ସାବଧାନ ମାତିଛନ୍ତି ମାଫିଆ! ରାତିରେ ଉଠାଇ ନେଉଛନ୍ତି ଗୋରୁ

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ଘର ବାହାରକୁ ଗୋରୁ ଗାଈ ଛାଡ଼ିଛନ୍ତି କି? ସାବଧାନ, ନିମିଷକରେ ଉଭାନ୍ ହୋଇଯିବ ଆପଣଙ୍କ ଗୃହପାଳିତ ପଶୁ। କାରଣ ମାତିଛନ୍ତି ଗୋରୁ ମାଫିଆ। ମଝି ରାତିରେ ବେଧଡ଼କ ଚାଲୁଛି ସେମାନଙ୍କ ଅପରେସନ। ଏମିତି ଅଭିଯୋଗ ଖୋର୍ଦ୍ଧା ଜଟଣୀ ଅଞ୍ଚଳରୁ ଆସିଛି। ରାତି ପ୍ରାୟ ୨ଟା ବେଳେ କୁଦିଆରୀ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପ ପରିସରରୁ ଆଖି ପିଛୁଳାକେ ଏକ ଗୋରୁ ଉଠାଇ ପାର୍‌ ହୋଇଗଲେ ମାଫିଆ। ଯାହା ସିସିଟିଭିରେ କଏଦ ହୋଇଛି। […]

Footage-Of-‘Cattle-Smuggling’-In-Khurda

Footage-Of-‘Cattle-Smuggling’-In-Khurda

Manoranjan Sial
  • Published: Wednesday, 28 August 2019
  • Updated: 28 August 2019, 06:57 PM IST

Sports

Latest News

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ଘର ବାହାରକୁ ଗୋରୁ ଗାଈ ଛାଡ଼ିଛନ୍ତି କି? ସାବଧାନ, ନିମିଷକରେ ଉଭାନ୍ ହୋଇଯିବ ଆପଣଙ୍କ ଗୃହପାଳିତ ପଶୁ। କାରଣ ମାତିଛନ୍ତି ଗୋରୁ ମାଫିଆ। ମଝି ରାତିରେ ବେଧଡ଼କ ଚାଲୁଛି ସେମାନଙ୍କ ଅପରେସନ। ଏମିତି ଅଭିଯୋଗ ଖୋର୍ଦ୍ଧା ଜଟଣୀ ଅଞ୍ଚଳରୁ ଆସିଛି। ରାତି ପ୍ରାୟ ୨ଟା ବେଳେ କୁଦିଆରୀ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପ ପରିସରରୁ ଆଖି ପିଛୁଳାକେ ଏକ ଗୋରୁ ଉଠାଇ ପାର୍‌ ହୋଇଗଲେ ମାଫିଆ। ଯାହା ସିସିଟିଭିରେ କଏଦ ହୋଇଛି।

ମଝି ରାତିରେ ଦୈନିକ ଏମିତି ଚାଲୁଛି ଏମାନଙ୍କ ଅପରେସନ। ଗୋଟିଏ ଗୋଟିଏ ରାତିରେ ଉଠାଉଛନ୍ତି ୪ରୁ ୫ଟି ଗୋରୁ। ଆଉ ଗୋରୁ ପିଛା ୩ରୁ ୫ ହଜାର ଟଙ୍କା ଲେଖାଏଁ ବିକ୍ରି କରି ମାଲାମାଲ୍‌ ହେଉଛନ୍ତି ଦୁର୍ବୃତ୍ତ। ଆଉ କ୍ଷତିଗ୍ରସ୍ତ ହେଉଛନ୍ତି ଗୋପାଳନକାରୀ। ଏମାନଙ୍କୁ ପୁଲିସ ବା ପ୍ରାଣୀ ସୁରକ୍ଷା ବିଭାଗ ଧରିପାରୁନି।

କଥା ଏତିକିରେ ସରିନି, ମାଫିଆମାନେ ରାତି ଅଧରେ ହଡ଼ପ କରୁଥିବା ଗୋରୁମାନଙ୍କୁ ସିଧା ନେଇ ପହଞ୍ଚାଇ ଦେଉଛନ୍ତି ଆନ୍ତଃରାଜ୍ୟ ଗୋଚାଲାଣକାରୀଙ୍କ ପାଖରେ। କୌଣସି ଅଜଣା ଜଙ୍ଗଲ ଭିତରେ ଗୋରୁମାନଙ୍କୁ ପ୍ରଥମେ ରଖାଯାଉଛି। ପରେ ସୁଯୋଗ ଦେଖି ବଡ଼ ବଡ଼ କଣ୍ଟେନରରେ ଅତି ଦୟନୀୟ ଭାବେ ଭର୍ତ୍ତି କରାଯାଇ ରାଜ୍ୟ ବାହାରକୁ ଚାଲାଣ କରାଯାଉଛି। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ-ବୋଲଗଡ଼ ଅଞ୍ଚଳରୁ ଆସିଛି ଏପରି ଅଭିଯୋଗ।

କଣ୍ଟେନରରେ ଗୋରୁମାନଙ୍କୁ ଅତି ନିର୍ଦ୍ଦୟ ଅବସ୍ଥାରେ ରଖାଯାଇଛି। କାହାର ମୁହଁ ତ କାହାର ଶିଙ୍ଗ ପୁଣି କାହାର ଲାଞ୍ଜକୁ ବନ୍ଧା ଯାଇଛି। ଯାହା ଯମ ଯନ୍ତ୍ରଣାଠୁ ଅଧିକ ହେବ। ଏମିତି ଅବସ୍ଥାରେ ଶହ ଶହ କିଲୋମିଟର ଅଖିଆ ଓ ଅପିଆ ଅବସ୍ଥାରେ ସେମାନଙ୍କୁ ରାଜ୍ୟ ବାହାରକୁ ଚାଲାଣ କରାଯାଉଛି। ଖୋର୍ଦ୍ଧା ଜିଲ୍ଲାର ଜଟଣୀ, ବେଗୁନିଆ, ବୋଲଗଡ଼, ପାରିଖେତା ଅଞ୍ଚଳରେ ଏଭଳି ବେଧଡକ ଗୋ’ଚାଲାଣ ଚାଲିଥିଲେ ମଧ୍ୟ ସମସ୍ତେ ନିରବଦ୍ରଷ୍ଟା ସାଜିଛନ୍ତି। ପୁଲିସ ସବୁ ଦେଖି ନଦେଖିଲା ଭଳି ଅଭିନୟ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story