ରଥଯାତ୍ରା ବେଳେ ପୁରୀ-ଭୁବନେଶ୍ୱର ରାସ୍ତାରେ ରହିବ ୫ଟି ଆମ୍ବୁଲାନ୍ସ

ପୁରୀ(ଓଡ଼ିଶା ରିପୋର୍ଟର): ମହାପ୍ରଭୁଙ୍କ ରଥାଯାତ୍ରା ପ୍ରସ୍ତୁତି ନେଇ ଶେଷ ହୋଇଛି ତୃତୀୟ ସମନ୍ୱୟ ବୈଠକ। ଦେବସ୍ନାନ ପୂର୍ଣ୍ଣିମାରୁ ନିଳାଦ୍ରୀବିଜେ ଯାଏ ସମସ୍ତ ପର୍ବ ପରମ୍ପରାକୁ ସୁରୁଖୁରୁରେ ସମ୍ପାଦନ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। ଆସନ୍ତା ୨୫ ତାରିଖ ସୁଦ୍ଧା ସବୁ ବିଭାଗ ପ୍ରସ୍ତୁତ ରହିବା ସହ ନିଜ ନିଜର ଦାୟିତ୍ୱ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ଫୋନି ଯୋଗୁ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏଥିରେ ସୁଧାର ଆଣିବା ପାଇଁ ଜିଲ୍ଲାପାଳଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟବିଭାଗକୁ […]

puri

puri

Manoranjan Sial
  • Published: Thursday, 13 June 2019
  • Updated: 18 June 2019, 05:02 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ମହାପ୍ରଭୁଙ୍କ ରଥାଯାତ୍ରା ପ୍ରସ୍ତୁତି ନେଇ ଶେଷ ହୋଇଛି ତୃତୀୟ ସମନ୍ୱୟ ବୈଠକ। ଦେବସ୍ନାନ ପୂର୍ଣ୍ଣିମାରୁ ନିଳାଦ୍ରୀବିଜେ ଯାଏ ସମସ୍ତ ପର୍ବ ପରମ୍ପରାକୁ ସୁରୁଖୁରୁରେ ସମ୍ପାଦନ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। ଆସନ୍ତା ୨୫ ତାରିଖ ସୁଦ୍ଧା ସବୁ ବିଭାଗ ପ୍ରସ୍ତୁତ ରହିବା ସହ ନିଜ ନିଜର ଦାୟିତ୍ୱ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବାତ୍ୟା ଫୋନି ଯୋଗୁ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏଥିରେ ସୁଧାର ଆଣିବା ପାଇଁ ଜିଲ୍ଲାପାଳଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟବିଭାଗକୁ ନେଇ ଏକ ଟିମ୍‌ ଗଠନ ହୋଇଛି। ଏହି ଟିମ୍ ସ୍ୱାସ୍ଥ୍ୟସେବାର ମାନ, ଅଭାବ ଓ ଅସୁବିଧା ଆଦି ଅନୁଧ୍ୟାନ କରି ତୁରନ୍ତ ପଦକ୍ଷେପ ନେବ। ରଥଯାତ୍ରା ବେଳେ ପୁରୀ-ଭୁବନେଶ୍ୱର ରାସ୍ତାରେ ୫ଟି ଆମ୍ବୁଲାନ୍ସ ସଜାଗ ରଖାଯିବ।

ଏହାବ୍ୟତୀତ ଶ୍ରୀଜଗନ୍ନାଥ ବନପ୍ରକଳ୍ପକୁ ନେଇ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଛି। ୩ ମାସ ମଧ୍ୟରେ ବାସ୍ତବଚିତ୍ର ଓ ହିସାବ ଦେବାକୁ ବନବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡ଼ା ରାସ୍ତାଘାଟ, ସ୍ୱାସ୍ଥ୍ୟ ପରିମଳ, ବିଦ୍ୟୁତ ସେବା, ପରିବହନ, ରେଳ ଚଳାଚଳ ଓ ଯାତ୍ରୀଙ୍କ ରହଣି ବ୍ୟବସ୍ଥା ଉପରେ ଧ୍ୟାନ ଦେବାକୁ ନିଷ୍ପତ୍ତି ହୋଇଥିଲା।

ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ସହିତ କେନ୍ଦ୍ରାଞ୍ଚଳ RDC, IG ସୌମେନ୍ଦ୍ର ପ୍ରିୟଦର୍ଶୀ, ଜିଲ୍ଲାପାଳ, ବିଧାୟକ ଜୟନ୍ତ ଷଡ଼ଙ୍ଗୀ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story