ରାତି ୨ଟାରେ ପ୍ରସୂତି ବିଭାଗରେ ଲାଗିଗଲା ନିଆଁ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ବିଭାଗରେ ଅଗ୍ନିକାଣ୍ଡ ଘଟିଛି। ବିଦ୍ୟୁତ ସଟ୍‌ ସର୍କିଟ ଯୋଗୁ ଗୋଟିଏ ଫ୍ୟାନ ପୋଡ଼ିଯାଇଛି। ଏଥି ସହିତ ୱାଟର ଫ୍ରିଜ଼ର ନିକଟରେ ଖୁବ୍ ଜୋର୍‌ରେ ଶବ୍ଦ ହେବା ସହ ବିଦ୍ୟୁତ ତାର ଜଳି ଯାଇଥିଲା। ଫଳରେ ସେଠାରେ ଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ପ୍ରାଣ ବିକଳରେ ତଳକୁ ପଳାଇ ଆସିଥିଲେ। ଏପରିକି ସଦ୍ୟଜାତ ଶିଶୁ ସହିତ ଅପରେସନ ହୋଇଥିବା ମା’ ଓ ଅନ୍ୟ ରୋଗୀ ମାନେ […]

jagasingpur-123

jagasingpur-123

Jyoshna Pradhan
  • Published: Thursday, 22 August 2019
  • Updated: 22 August 2019, 09:36 AM IST

Sports

Latest News

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ବିଭାଗରେ ଅଗ୍ନିକାଣ୍ଡ ଘଟିଛି। ବିଦ୍ୟୁତ ସଟ୍‌ ସର୍କିଟ ଯୋଗୁ ଗୋଟିଏ ଫ୍ୟାନ ପୋଡ଼ିଯାଇଛି। ଏଥି ସହିତ ୱାଟର ଫ୍ରିଜ଼ର ନିକଟରେ ଖୁବ୍ ଜୋର୍‌ରେ ଶବ୍ଦ ହେବା ସହ ବିଦ୍ୟୁତ ତାର ଜଳି ଯାଇଥିଲା। ଫଳରେ ସେଠାରେ ଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ପ୍ରାଣ ବିକଳରେ ତଳକୁ ପଳାଇ ଆସିଥିଲେ। ଏପରିକି ସଦ୍ୟଜାତ ଶିଶୁ ସହିତ ଅପରେସନ ହୋଇଥିବା ମା’ ଓ ଅନ୍ୟ ରୋଗୀ ମାନେ ଚିକିତ୍ସାଳୟ ବାହାରେ ଘଣ୍ଟା ଘଣ୍ଟା ଧରି ବସି ରହିଥିଲେ। ତେବେ ଏଥିରେ ଏଥିରେ କେହି ମୃତାହତ ହୋଇନାହାନ୍ତି।

ଗତକାଲି ରାତି ପ୍ରାୟ ଦୁଇଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଚିକିତ୍ସାଳୟରେ ଥିବା ଅଗ୍ନି ନିର୍ବାପକ ସହାୟତାରେ ନିଆଁକୁ ଆୟତ୍ତ କରିଥିଲେ । ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ଅବ୍ୟବସ୍ଥାକୁ ନେଇ ରୋଗୀ ଓ ତାଙ୍କର ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ବିଦୁତ୍‌ ସଟ୍‌ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟି ଥାଇପାରେ ବୋଲି  ଅନୁମାନ କରାଯାଉଛି। ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତରଖାନାରେ ପହଞ୍ଚି ପରିସ୍ଥିତିକୁ ଅନୁଧ୍ୟାନ କରିବା ସହିତ କିଛି କ୍ଷତି ଘଟି ନଥିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story