ଜଳିଗଲା ବାଲି ବୋଝେଇ ଟ୍ରକ୍

ଭୁବନଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ରାତିରେ ପାହାଳ ଫାଣ୍ଡି ସାମ୍ନାରେ ଏକ ବାଲି ବୋଝେଇ ଟ୍ରକ୍‌ ଜଳିଯାଇଛି । ଟ୍ରକଟି କଟକରୁ ଭୁବନେଶ୍ୱର ଆସୁଥିବା ବେଳେ ହଠାତ୍ ନିଆଁ ଲାଗି ଯାଇଥିଲା । ଟ୍ରକ୍ ଡ୍ରାଇଭର ସଙ୍ଗେ ସଙ୍ଗେ ଓହ୍ଲାଇ ପଡିଥିଲେ । ଦେଖୁ ଦେଖୁ କିଛି ସମୟ ମଧ୍ୟରେ ପୁରା ଟ୍ରକରେ ନିଆଁ ଲାଗି ଯାଇଥିଲ॥ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଜଣାପଡିନାହିଁ ।

truck

truck

Niharika Rout
  • Published: Monday, 19 October 2020
  • Updated: 19 October 2020, 07:57 AM IST

Sports

Latest News

ଭୁବନଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ରାତିରେ ପାହାଳ ଫାଣ୍ଡି ସାମ୍ନାରେ ଏକ ବାଲି ବୋଝେଇ ଟ୍ରକ୍‌ ଜଳିଯାଇଛି । ଟ୍ରକଟି କଟକରୁ ଭୁବନେଶ୍ୱର ଆସୁଥିବା ବେଳେ ହଠାତ୍ ନିଆଁ ଲାଗି ଯାଇଥିଲା । ଟ୍ରକ୍ ଡ୍ରାଇଭର ସଙ୍ଗେ ସଙ୍ଗେ ଓହ୍ଲାଇ ପଡିଥିଲେ ।

ଦେଖୁ ଦେଖୁ କିଛି ସମୟ ମଧ୍ୟରେ ପୁରା ଟ୍ରକରେ ନିଆଁ ଲାଗି ଯାଇଥିଲ॥ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଜଣାପଡିନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos