ଗରିବଙ୍କ ଭୋକ ମେଣ୍ଟାଇବ ଫୁଡ୍‌ ଏଟିଏମ୍‌

ସମ୍ୱଲପୁର (ଓଡ଼ିଶା ରିପୋର୍ଟର): ଭୋକିଲାଙ୍କ ଭୋକ ମେଣ୍ଟାଉଛି ଫୁଡ୍‌ ଏଟିଏମ୍‌। କଥାଟି ବିଶ୍ୱାସ ହେଉନଥିଲେ ମଧ୍ୟ ସମ୍ପୂର୍ଣ୍ଣ ସତକଥା। ଏମିତି ଏଟିଏମ୍‌ ସମ୍ୱଲପୁର ସରରରେ ପ୍ରତିଷ୍ଠା କରାଯାଇଛି। ଭୋଜି କିମ୍ୱା ହୋଟେଲ୍‌ର ବଳକା ଖାଦ୍ୟକୁ ନଷ୍ଟ ନକରି ଭୋକିଲାଙ୍କ ପାଖରେ ପହଞ୍ଚାଇବା ପାଇଁ ଏଭଳି ପ୍ରୟାସ ହୋଇଛି। ସମ୍ବଲପୁର ସହର ଯୁବ ସ୍ୱେଚ୍ଛାସେବୀ ଦିଲ୍ଲିପ ପଣ୍ଡା ଏମିତି ଉଦ୍ୟମ କରିଛନ୍ତି। ନିଜ ଉଦ୍ୟମରେ ସମ୍ବଲପୁର ସହରରେ ଏହି ଫୁଡ୍‌ ଏଟିଏମ୍‌ ପ୍ରତିଷ୍ଠା କରିଛନ୍ତି। ଯେଉଁମାନଙ୍କ ଖାଦ୍ୟ ଆବଶ୍ୟକତା […]

food-atm-in-sambalpur

food-atm-in-sambalpur

Manoranjan Sial
  • Published: Wednesday, 13 November 2019
  • Updated: 13 November 2019, 06:21 PM IST

Sports

Latest News

ସମ୍ୱଲପୁର (ଓଡ଼ିଶା ରିପୋର୍ଟର): ଭୋକିଲାଙ୍କ ଭୋକ ମେଣ୍ଟାଉଛି ଫୁଡ୍‌ ଏଟିଏମ୍‌। କଥାଟି ବିଶ୍ୱାସ ହେଉନଥିଲେ ମଧ୍ୟ ସମ୍ପୂର୍ଣ୍ଣ ସତକଥା। ଏମିତି ଏଟିଏମ୍‌ ସମ୍ୱଲପୁର ସରରରେ ପ୍ରତିଷ୍ଠା କରାଯାଇଛି। ଭୋଜି କିମ୍ୱା ହୋଟେଲ୍‌ର ବଳକା ଖାଦ୍ୟକୁ ନଷ୍ଟ ନକରି ଭୋକିଲାଙ୍କ ପାଖରେ ପହଞ୍ଚାଇବା ପାଇଁ ଏଭଳି ପ୍ରୟାସ ହୋଇଛି। ସମ୍ବଲପୁର ସହର ଯୁବ ସ୍ୱେଚ୍ଛାସେବୀ ଦିଲ୍ଲିପ ପଣ୍ଡା ଏମିତି ଉଦ୍ୟମ କରିଛନ୍ତି। ନିଜ ଉଦ୍ୟମରେ ସମ୍ବଲପୁର ସହରରେ ଏହି ଫୁଡ୍‌ ଏଟିଏମ୍‌ ପ୍ରତିଷ୍ଠା କରିଛନ୍ତି। ଯେଉଁମାନଙ୍କ ଖାଦ୍ୟ ଆବଶ୍ୟକତା ଥିବ, ସେମାନେ ଏଠାରୁ ମାଗଣାରେ ଖାଦ୍ୟ ଖାଇ ପାରିବେ। ଯେଉଁଠି ଭାତ, ଡାଲି, ତରକାରୀ ସହ ଅନ୍ୟାନ୍ୟ ଖାଦ୍ୟ ରହିଛି। ସହରର ଆୟୋଜନ ହେଉଥିବା ଭୋଜି କିମ୍ବା ହୋଟେଲ୍‌ର ବଳକା ଖାଦ୍ୟ ଏହି ଫୁଡ୍‌ ଏଟିଏମ୍‌ର ଫ୍ରିଜ୍‌ରେ ରଖିପାରିବେ। ଆବଶ୍ୟକତା ଥିବା ଲୋକ ଏଠାରୁ ମଧ୍ୟ ଖାଦ୍ୟ ନେଇ ଖାଇପାରିବେ।

ସମ୍ବଲପୁର ସଦର ମେଡିକାଲ ମୁଖ୍ୟ ଫାଟକ ସାମ୍ନାରେ ସେଡ୍‌ ଭିତରେ ଅଛି ବଡ ଫ୍ରିଜ୍‌। ଆଉ ସେହି ଫ୍ରିଜ୍‌ ଭିତରେ ରହିଛି ରନ୍ଧା ଖାଦ୍ୟ। ହସ୍ପିଟାଲକୁ ଆସୁଥିବା ଗରିବ ଲୋକ ଫ୍ରିଜରୁ ଖାଦ୍ୟ ଆଣି ଖୁସିରେ ଖାଉଛନ୍ତି। ଖାଇ ସାରିବା ପରେ, ପାଖରେ ଥିବା ଡଷ୍ଟବିନ୍‌ରେ ପ୍ଲେଟ୍‌ ପକାଇବାର ସୁବିଧା ମଧ୍ୟ ରହିଛି। ଫୁଡ୍‌ ଏଟିଏମ୍‌ ସ୍ଥାପନ ପାଇଁ ମହାନଗର ନିଗମ ଜାଗା ଯୋଗାଇ ଦେଇଛି। ମହାନଗର ନିଗମ କମିସନର ଏହାକୁ ଉଦ୍‌ଘାଟନ କରିଥିଲେ।

ଆଗାମୀ ଦିନରେ ଫୁଡ୍‌ ଏଟିଏମ୍ ପାଇଁ ଖାଦ୍ୟ ଦାତା ଓ ଗ୍ରହିତାଙ୍କ ସଂଖ୍ୟା ବଢାଇବା ଉପରେ ଲକ୍ଷ୍ୟ ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story