କେନ୍ଦ୍ରାପଡ଼ାରେ ପୁଣି ଫୁଟିଲା ଗୁଳି

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲାରେ ପୁଣି ଗର୍ଜିଲା ବନ୍ଧୁକ। କିଛି ଦିନ ତଳେ ମହାକାଳପଡ଼ା ଥାନା ଅଞ୍ଚଳରେ ଦୁର୍ବୃତ୍ତମାନେ ଜଣଙ୍କ ଉପରକୁ ଗୁଳି ଚଳାଇ ଫେରାର ହୋଇଯାଇଥିବା ବେଳେ ଆଜି ରାତିରେ ନିକିରାଇ ଥାନା ଅଧୀନ ସଦାନନ୍ଦପୁର (ପୋଟଳଡିହ)ରେ ହୋଇଛି ଗୁଳିମାଡ଼। ଆହତ ହୋଇଥିବା ବ୍ୟକ୍ତିଙ୍କ ନାଁ ଅଜୟ ପତି। ଦୁଇ ଜଣ ଯୁବକ ବାଇକରେ ଆସି ତାଙ୍କ ଛାତିକୁ ଗୁଳି କରିବାକୁ ଉଦ୍ୟମ କରୁଥିଲେ। ତେବେ କୌଶଳକ୍ରମେ ଅଜୟ ସେମାନଙ୍କ ଠାରୁ ଦେଶୀ ବନ୍ଧୁକଟିକୁ […]

Victim

Victim

Jitendra Garnayak
  • Published: Wednesday, 04 May 2022
  • Updated: 04 May 2022, 10:52 PM IST

Sports

Latest News

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲାରେ ପୁଣି ଗର୍ଜିଲା ବନ୍ଧୁକ। କିଛି ଦିନ ତଳେ ମହାକାଳପଡ଼ା ଥାନା ଅଞ୍ଚଳରେ ଦୁର୍ବୃତ୍ତମାନେ ଜଣଙ୍କ ଉପରକୁ ଗୁଳି ଚଳାଇ ଫେରାର ହୋଇଯାଇଥିବା ବେଳେ ଆଜି ରାତିରେ ନିକିରାଇ ଥାନା ଅଧୀନ ସଦାନନ୍ଦପୁର (ପୋଟଳଡିହ)ରେ ହୋଇଛି ଗୁଳିମାଡ଼।

ଆହତ ହୋଇଥିବା ବ୍ୟକ୍ତିଙ୍କ ନାଁ ଅଜୟ ପତି। ଦୁଇ ଜଣ ଯୁବକ ବାଇକରେ ଆସି ତାଙ୍କ ଛାତିକୁ ଗୁଳି କରିବାକୁ ଉଦ୍ୟମ କରୁଥିଲେ। ତେବେ କୌଶଳକ୍ରମେ ଅଜୟ ସେମାନଙ୍କ ଠାରୁ ଦେଶୀ ବନ୍ଧୁକଟିକୁ ଛଡାଇ ଆଣିଥିଲେ। ତେବେ ସେହି ସମୟରେ ଗୁଳି ଫୁଟି ଥିଲା ଓ ତାହା ଅଜୟଙ୍କ ଡାହାଣ ହାତରେ ବାଜିଥିଲା।

ଅଜୟ କହିଛନ୍ତି ଯେ ସେ ତାଙ୍କ ଦିଦିଙ୍କ ଘରେ ବସିଥିବା ବେଳେ ସଦାନନ୍ଦପୁର (ପୋଟଳଡିହ)ର ପର୍ଶୁରାମ ପ୍ରଧାନ ବନ୍ଧୁକ ଧରି ପଶି ଆସିଲା। ପର୍ଶୁରାମ ତାଙ୍କ ଛାତି ଉପରେ ବନ୍ଧୁକ ରଖିଥିଲା। ତେବେ ସେ ତା’ଠାରୁ ବନ୍ଧୁକ ଛଡ଼ାଇ ଆଣିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପର୍ଶୁରାମ ଗୁଳି ଫୁଟାଇ ଦେଇଥିଲା। ଗୁଳି ତାଙ୍କ ହାତରେ ବାଜିଥିଲା। ତଥାପି ସେ ପର୍ଶୁରାମକୁ ଧରିବା ପାଇଁ ଗୋଡ଼ାଇ ଥିଲେ। ତେବେ ସେ ଖସି ଯିବାରେ ସଫଳ ହୋଇଥିଲା। ପର୍ଶୁରାମ କାହିଁକି ତାଙ୍କ ଉପରକୁ ଗୁଳି ଚଳାଇଲା, ସେ ତାହା ଜାଣି ନଥିବା କହିଛନ୍ତି।

ଏହି ଘଟଣା ନେଇ ନିକିରାଇ ପୁଲିସ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ଆଣିଥିବା ଦେଶୀ ବନ୍ଧୁକ ଘଟଣାସ୍ଥଳରେ ପଡ଼ିଥିବା ବେଳେ ପୁଲିସ୍ ଏହାକୁ ଜବତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story