମୟରେ ହଷ୍ଟେଲରେ କେହି ଅନ୍ତେବାସୀ ନଥିଲେ। ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ବିଦ୍ୟୁତ ଶର୍ଟସର୍କିଟ୍‌ ଯୋଗୁ ହୋଇଥିବା ଅନୁମାନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story