ନିଦ ହଜାଇଛି ବନ୍ୟା, ଗାଁରେ ଲହଡି ମାରୁଛି ଆଣ୍ଠୁଏ ଉଚ୍ଚର ପାଣି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗାଁ ଦାଣ୍ଡରେ ଲହଡ଼ି ଭାଙ୍ଗୁଛି ଆଣ୍ଠୁଏ ଉଚ୍ଚର ବନ୍ୟା ପାଣି। ଘର, ବାରି କି ଅଗଣା ଯୁଆଡ଼େ ଦେଖିବେ ସବୁଠି ଜମି ରହିଛି ଅପରିଷ୍କାର ପାଣି। ରାଜୁଆ ନଦୀରେ ବନ୍ୟା ଆସିବାରୁ ଆଜିକୁ ୫ ଦିନ ଧରି ଏମିତି ଜଳବନ୍ଦୀ ଜୀବନ କଟାଉଛନ୍ତି ଖୋର୍ଦ୍ଧା ବ୍ଲକର ୩ଟି ପଞ୍ଚାୟତ ବାସିନ୍ଦା। ଓରବରସିଂ, ନରଣଗଡ଼ ଓ ବ୍ରଜମୋହନପୁର ପଞ୍ଚାୟତର ପ୍ରାୟ ୧୫ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଖାଦ୍ୟ ଓ ବିଶୁଦ୍ଧ ପାଣି ବିନା […]

rain1

rain1

Manoranjan Sial
  • Published: Thursday, 12 September 2019
  • Updated: 12 September 2019, 07:56 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗାଁ ଦାଣ୍ଡରେ ଲହଡ଼ି ଭାଙ୍ଗୁଛି ଆଣ୍ଠୁଏ ଉଚ୍ଚର ବନ୍ୟା ପାଣି। ଘର, ବାରି କି ଅଗଣା ଯୁଆଡ଼େ ଦେଖିବେ ସବୁଠି ଜମି ରହିଛି ଅପରିଷ୍କାର ପାଣି। ରାଜୁଆ ନଦୀରେ ବନ୍ୟା ଆସିବାରୁ ଆଜିକୁ ୫ ଦିନ ଧରି ଏମିତି ଜଳବନ୍ଦୀ ଜୀବନ କଟାଉଛନ୍ତି ଖୋର୍ଦ୍ଧା ବ୍ଲକର ୩ଟି ପଞ୍ଚାୟତ ବାସିନ୍ଦା। ଓରବରସିଂ, ନରଣଗଡ଼ ଓ ବ୍ରଜମୋହନପୁର ପଞ୍ଚାୟତର ପ୍ରାୟ ୧୫ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଖାଦ୍ୟ ଓ ବିଶୁଦ୍ଧ ପାଣି ବିନା ଆଉଟୁ ପାଉଟୁ ହେଉଛନ୍ତି ବନ୍ୟା ବିପନ୍ନ। ପ୍ରଶାସନ ପକ୍ଷରୁ କିଛି ବନ୍ୟା ଦୁର୍ଗତଙ୍କୁ ଶୁଖିଲା ଖାଦ୍ୟ ସାଙ୍ଗକୁ ଟ୍ୟାଙ୍କର ଯୋଗେ ପାଣି ଓ ଔଷଧ ଯୋଗାଇ ଦିଆଯାଉଛି। ମାତ୍ର ତାହା ପର୍ଯ୍ୟପ୍ତ ହୋଇନାହିଁ। ଏପଟେ ପୁରୀ ଜିଲ୍ଲା କଣାସ ବ୍ଲକର ୫ଟି ପଞ୍ଚାୟତରେ ମଧ୍ୟ ସାଂଘାତିକ ସ୍ଥିତି। ଦୟା ନଦୀର ଉଛୁଳା ପାଣି ପଶିବାରୁ ଜଳାର୍ଣ୍ଣବ ହୋଇଛି ବହୁ ଗାଁ।

ଏପଟେ ଆଜିକୁ ୬ ଦିନ ପରେ ବି ବନ୍ୟା କବଳରୁ ମୁକ୍ତି ପାଇପାରି ନାହାନ୍ତି ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ହରିପୁର ଗାଁର ୧୦୦ରୁ ଅଧିକ ପରିବାର। ପାଇକା ନଦୀରେ ଆସିଥିବା ବଢ଼ି ପାଖାପାଖି ସପ୍ତାହେ ଧରି ଜନବସତି ଓ ରାସ୍ତାଘାଟ ବୁଡ଼ାଇ ରଖିଥିବାରୁ ଏବେ ମଧ୍ୟ ପାଣିରେ ପଶି ଯାଆସ କରୁଛନ୍ତି ଲୋକେ। ବନ୍ୟା ଦାଉରେ ଖାଲି ମଣିଷ ନୁହଁନ୍ତି, ଗୋରୁଗାଈ ଓ ଅନ୍ୟ ଗୃହପାଳିତ ପଶୁପକ୍ଷୀ ଦୁର୍ଦ୍ଦଶା ଭିତରେ ଦିନ କାଟୁଛନ୍ତି।

ସେହିଭଳି କଟକ ଜିଲ୍ଲା ବାଙ୍କୀ ବ୍ଲକରେ କିଛି ଅଞ୍ଚଳରେ ବନ୍ୟାର ପ୍ରଭାବ କମିନଥିବାରୁ ହୀନସ୍ତା ଭୋଗୁଛନ୍ତି ଲୋକେ। ତେବେ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ଲୋକେ ବର୍ଷକ ଭିତରେ ଏକାଧିକ ବନ୍ୟାର ସାମ୍ନା କରି କ୍ଷତିଗ୍ରସ୍ତ ହେଉଛନ୍ତି।

ଲଗାଣ ବର୍ଷା ଫଳରେ ଉପୁଜୁଥିବା ବନ୍ୟା ସ୍ଥିତି କେବଳ ଉପକୂଳ ନୁହେଁ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର କିଛି କିଛି ଅଞ୍ଚଳକୁ ବି କ୍ଷତି ପହଞ୍ଚାଇଛି। ବିଶେଷକରି ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ମାଲକାନଗିରି ଆଦି ଜିଲ୍ଲାର ବିଭିନ୍ନ ନଦୀ ଫୁଲିବାରୁ ତଳିଆ ଅଞ୍ଚଳରେ ବହୁ କ୍ଷଯକ୍ଷତି ଘଟାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story