ପ୍ରବଳ ବର୍ଷା: ମାଲକାନଗିରି ବାହ୍ୟ ଜଗତରୁ ବିଚ୍ଛିନ୍ନ

ମାଲକାନଗିରି (ଜିତେନ୍ଦ୍ର ବେଉରା): ଗତକାଲିଠାରୁ ମାଲକାନଗିରି ଜିଲ୍ଲାରେ ବର୍ଷା ଜାରି ରହିଛି। ଫଳରେ ମାଲକାନଗିରି ବାହ୍ୟ ଜଗତରୁ ବିଛିନ୍ନ ହୋଇଛି। ପାଙ୍ଗାମ ନଦୀରେ ବନ୍ୟାଜଳ ଆସିବାରୁ ବଢ଼ି ପରିସ୍ଥିତି ସୃଷ୍ଟି ହୋଇଛି। ମାଲକାନଗିରି-ଜୟପୁର ରାସ୍ତାରେ ପାଣି ବହୁଛି। ସେହିପରି ପୋଟେରୁ ଓ କାଙ୍କରକୋଣ୍ଡା ନଦୀରେ ମଧ୍ୟ ଜଳପତ୍ତନ ବୃଦ୍ଧି ପାଇଛି। ତେଣୁ ମାଲକାନଗିରି-କାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଅଧିକ ପଢ଼ନ୍ତୁ-ମାଲକାନଗିରିରେ ଲଗାଣ ବର୍ଷା: ପୋଲ ଉପରେ ୫ ଫୁଟ୍‌ ପାଣି

flood 2

flood 2

Rakesh Mallick
  • Published: Friday, 20 July 2018
  • Updated: 20 July 2018, 03:09 PM IST

Sports

Latest News

ମାଲକାନଗିରି (ଜିତେନ୍ଦ୍ର ବେଉରା): ଗତକାଲିଠାରୁ ମାଲକାନଗିରି ଜିଲ୍ଲାରେ ବର୍ଷା ଜାରି ରହିଛି। ଫଳରେ ମାଲକାନଗିରି ବାହ୍ୟ ଜଗତରୁ ବିଛିନ୍ନ ହୋଇଛି। ପାଙ୍ଗାମ ନଦୀରେ ବନ୍ୟାଜଳ ଆସିବାରୁ ବଢ଼ି ପରିସ୍ଥିତି ସୃଷ୍ଟି ହୋଇଛି। ମାଲକାନଗିରି-ଜୟପୁର ରାସ୍ତାରେ ପାଣି ବହୁଛି।

ସେହିପରି ପୋଟେରୁ ଓ କାଙ୍କରକୋଣ୍ଡା ନଦୀରେ ମଧ୍ୟ ଜଳପତ୍ତନ ବୃଦ୍ଧି ପାଇଛି। ତେଣୁ ମାଲକାନଗିରି-କାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ଅଧିକ ପଢ଼ନ୍ତୁ-ମାଲକାନଗିରିରେ ଲଗାଣ ବର୍ଷା: ପୋଲ ଉପରେ ୫ ଫୁଟ୍‌ ପାଣି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story