ମାଲାଗୁଡା ଘାଟିରେ ଭୁସ୍ଖଳନ, ୪ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ

ବାଲିଗୁଡ଼ା(ଅଜିତ ନାୟକ): ଲଗାଣ ବର୍ଷାରେ ଭୁସ୍ଖଳନ ଘଟି ୪ ପଞ୍ଚାୟତକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି । ଫଳରେ ୧୦ ହଜାରରୁ ଊର୍ଦ୍ଧ୍ୱ  ଲୋକେ ପ୍ରାୟ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛନ୍ତି। ଲଗାଣ ବର୍ଷା ଯୋଗୁ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ମାଲାଗୁଡା ଘାଟି ରାସ୍ତାରେ ଭୁସ୍ଖଳନ ଘଟିଛି। ମାଲାଗୁଡା ଘାଟି ରାସ୍ତାରେ ଭୁସ୍ଖଳନ ହେବାରୁ ରାଇକିଆରୁ କରଡ଼ା, ରଣବା, ଇନ୍ଦ୍ରଗଡ ଓ ବଡବାରବା ଆଦି ୪ଟି ପଞ୍ଚାୟତକୁ ଯିବା ଆସିବା ଏକପ୍ରକାର ବିଚ୍ଛିନ୍ନ ହୋଇଯାଇଛି।  ୪ଟି ପଂଚାୟତର […]

road

road

Niharika Rout
  • Published: Friday, 19 August 2022
  • Updated: 19 August 2022, 12:52 PM IST

Sports

Latest News

ବାଲିଗୁଡ଼ା(ଅଜିତ ନାୟକ): ଲଗାଣ ବର୍ଷାରେ ଭୁସ୍ଖଳନ ଘଟି ୪ ପଞ୍ଚାୟତକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି । ଫଳରେ ୧୦ ହଜାରରୁ ଊର୍ଦ୍ଧ୍ୱ  ଲୋକେ ପ୍ରାୟ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛନ୍ତି। ଲଗାଣ ବର୍ଷା ଯୋଗୁ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ମାଲାଗୁଡା ଘାଟି ରାସ୍ତାରେ ଭୁସ୍ଖଳନ ଘଟିଛି।

ମାଲାଗୁଡା ଘାଟି ରାସ୍ତାରେ ଭୁସ୍ଖଳନ ହେବାରୁ ରାଇକିଆରୁ କରଡ଼ା, ରଣବା, ଇନ୍ଦ୍ରଗଡ ଓ ବଡବାରବା ଆଦି ୪ଟି ପଞ୍ଚାୟତକୁ ଯିବା ଆସିବା ଏକପ୍ରକାର ବିଚ୍ଛିନ୍ନ ହୋଇଯାଇଛି।  ୪ଟି ପଂଚାୟତର ଲାଇଫ ଲାଇନ କୁହାଯାଉଥିବା ମାଲାଗୁଡା ଘାଟି ରାସ୍ତା ଧସି ହୋଇଯିବା ଯୋଗୁ  ଯାତ୍ରୀବାହୀ ବସ, ଅଟୋ ଯିବା ଆସିବା କରି ପାରୁନି । ଫଳରେ ୪ ପଞ୍ଚାୟତର ୧୦ ହଜାରରୁ ଊର୍ଦ୍ଧ୍ୱ  ଲୋକେ ଏବେ ରାଇକିଆ ଆସିବା ଲାଗି ଏକ ପ୍ରକାର ବନ୍ଦ ହୋଇଯାଇଛି । ଅତି ବିପଦପୂର୍ଣ୍ଣ ଭାବେ ଲୋକେ ବାଇକ୍‌ରେ ସେହି ରାସ୍ତା ଦେଇ ଯିବା ଆସିବା କରିବାକୁ ବାଧ୍ୟ ହେଉଛନ୍ତି ।

ଅନ୍ୟପଟେ ଗ୍ରାମ୍ୟ ଉନ୍ନୟନ ବିଭାଗ ଭୁସ୍ଖଳନ ଘଟିଥିବା ରାସ୍ତାରେ ବ୍ୟାରିକେଡ କରି ଦେଇ ଚୁପ ବସିଛି । ବର୍ତ୍ତମାନ ସୁଦ୍ଧା ୪ଟି ବ୍ଲକର ଲୋକେ ଜରୁରୀ କାମ ନେଇ ରାଇକିଆ ଯିବା ଆସିବା କରି ନ ପାରି ହଇରାଣ ହେବାରେ ଲାଗିଛନ୍ତି ! ଘାଟି ରାସ୍ତାକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବା ଲାଗି ସ୍ଥାନୀୟ ଲୋକେ ଏବେ  ଦାବି କରିଛନ୍ତି  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story