ସାତକୋଶିଆ ବନଖଣ୍ଡରେ ୪ ବନ କର୍ମଚାରୀ ନିଖୋଜ

ଅନୁଗୋଳ (ବିରଜା ଦାସ): ସାତକୋଶିଆ ବନଖଣ୍ଡରେ ୪ ଜଣ ବନ କର୍ମଚାରୀ ନିଖୋଜ ହୋଇଯାଇଛନ୍ତି। ଗତକାଲିଠାରୁ ସେମାନଙ୍କ ବିଷୟରେ କୌଣସି ଖୋଜ୍‌ ଖବର ମିଳୁନି। ୱାଇଲ୍ଡ ଲାଇଫ୍ ପିସିସିଏଫ୍‌ ସନ୍ଦୀପ ତ୍ରିପାଠୀ ଆଜି ଏ ସଂପର୍କରେ ସୂଚନା ଦେଇଛନ୍ତି।

ପିସିସିଏଫ୍‌ କହିଛନ୍ତି- “ଏଥିସହ ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ ପରେ ରାଇଗୁଡ଼ା ଏନ୍‌କ୍ଲୋଜରରେ ରଖାଯିବ। ପରେ ପରବର୍ତ୍ତୀ ପଦକ୍ଷେପ ନେଇ ଏନ୍‌ଟିସିଏ ଓ ଓ୍ୱାଇଲ୍ଡ ଲାଇଫକୁ ଚିଠି ଲେଖାଯାଇଛି।”

ଲୋକଙ୍କୁ ସୁରକ୍ଷା ଯୋଗାଇବା ବନ ବିଭାଗର ପ୍ରାଥମିକ କାର୍ଯ୍ୟ। ତେଣୁ ଟ୍ରାଙ୍କୁଲାଇଜ୍ ପାଇଁ ଟିମ୍‌କୁ ଗାଁକୁ ଛାଡ଼ିବାକୁ ୱାଇଲ୍ଡ ଲାଇଫ୍ ପିସିସିଏଫ୍‌ ଲୋକମାନଙ୍କୁ ଅନୁରୋଧ କରିଛନ୍ତି।

ଆହୁରି ପଢ଼ନ୍ତୁ

୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ, ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଦଶହରାରେ ଖୋଲା ରହିବ RTO ଅଫିସ୍

ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା

ରାଜ୍ୟରେ କରୋନାରେ ଆଖି ବୁଜିଲେ ୧୫

ଆଜି ମହାଷଷ୍ଠୀ ପୂଜା; ମା’ଙ୍କୁ ସିଧାସଳଖ ଦର୍ଶନ କରିପାରିବେନି ଭକ୍ତ

ଲକ୍‌ଡାଉନ୍‌ ଯୋଗୁଁ କମିଛି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା

କରୋନାରୁ ସୁସ୍ଥ ପରେ ବି ରହିଛି ବିପଦ, ସରକାର ଜାରି କଲେ ଆଡଭାଇଜରି

ସରପଞ୍ଚଙ୍କ ବାପାଙ୍କୁ ହାଣିଦେଲେ ଦୁର୍ବୃତ୍ତ, ଅଳ୍ପକେ ବର୍ତିଲେ ମା’ ଓ ଭାଇ

ରକ୍ତମୁଖା ଜମି ପିଇଲା ୩ ଜଣଙ୍କ ରକ୍ତ

ମନୁଷ୍ୟକୃତ ବନ୍ୟା: ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଲୋକାଯୁକ୍ତଙ୍କ ନୋଟିସ୍‌

ରାତି ପାହିଲେ ମହାଷଷ୍ଠୀ ,ଏଥର ସୁନା ଚାନ୍ଦିରେ ଝଟକିବେନି ମା ’

ବାଲେଶ୍ୱର ଉପ ନିର୍ବାଚନ: ୯୦ ବର୍ଷରେ ଯୋଦ୍ଧା ସାଜିଛନ୍ତି ବେଣୁଧର