ବସ୍‌ରେ ଲାଗିଲା ନିଆଁ

ଭଦ୍ରକ (ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ରାସ୍ତାର ନନ୍ଦପୁର ନିକଟରେ ଏକ ବସ୍‌ରେ ନିଆଁ ଲାଗିଯାଇଛି। ତେବେ ବସ୍‌ରେ ଥିବା ୫୦ ଜଣ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ଆଜି ସକାଳେ ବସ୍‌ଟି ଚାନ୍ଦବାଲିରୁ ଭଦ୍ରକ ଅଭିମୁଖେ ୫୦ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା। ନନ୍ଦପୁର ଛକରେ ସଟ୍‌ ସର୍କିଟ ଯୋଗୁ ବସ୍‌ରେ ନିଆଁ ଲାଗି ଯାଇଥିଲା ଓ ୱାରିଙ୍ଗରୁ ଧୂଆଁ ବାହାରିଥିଲା। ଏହି ସମୟରେ ଵସ୍‌ ପଛରେ ଆସୁଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିକାଶ […]

888888000000000000

888888000000000000

Tapaswini Nayak
  • Published: Saturday, 07 March 2020
  • Updated: 07 March 2020, 02:44 PM IST

Sports

Latest News

ଭଦ୍ରକ (ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ରାସ୍ତାର ନନ୍ଦପୁର ନିକଟରେ ଏକ ବସ୍‌ରେ ନିଆଁ ଲାଗିଯାଇଛି। ତେବେ ବସ୍‌ରେ ଥିବା ୫୦ ଜଣ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି।

ଆଜି ସକାଳେ ବସ୍‌ଟି ଚାନ୍ଦବାଲିରୁ ଭଦ୍ରକ ଅଭିମୁଖେ ୫୦ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା। ନନ୍ଦପୁର ଛକରେ ସଟ୍‌ ସର୍କିଟ ଯୋଗୁ ବସ୍‌ରେ ନିଆଁ ଲାଗି ଯାଇଥିଲା ଓ ୱାରିଙ୍ଗରୁ ଧୂଆଁ ବାହାରିଥିଲା। ଏହି ସମୟରେ ଵସ୍‌ ପଛରେ ଆସୁଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିକାଶ ଦାସ  ଧୂଆଁ ବାହାରୁଥିବା ଦେଖି ଗାଡ଼ିଟିକୁ ଅଟକାଇଥିଲେ। ଏହାପରେ ଯାତ୍ରୀମାନେ ବସ୍‌ରୁ ଓହ୍ଲାଇ ପଡ଼ିଥିଲେ।

ସ୍ଥାନୀୟ ଲୋକଙ୍କ ସହାୟତାରେ ବସ୍‌ ନିଆଁ ଲିଭା ଯାଇଥିଲେ। ଯାତ୍ରୀ ଓହ୍ଲାଇଵା ଭିତରେ ଦଳା ଚକଟାରେ ଗୋଟିଏ ଛୋଟିଆ ପିଲା ଆହତ ହୋଇଛି। ଆହତ ପିଲାଟିକୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story