ବାହାବଳପୁର ବାଣ ବିସ୍ଫୋରଣର ତଦନ୍ତ ଆରମ୍ଭ କଲେ ୩ ଜଣିଆ ଫୋରେନସିକ୍ ଟିମ୍

ବାଲେଶ୍ୱର: ବାହାବଳପୁର ବାଣ ବିସ୍ଫୋରଣ ଘଟଣାର ତନାଘନା ଜାରି ରହିଛି। ଆଜି ୩ ଜଣିଆ ଫୋରେନସିକ୍ ଟିମ୍ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିଛନ୍ତି। କେଉଁ ପରିସ୍ଥିତିରେ କାରଖାନାରେ ନିଆଁ ଲାଗିଲ, ସେଠାରେ କେଉଁ ପ୍ରକାର ବାରୁଦ ଥିଲା ଓ ବିସ୍ଫୋରଣର ତୀବ୍ରତା କେତେ ଥିଲା ସେ ସମ୍ପର୍କରେ ଟିମ୍ ତଥ୍ୟ ସଂଗ୍ରହ କରିଛି। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ଜିଲ୍ଲାର ସମସ୍ତ ବେଆଇନ୍‌ ବାଣ କାରଖାନା ବନ୍ଦ କରାଯିବ ବୋଲି ଏସ୍‌ପି କହିଛନ୍ତ। ଅନ୍ୟପକ୍ଷରେ […]

Rakesh Mallick
  • Published: Friday, 20 October 2017
  • Updated: 20 October 2017, 08:37 PM IST

Sports

Latest News

ବାଲେଶ୍ୱର: ବାହାବଳପୁର ବାଣ ବିସ୍ଫୋରଣ ଘଟଣାର ତନାଘନା ଜାରି ରହିଛି। ଆଜି ୩ ଜଣିଆ ଫୋରେନସିକ୍ ଟିମ୍ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିଛନ୍ତି। କେଉଁ ପରିସ୍ଥିତିରେ କାରଖାନାରେ ନିଆଁ ଲାଗିଲ, ସେଠାରେ କେଉଁ ପ୍ରକାର ବାରୁଦ ଥିଲା ଓ ବିସ୍ଫୋରଣର ତୀବ୍ରତା କେତେ ଥିଲା ସେ ସମ୍ପର୍କରେ ଟିମ୍ ତଥ୍ୟ ସଂଗ୍ରହ କରିଛି।

ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ଜିଲ୍ଲାର ସମସ୍ତ ବେଆଇନ୍‌ ବାଣ କାରଖାନା ବନ୍ଦ କରାଯିବ ବୋଲି ଏସ୍‌ପି କହିଛନ୍ତ।

ଅନ୍ୟପକ୍ଷରେ ମୃତକଙ୍କ ଅନ୍ତିମ ସଂସ୍କାର ବେଳେ ବାହାବଳପୁରରେ ସୃଷ୍ଟି ହୋଇଥିଲା ଶୋକାକୁଳ ପରିବେଶ। ବାଣ ବିସ୍ଫୋରଣରେ ପ୍ରାଣ ହରାଇଥିବା ମୃତକଙ୍କର ସମୂହ ସତ୍କାର କରିଥିଲେ ଗାଁଲୋକେ। ତେବେ ଅନ୍ତିମ ସଂସ୍କାର ବେଳେ ମୃତକଙ୍କ ପରିଜନଙ୍କୁ ଦେଖିବାକୁ ମିଳି ନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story