ପଦ୍ମ ଧରିଲେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ଛାଡ଼ି ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଆଜି ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜେପିରେ ସାମିଲ ହେଲେ ସଂଜୀବ ସାହୁ । ନିଜର ଶତାଧିକ ସମର୍ଥକଙ୍କ ସହ ବିଜେପିରେ ସାମିଲ ହେଲେ । ନିକଟରେ ବିଜେଡି ଛାଡ଼ିଥିଲେ ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ । ବିଜେଡି ଟିକେଟରୁ ୪ ଥର ବିଧାୟକ ତଥା ଥରେ ମନ୍ତ୍ରୀ ଥିବା ସଞ୍ଜୀବ ସାହୁ ଗତ ୩ ତାରିଖରେ […]

sanjib sahu

sanjib sahu

Niharika Rout
  • Published: Friday, 19 November 2021
  • Updated: 19 November 2021, 01:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ଛାଡ଼ି ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଆଜି ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜେପିରେ ସାମିଲ ହେଲେ ସଂଜୀବ ସାହୁ । ନିଜର ଶତାଧିକ ସମର୍ଥକଙ୍କ ସହ ବିଜେପିରେ ସାମିଲ ହେଲେ । ନିକଟରେ ବିଜେଡି ଛାଡ଼ିଥିଲେ ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ ।

ବିଜେଡି ଟିକେଟରୁ ୪ ଥର ବିଧାୟକ ତଥା ଥରେ ମନ୍ତ୍ରୀ ଥିବା ସଞ୍ଜୀବ ସାହୁ ଗତ ୩ ତାରିଖରେ ବିଜେଡି ଛାଡ଼ିଥିଲେ। ବିଜେଡି ଛାଡ଼ିବା ପଛରେ ବ୍ୟକ୍ତିଗତ କାରଣ ଥିବା ଦର୍ଶାଇ ସେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ଇସ୍ତଫାପତ୍ର ପଠାଇଥିଲେ। ଏହାପରେ ସେ ବିଜେପିରେ ଯୋଗ ଦେବା ନେଇ ଆକଳନ ସୃଷ୍ଟି ହୋଇଥିଲା।

୬୧ ବର୍ଷୀୟା ପୁରୁଖା ରାଜନେତା ସଞ୍ଜୀବ ସାହୁ  ବିଜେଡି ଟିକେଟରେ ୪ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ଚଳିତ ମାସରେ ବିଜେଡି ମୋହ ଛାଡ଼ି ସେ ବିଜେପିରେ ଯୋଗ ଦେଇଛନ୍ତି ।

ସଞ୍ଜୀବ ସାହୁ ପ୍ରଥମେ ବିରମହାରାଜପୁର ଆସନରୁ ୨୦୦୩ ମସିହାରେ ଜିତି ବିଧାନସଭାକୁ ଆସିଥିଲେ। ଏହାପରେ ୨୦୦୪ ମସିହାରେ ହୋଇଥିବା ନିର୍ବାଚନରେ ସେ ସମାନ ସିଟ୍‌ରୁ ଜୟଯୁକ୍ତ ହୋଇଥିଲେ। ଏହାପରେ ୨୦୦୫ ମସିହାରୁ ୨୦୦୮ ଫେବୃୟାରୀ ପର୍ଯ୍ୟନ୍ତ ସେ ପଞ୍ଚାୟତରାଜ ମନ୍ତ୍ରୀ ପରି ଗୁରୁ ଦାୟିତ୍ୱ ସମ୍ଭାଳିଥିଲେ। ଏହାବାଦ ସ୍କୁଲ, ଗଣଶିକ୍ଷା ଓ ବାଣିଜ୍ୟ ଓ ପରିବହନ ବିଭାଗରେ ୨୦୦୮-୨୦୦୯ ଓ ୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ ମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ ।

ଏହାପରେ ୨୦୦୯ ଓ ୨୦୧୪ ମସିହାରେ ହୋଇଥିବା ନିର୍ବାଚନରେ ସଞ୍ଜୀବ ସାହୁ ଆଠମଲ୍ଲିକ  ବିଧାନସଭା କ୍ଷେତ୍ରରୁ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୧୯ ମସିହାରେ ହୋଇଥିବା ନିର୍ବାଚନରେ ଦଳ ପକ୍ଷରୁ ତାଙ୍କ ବଦଳରେ ପୂର୍ବତନ ପ୍ରଶାସନିକ ଅଧିକାରୀ ରମେଶ ସାଇଙ୍କୁ ଦଳ ତରଫରୁ ମଇଦାନରେ ଛିଡ଼ା କରାଯାଇଥିଲା।  ଏଥିଯୋଗୁ ଦଳରେ ନିଜ ଆସନ ସୁରକ୍ଷିତ ନ ଭାବି ଦଳ ଛାଡ଼ିଥିଲେ ଏହି ଭେଟରାନ ନେତା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story