ବର୍ଷା କମିବା ପରେ ସୁଧୁରିଛି ବନ୍ୟା ସ୍ଥିତି: ଆକାଶମାର୍ଗରୁ ଚାଲିଛି ରିଲିଫ୍‌ ବଣ୍ଟନ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ତିତ୍‌ଲି ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଆସ୍କା, ପୁରୁଷୋତ୍ତମପୁର, ସୋରଡ଼ା ଓ ଧରାକୋଟ ଅଞ୍ଚଳରେ ସ୍ଥିତି ଗମ୍ଭୀର ହୋଇଥିଲା। ବର୍ଷା ଟିକେ କମିଥିବାରୁ ପରିସ୍ଥିତି ସୁଧୁରୁଛି। ଅନେକ ସ୍ଥାନରେ ଜଳସ୍ତର ମଧ୍ୟ କମିଲାଣି। ତଥାପି କିଛି ଅଞ୍ଚଳରେ ଲୋକେ ଏବେ ବି ଜଳବନ୍ଦୀ ଅଛନ୍ତି। ଆଜି ବନ୍ୟା ପ୍ରଭାବିତ ଅଞ୍ଚଳରେ ଆକାଶମାର୍ଗରୁ ରିଲିଫ୍‌ ସାମଗ୍ରୀ ବଣ୍ଟାଯାଉଛି।  ବ୍ରହ୍ମପୁର ନିକଟ ରଙ୍ଗେଇଲୁଣ୍ଡା ଏୟାର୍ ଷ୍ଟ୍ରିପ୍‌ରୁ ରିଲିଫ୍‌ ସାମଗ୍ରୀ ନେଇ ଗୋଟିଏ […]

bam

bam

Jyoshna Pradhan
  • Published: Saturday, 13 October 2018
  • Updated: 13 October 2018, 10:34 AM IST

Sports

Latest News

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ତିତ୍‌ଲି ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଆସ୍କା, ପୁରୁଷୋତ୍ତମପୁର, ସୋରଡ଼ା ଓ ଧରାକୋଟ ଅଞ୍ଚଳରେ ସ୍ଥିତି ଗମ୍ଭୀର ହୋଇଥିଲା। ବର୍ଷା ଟିକେ କମିଥିବାରୁ ପରିସ୍ଥିତି ସୁଧୁରୁଛି। ଅନେକ ସ୍ଥାନରେ ଜଳସ୍ତର ମଧ୍ୟ କମିଲାଣି। ତଥାପି କିଛି ଅଞ୍ଚଳରେ ଲୋକେ ଏବେ ବି ଜଳବନ୍ଦୀ ଅଛନ୍ତି।bam

ଆଜି ବନ୍ୟା ପ୍ରଭାବିତ ଅଞ୍ଚଳରେ ଆକାଶମାର୍ଗରୁ ରିଲିଫ୍‌ ସାମଗ୍ରୀ ବଣ୍ଟାଯାଉଛି।  ବ୍ରହ୍ମପୁର ନିକଟ ରଙ୍ଗେଇଲୁଣ୍ଡା ଏୟାର୍ ଷ୍ଟ୍ରିପ୍‌ରୁ ରିଲିଫ୍‌ ସାମଗ୍ରୀ ନେଇ ଗୋଟିଏ ହେଲିକପ୍ଟର ଆକାଶ ମାର୍ଗରୁ ଆସ୍କା ଅଞ୍ଚଳରେ ଖାଦ୍ୟ ପୁଡ଼ିଆ ପକାଉଛି। ଆଉ ଏକ ହେଲିକପ୍ଟର ପୁରୁଷୋତ୍ତମପୁର ଓ ଶେରଗଡ଼ ଅଞ୍ଚଳରେ ରିଲିଫ୍‌ ସାମଗ୍ରୀ ଆକାଶ ମାର୍ଗରୁ ପକାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story