ଧାନର ଅଭାବୀ ବିକ୍ରିକୁ ନେଇ ଗୃହରେ ଯୋଗାଣ ମନ୍ତ୍ରୀଙ୍କୁ ଘେରିଲେ ବିରୋଧୀ ଓ ଶାସକ

ଭୁବନେଶ୍ୱର: ଅବ୍ୟବସ୍ଥିତ ଧାନ ସଂଗ୍ରହକୁ ନେଇ ବିଧାନସଭାରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ଘେରିଛନ୍ତି ଶାସକ ଓ ବିରୋଧୀ ଦଳ। ବିରୋଧୀଙ୍କ ଅପେକ୍ଷା ଶାସକ ସଦସ୍ୟଙ୍କ ଶାଣିତ ସ୍ୱର ମନ୍ତ୍ରୀଙ୍କୁ ହଟ୍ଟହଟା କରିଥିଲା। ଚାଷୀ ପଞ୍ଜୀକରଣରେ ତ୍ରୁଟିଠାରୁ ଆରମ୍ଭ କରି ଧାନ କିଣାରେ ଅନିୟମିତତା ପ୍ରସଙ୍ଗ ଉଠାଇ ସବୁ ବିଧାୟକ ମନ୍ତ୍ରୀଙ୍କ ଉପରେ ବର୍ଷିଥିଲେ। ଏହାଛଡ଼ା ଧାନ କିଣାରେ ହୋଇଥିବା ଅନିୟମିତତାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିଲେ। ଆଜି ବିଧାନସଭାରେ ବିଜେଡି ବନାମ ବିଜେଡି […]

sanjay-dasburma

sanjay-dasburma

Rakesh Mallick
  • Published: Saturday, 04 March 2017
  • Updated: 04 March 2017, 10:32 PM IST

ଭୁବନେଶ୍ୱର: ଅବ୍ୟବସ୍ଥିତ ଧାନ ସଂଗ୍ରହକୁ ନେଇ ବିଧାନସଭାରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ଘେରିଛନ୍ତି ଶାସକ ଓ ବିରୋଧୀ ଦଳ। ବିରୋଧୀଙ୍କ ଅପେକ୍ଷା ଶାସକ ସଦସ୍ୟଙ୍କ ଶାଣିତ ସ୍ୱର ମନ୍ତ୍ରୀଙ୍କୁ ହଟ୍ଟହଟା କରିଥିଲା। ଚାଷୀ ପଞ୍ଜୀକରଣରେ ତ୍ରୁଟିଠାରୁ ଆରମ୍ଭ କରି ଧାନ କିଣାରେ ଅନିୟମିତତା ପ୍ରସଙ୍ଗ ଉଠାଇ ସବୁ ବିଧାୟକ ମନ୍ତ୍ରୀଙ୍କ ଉପରେ ବର୍ଷିଥିଲେ। ଏହାଛଡ଼ା ଧାନ କିଣାରେ ହୋଇଥିବା ଅନିୟମିତତାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିଲେ।

ଆଜି ବିଧାନସଭାରେ ବିଜେଡି ବନାମ ବିଜେଡି ମଧ୍ୟରେ ଲଢ଼େଇ ହୋଇଥିଲା। ଧାନ ସଂଗ୍ରହକୁ ନେଇ ମୁହାଁମୁହିଁ ହୋଇଥିଲେ ମନ୍ତ୍ରୀ ଦାସବର୍ମା ଓ ବିଜେଡି ବିଧାୟକ ପ୍ରତାପ ଜେନା। କେବଳ ପ୍ରତାପ ନୁହଁନ୍ତି ଶାସକ ଦଳର ଅନେକ ବିଧାୟକ ଚାଷୀଙ୍କ ପଞ୍ଜୀକରଣରେ ତ୍ରୁଟି, ଅଭାବି ଧାନ ବିକ୍ରି, ଧାନ କଟନି, ଠିକ ସମୟରେ ପରିବହନ ଖର୍ଚ୍ଚ ନଦେବା, ମାସମାସ ଧରି ମଣ୍ଡିରେ ଧାନ ପଡ଼ିରହିବାକୁ ନେଇ ମନ୍ତ୍ରୀଙ୍କୁ ଘେରିଥିଲେ।

ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର କହିଛନ୍ତି,“ମଣ୍ଡି ନଥିବାରୁ ଚାଷୀମାନେ ନାନା ଅସୁବିଧାରେ ପଡ଼ିଛନ୍ତି। ସେଥିପାଇଁ ନିର୍ବାଚନରେ ଆମେ ଚାଷୀଙ୍କଠାରୁ ପ୍ରତ୍ୟାକ୍ଷିତ ହୋଇଛୁ। ଆମର ନେତୃତ୍ୱକୁ ଲୋକେ ଗ୍ରହଣ କରିନାହାନ୍ତି। ସେଥିପାଇଁ କଳାହାଣ୍ଡି ଜିଲ୍ଲାରେ ବିଜେଡିର ବିପର୍ଯ୍ୟୟ ଘଟିଲା।”

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି,“ପ୍ରତି ମଣ୍ଡିରେ ୪ରୁ ୫ କେଜି ଲେଖାଏଁ ଧାନ କଟା ଯାଉଛି। ଚାଷୀଙ୍କ ପଇସା ଲୁଟ୍‌ ହେଉଛି। ଏହି ଅର୍ଥ ମିଲର ଓ ମନ୍ତ୍ରୀଙ୍କ ପକେଟକୁ ଯାଉଛି। ସମସ୍ତେ ମିଳିମିଶି ଲୁଟୁଛନ୍ତି।”

ମନ୍ତ୍ରୀ ଯେତେ ସଫେଇ ଦେଲେ ମଧ୍ୟ ବିଧାୟକମାନେ ତାକୁ ଗ୍ରହଣ କରିନଥିଲେ। ମନ୍ତ୍ରୀ ଦାସବର୍ମା କହିଥିଲେ,“ବିଧାୟକମାନେ ଦାୟିତ୍ୱ ନେବାକୁ ଚାହୁଁ ନାହାନ୍ତି। ଧାନ ସଂଗ୍ରହ ନୀତିକୁ ସୁବ୍ୟବସ୍ଥିତ କରାଯାଇଥିବା ବେଳେ ତଦନ୍ତର କିଛି ଆବଶ୍ୟକତା ନାହିଁ। ବର୍ତ୍ତମାନ ସୁଦ୍ଧା ୩୧,୧୪,୭୮୯ ମେଟ୍ରିକ ଟନ୍‌ ଧାନ ସଂଗ୍ରହ କରାଯାଇଥିବା ବେଳ ଚାଷୀଙ୍କ ଖାତାରେ ୪୫୭୯ କୋଟି ଟଙ୍କା ଜମା କରାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story