ସିବିଆଇ ନୋଟିସ୍‌ ପ୍ରସଙ୍ଗରେ ଏମିତି କହିଲେ ଅରୁଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିର ଦୁଇ ପ୍ରଭାବଶାଳୀ ନେତା ହେଉଛନ୍ତି ପୂର୍ବତନ ମନ୍ତ୍ରୀ ଅରୁଣ କୁମାର ସାହୁ ଓ ଅତନୁ ସବ୍ୟସାଚୀ ନାୟକ। ଦଳ ଭିତରେ ଏମାନଙ୍କ ଦବ୍‌ଦବା ବହୁତ ରହିଛି। ସବୁ କ୍ଷେତ୍ରରେ ଏମାନେ ଆଗରେ ରହିଥାଆନ୍ତି। ଏବେ ସେମାନଙ୍କ ଉପରେ ସିବିଆଇ ଖଣ୍ଡା ଝୁଲୁଥିବା ଆଲୋଚନା ହେଉଛି। ଦୁଇଦିନ ତଳେ ସିବିଆଇ ଏହି ଦୁଇ ନେତାଙ୍କୁ ନୋଟିସ୍‌ କରିଥିବା ବେଳେ ସେମାନେ କୁଆଡ଼େ ହାଜର ହେଉନାହାନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିବା […]

aruna-sahoo

aruna-sahoo

Manoranjan Sial
  • Published: Friday, 01 February 2019
  • Updated: 01 February 2019, 07:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିର ଦୁଇ ପ୍ରଭାବଶାଳୀ ନେତା ହେଉଛନ୍ତି ପୂର୍ବତନ ମନ୍ତ୍ରୀ ଅରୁଣ କୁମାର ସାହୁ ଓ ଅତନୁ ସବ୍ୟସାଚୀ ନାୟକ। ଦଳ ଭିତରେ ଏମାନଙ୍କ ଦବ୍‌ଦବା ବହୁତ ରହିଛି। ସବୁ କ୍ଷେତ୍ରରେ ଏମାନେ ଆଗରେ ରହିଥାଆନ୍ତି। ଏବେ ସେମାନଙ୍କ ଉପରେ ସିବିଆଇ ଖଣ୍ଡା ଝୁଲୁଥିବା ଆଲୋଚନା ହେଉଛି।

ଦୁଇଦିନ ତଳେ ସିବିଆଇ ଏହି ଦୁଇ ନେତାଙ୍କୁ ନୋଟିସ୍‌ କରିଥିବା ବେଳେ ସେମାନେ କୁଆଡ଼େ ହାଜର ହେଉନାହାନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଗତକାଲି ପର୍ଯ୍ୟନ୍ତ ଏହି ଦୁଇ ନେତା ମୁହଁ ଖୋଲିନଥିଲେ। ତେବେ ଆଜି ନୟାଗଡ଼ ମଣି ଅରୁଣ ବାବୁ ମୁହଁ ଖୋଲିଛନ୍ତି।

ସିବିଆଇ ନୋଟିସ୍‌ ପ୍ରସଙ୍ଗରେ ଅରୁଣ କହିଛନ୍ତି-“ଖୁବ୍‌ ଶୀଘ୍ର ସିବିଆଇ ନିକଟରେ ଉପସ୍ଥିତ ହୋଇ ଉତ୍ତର ରଖିବି। ୪ ବର୍ଷ ପରେ ନୋଟିସ୍‌ ଆସିଥିବାରୁ ମୋ ମନରେ ମଧ୍ୟ ଉତ୍କଣ୍ଠା ଅଛି।”
ଚିଟ୍‌ଫଣ୍ଡ୍‌ ଲିଙ୍କରେ ବିଧାୟକ ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ପୁଣି ସମନ୍ କରିବ ସିବିଆଇ। ଜଣଙ୍କୁ ୨୮ ତାରିଖ ଓ ଅନ୍ୟଜଣକୁ ୩୦ ତାରିଖରେ ହାଜର ହେବାକୁ କୁହାଯାଇଥିଲା। ହେଲେ ସେମାନେ ହାଜର ନହେବାରୁ ଉଭୟଙ୍କୁ ପୁଣି ଥରେ ନୋଟିସ୍ କରାଯିବ ବୋଲି ସିବିଆଇର ଜଣେ ଅଧିକାରୀ କହିଛନ୍ତି।

ଅନ୍ୟପକ୍ଷରେ ସିବିଆଇ ଓ ଓଡ଼ିଶା ପୁଲିସର ସମନକୁ ନେଇ ପୁଣି ମୁହାଁମୁହିଁ ହୋଇଛନ୍ତି ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଲକ୍ଷ୍ମୀଦତ୍ତ ହତ୍ୟା ମାମଲାରେ ଦୋଷୀକୁ ଉତ୍ତରାଖଣ୍ଡ ଗେଷ୍ଟ ହାଉସରେ କିଏ ରଖାଇଥିଲା ବୋଲି କହି ଧର୍ମେନ୍ଦ୍ରଙ୍କୁ ବାଣ ମାରିଛନ୍ତି ପ୍ରତାପ। କାହା ଉପସ୍ଥିତିରେ ହତ୍ୟାକାରୀ ବିଜେପିରେ ସାମିଲ ହୋଇଥିଲେ ବୋଲି ପ୍ରଶ୍ନ କରିବା ସହ ବିଜେପି ସିବିଆଇକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ଅଭିଯୋଗ ଆଣିଛନ୍ତି ପ୍ରତାପ।

ଏହାର ଜବାବରେ ଲକ୍ଷ୍ମୀଦତ୍ତ ହତ୍ୟା ମାମଲାରେ ତାଙ୍କ ବିରୋଧରେ ଯଦି ପୁଲିସ ପାଖରେ ତଥ୍ୟ ପ୍ରମାଣ ଥାଏ ତେବେ ତାଙ୍କୁ ସମନ କରିବାକୁ ଚ୍ୟାଲେଞ୍ଜ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସିବିଆଇ ଜେରା କରିଥିବା ସରୋଜ ସାହୁ କିଏ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story