ସୁରକ୍ଷାକର୍ମୀଙ୍କୁ ହତ୍ୟା ଘଟଣା: ୩ ମାସ ପରେ ଧରାପଡ଼ିଲେ ଅଭିଯୁକ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବେନଶ୍ୱର ଟଙ୍କପାଣି ରୋଡ୍ ସ୍ଥିତ ଏକ କ୍ୟାଣ୍ଟିନର ସୁରକ୍ଷାକର୍ମୀଙ୍କୁ ହତ୍ୟା ଘଟଣାରେ ୪ ଅଭିଯୁକ୍ତ ଗିରଫ ହୋଇଛନ୍ତି।କମିଶନରେଟ ପୁଲିସର ସ୍ପେଶାଲ ସ୍କ୍ୱାଡ୍ ଏବଂ ପୁଲିସ ମିଳିତ ଭାବେ ଚଢ଼ଉ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗତ ୧୬ ମାର୍ଚ୍ଚରେ ଟଙ୍କପାଣି ରୋଡ୍ ସ୍ଥିତ ଏକ କ୍ୟାଣ୍ଟିନ୍‌ରେ ପାଣି ମାଗିବା ନାଁରେ ଭିତରକୁ ପଶି ଦୁର୍ବୃତ୍ତ ଗୁଳିକାଣ୍ଡ ଘଟାଇଥିଲେ। ଏଥିରେ ସିକ୍ୟୁରିଟି ଗାର୍ଡ ଜ୍ଞାନେନ୍ଦ୍ର ମଲ୍ଲିକଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଦୁର୍ବୃତ୍ତମାନେ ସେଠାରୁ […]

handcuff

handcuff

Manoranjan Sial
  • Published: Tuesday, 25 June 2019
  • Updated: 25 June 2019, 04:36 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବେନଶ୍ୱର ଟଙ୍କପାଣି ରୋଡ୍ ସ୍ଥିତ ଏକ କ୍ୟାଣ୍ଟିନର ସୁରକ୍ଷାକର୍ମୀଙ୍କୁ ହତ୍ୟା ଘଟଣାରେ ୪ ଅଭିଯୁକ୍ତ ଗିରଫ ହୋଇଛନ୍ତି।କମିଶନରେଟ ପୁଲିସର ସ୍ପେଶାଲ ସ୍କ୍ୱାଡ୍ ଏବଂ ପୁଲିସ ମିଳିତ ଭାବେ ଚଢ଼ଉ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଗତ ୧୬ ମାର୍ଚ୍ଚରେ ଟଙ୍କପାଣି ରୋଡ୍ ସ୍ଥିତ ଏକ କ୍ୟାଣ୍ଟିନ୍‌ରେ ପାଣି ମାଗିବା ନାଁରେ ଭିତରକୁ ପଶି ଦୁର୍ବୃତ୍ତ ଗୁଳିକାଣ୍ଡ ଘଟାଇଥିଲେ। ଏଥିରେ ସିକ୍ୟୁରିଟି ଗାର୍ଡ ଜ୍ଞାନେନ୍ଦ୍ର ମଲ୍ଲିକଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ। ଘଟଣାର ୩ ମାସ ପରେ ଅଭିଯୁକ୍ତ ପୁଲିସ୍‌ ହାତରେ ଧରା ପଡ଼ିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story