ସାତକୋଶିଆ ବନଖଣ୍ଡରେ ୪ ବନ କର୍ମଚାରୀ ନିଖୋଜ

ଅନୁଗୋଳ (ବିରଜା ଦାସ): ସାତକୋଶିଆ ବନଖଣ୍ଡରେ ୪ ଜଣ ବନ କର୍ମଚାରୀ ନିଖୋଜ ହୋଇଯାଇଛନ୍ତି। ଗତକାଲିଠାରୁ ସେମାନଙ୍କ ବିଷୟରେ କୌଣସି ଖୋଜ୍‌ ଖବର ମିଳୁନି। ୱାଇଲ୍ଡ ଲାଇଫ୍ ପିସିସିଏଫ୍‌ ସନ୍ଦୀପ ତ୍ରିପାଠୀ ଆଜି ଏ ସଂପର୍କରେ ସୂଚନା ଦେଇଛନ୍ତି। ପିସିସିଏଫ୍‌ କହିଛନ୍ତି- “ଏଥିସହ ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ ପରେ ରାଇଗୁଡ଼ା ଏନ୍‌କ୍ଲୋଜରରେ ରଖାଯିବ। ପରେ ପରବର୍ତ୍ତୀ ପଦକ୍ଷେପ ନେଇ ଏନ୍‌ଟିସିଏ ଓ ଓ୍ୱାଇଲ୍ଡ ଲାଇଫକୁ ଚିଠି ଲେଖାଯାଇଛି।” ଲୋକଙ୍କୁ ସୁରକ୍ଷା ଯୋଗାଇବା ବନ ବିଭାଗର ପ୍ରାଥମିକ କାର୍ଯ୍ୟ। […]

ytrreeeewcd

ytrreeeewcd

Tapaswini Nayak
  • Published: Monday, 22 October 2018
  • Updated: 22 October 2018, 02:55 PM IST

Sports

Latest News

ଅନୁଗୋଳ (ବିରଜା ଦାସ): ସାତକୋଶିଆ ବନଖଣ୍ଡରେ ୪ ଜଣ ବନ କର୍ମଚାରୀ ନିଖୋଜ ହୋଇଯାଇଛନ୍ତି। ଗତକାଲିଠାରୁ ସେମାନଙ୍କ ବିଷୟରେ କୌଣସି ଖୋଜ୍‌ ଖବର ମିଳୁନି। ୱାଇଲ୍ଡ ଲାଇଫ୍ ପିସିସିଏଫ୍‌ ସନ୍ଦୀପ ତ୍ରିପାଠୀ ଆଜି ଏ ସଂପର୍କରେ ସୂଚନା ଦେଇଛନ୍ତି।

ପିସିସିଏଫ୍‌ କହିଛନ୍ତି- “ଏଥିସହ ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ ପରେ ରାଇଗୁଡ଼ା ଏନ୍‌କ୍ଲୋଜରରେ ରଖାଯିବ। ପରେ ପରବର୍ତ୍ତୀ ପଦକ୍ଷେପ ନେଇ ଏନ୍‌ଟିସିଏ ଓ ଓ୍ୱାଇଲ୍ଡ ଲାଇଫକୁ ଚିଠି ଲେଖାଯାଇଛି।”

ଲୋକଙ୍କୁ ସୁରକ୍ଷା ଯୋଗାଇବା ବନ ବିଭାଗର ପ୍ରାଥମିକ କାର୍ଯ୍ୟ। ତେଣୁ ଟ୍ରାଙ୍କୁଲାଇଜ୍ ପାଇଁ ଟିମ୍‌କୁ ଗାଁକୁ ଛାଡ଼ିବାକୁ ୱାଇଲ୍ଡ ଲାଇଫ୍ ପିସିସିଏଫ୍‌ ଲୋକମାନଙ୍କୁ ଅନୁରୋଧ କରିଛନ୍ତି।

https://youtu.be/QsghQp9hJ0M

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story