ବନ୍ଧୁକ ଦେଖାଇ ଲୁଟିଲେ, ବୋମା ପକାଇ ପଳାଇଲେ

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ବନ୍ଧୁକ ଦେଖାଇ ଓ ବୋମା ଫୁଟାଇ ଅଳଙ୍କାର ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଓ  ଟଙ୍କା ପଇସା ଦୁର୍ବୃତ୍ତମାନେ ଲୁଟିନେଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଧଳାପଥର  ବଜାରରେ ଥିବା ଏକ ସୁନା ଦୋକାନରେ। ଏନେଇ ସୁନା ଦୋକାନୀ ମାଲିକ ବେଗୁନିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଲୁଟ ବେଳର ଦୃଶ୍ୟ ଦୋକାନରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ଆଠଟା […]

Loot

Loot

Tapaswini Nayak
  • Published: Friday, 03 December 2021
  • Updated: 03 December 2021, 08:31 AM IST

Sports

Latest News

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ବନ୍ଧୁକ ଦେଖାଇ ଓ ବୋମା ଫୁଟାଇ ଅଳଙ୍କାର ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଓ  ଟଙ୍କା ପଇସା ଦୁର୍ବୃତ୍ତମାନେ ଲୁଟିନେଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଧଳାପଥର  ବଜାରରେ ଥିବା ଏକ ସୁନା ଦୋକାନରେ। ଏନେଇ ସୁନା ଦୋକାନୀ ମାଲିକ ବେଗୁନିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଲୁଟ ବେଳର ଦୃଶ୍ୟ ଦୋକାନରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ଆଠଟା ସମୟରେ ଛଅ ଜଣ ଦୁର୍ବୃତ୍ତ ଦୁଇଟି ବାଇକରେ ଆସି ନାରାୟଣୀ ଜୁଏଲାରୀରେ ପହଞ୍ଚିଥିଲେ। ଦୋକାନୀ ମାଲିକଙ୍କୁ ବନ୍ଧୁକ ଦେଖାଇ ଲକ୍ଷାଧିକ  ଟଙ୍କାର ସୁନାଗହଣା ଓ ଟଙ୍କା ପଇସା ଲୁଟି ନେଇଥିଲେ। ପରେ ଦୋକାନରେ ସାମ୍ନାରେ ଦୁଇଟି ବୋମାମାଡ଼ କରିଥିଲେ  ଓ ବାଇକରେ ସୁନାଗହଣା ନେଇ ଚମ୍ପଟ ମାରିଥିଲେ। ଖବର ପାଇ ବେଗୁନିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଏପର୍ଯ୍ୟନ୍ତ ପୁଲିସ କାହାକୁ ଗିରଫ କରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story