ମାଲକାନଗିରିରେ ବନ୍ୟା ସ୍ଥିତି; କାଙ୍କରକୋଣ୍ଡା ରାସ୍ତାରେ ୪ଫୁଟ ଉଚ୍ଚରେ ଚାଲିଛି ପାଣି

ମାଲକାନଗିରି: ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ପୋଟେରୁ ନଦୀରେ ଜଳସ୍ତର ବୃଦ୍ଧି ପାଇଥିବା ବେଳେ କାଙ୍କରକୋଣ୍ଡା ରାସ୍ତା ଉପରେ ପାଣି ଚାଲୁଛି। ପୋଟେରୁ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି। ଏହା ସହ କାଙ୍କରକୋଣ୍ଡା ରାସ୍ତା ଉପରେ ୪ଫୁଟରୁ ଅଧିକ ଉଚ୍ଚରେ ପାଣି ଚାଲିଛି।  ଫଳରେ ମାଲକାନଗିରି ମୋଟୁ ରାସ୍ତାରେ ଯାନବାହାନ ଚଳାଚଳ ପ୍ରଭାବିତ ହୋଇଛି। ଗତ ୨୪ଘଣ୍ଟା ଧରି ଜିଲ୍ଲାରେ ବର୍ଷା ଲାଗିରହିଛି। ଫଳରେ ଜନଜୀବନ ପ୍ରଭାବିତ ହୋଇଛି। କିଛି ଦିନ […]

Flooded river in Malkangiri

Flooded river in Malkangiri

Rakesh Mallick
  • Published: Monday, 14 August 2017
  • Updated: 14 August 2017, 03:06 PM IST

Sports

Latest News

ମାଲକାନଗିରି: ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ପୋଟେରୁ ନଦୀରେ ଜଳସ୍ତର ବୃଦ୍ଧି ପାଇଥିବା ବେଳେ କାଙ୍କରକୋଣ୍ଡା ରାସ୍ତା ଉପରେ ପାଣି ଚାଲୁଛି।

ପୋଟେରୁ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି। ଏହା ସହ କାଙ୍କରକୋଣ୍ଡା ରାସ୍ତା ଉପରେ ୪ଫୁଟରୁ ଅଧିକ ଉଚ୍ଚରେ ପାଣି ଚାଲିଛି।  ଫଳରେ ମାଲକାନଗିରି ମୋଟୁ ରାସ୍ତାରେ ଯାନବାହାନ ଚଳାଚଳ ପ୍ରଭାବିତ ହୋଇଛି।

ଗତ ୨୪ଘଣ୍ଟା ଧରି ଜିଲ୍ଲାରେ ବର୍ଷା ଲାଗିରହିଛି। ଫଳରେ ଜନଜୀବନ ପ୍ରଭାବିତ ହୋଇଛି।

କିଛି ଦିନ ପୂର୍ବରୁ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଥିବାରୁ ବନ୍ୟା ପରିସ୍ଥିତି ଉପୁଜିଥିଲା। କେନ୍ଦୁଝର, ବାଲେଶ୍ୱର,ଯାଜପୁର, ମୟୂରଭଞ୍ଜ, କଳାହାଣ୍ତି,ଭଦ୍ରକ,କଲ୍ୟାଣସିଂହପୁର ଓ ରାୟଗଡ଼ାରେ ବନ୍ୟା ପରିସ୍ଥିତି ଦେଖାଯାଇଥିଲା।

https://www.youtube.com/watch?v=g5eTID06YL0

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story