୫ ଲକ୍ଷରେ ମିଳିବ ୫ କୋଟି!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚିଟ୍‌ଫଣ୍ଡ ପରେ ନେଟ୍ଓ୍ୱର୍କ ମାର୍କେଟିଂ ମାୟାଜାଲରେ ସାଧାରଣ ଲୋକେ। କୋଟିପତି ହେବାର ସ୍ୱପ୍ନ ଦେଖାଇ ଲୋକଙ୍କୁ ଚୂନ ଲଗାଉଛନ୍ତି ନେଟ୍ଓ୍ୱର୍କ ମାର୍କେଟିଂ ଘରୋଇ ସଂସ୍ଥା। ଅଧିକ ଲାଭର ଲୋଭ ଦେଖାଇ ରାଜ୍ୟରେ ହଜାରେରୁ ଅଧିକ ଲୋକଙ୍କୁ ଠକି ସାରିଲାଣି କ୍ୟୁ-ନେଟ୍‌ ନେଟ୍ଓ୍ୱର୍କ ମାର୍କେଟିଂ ସଂସ୍ଥା। ୫ ବର୍ଷରେ ୫ କୋଟି ପାଇବାର ସ୍ୱପ୍ନ ଦେଖାଇ ସାଧାରଣ ଲୋକଙ୍କୁ ଟାର୍ଗେଟ କରିଛି ଏହି ସଂସ୍ଥା। କ୍ୟୁ-ନେଟ୍‌ ଭାରତରେ ‘ବିଧାନ ଡାଇରେକ୍ଟ ସେଲିଂ’ ନାମକ ଆଉ ଏକ […]

q-net

q-net

Manoranjan Sial
  • Published: Wednesday, 04 September 2019
  • Updated: 04 September 2019, 08:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚିଟ୍‌ଫଣ୍ଡ ପରେ ନେଟ୍ଓ୍ୱର୍କ ମାର୍କେଟିଂ ମାୟାଜାଲରେ ସାଧାରଣ ଲୋକେ। କୋଟିପତି ହେବାର ସ୍ୱପ୍ନ ଦେଖାଇ ଲୋକଙ୍କୁ ଚୂନ ଲଗାଉଛନ୍ତି ନେଟ୍ଓ୍ୱର୍କ ମାର୍କେଟିଂ ଘରୋଇ ସଂସ୍ଥା। ଅଧିକ ଲାଭର ଲୋଭ ଦେଖାଇ ରାଜ୍ୟରେ ହଜାରେରୁ ଅଧିକ ଲୋକଙ୍କୁ ଠକି ସାରିଲାଣି କ୍ୟୁ-ନେଟ୍‌ ନେଟ୍ଓ୍ୱର୍କ ମାର୍କେଟିଂ ସଂସ୍ଥା। ୫ ବର୍ଷରେ ୫ କୋଟି ପାଇବାର ସ୍ୱପ୍ନ ଦେଖାଇ ସାଧାରଣ ଲୋକଙ୍କୁ ଟାର୍ଗେଟ କରିଛି ଏହି ସଂସ୍ଥା। କ୍ୟୁ-ନେଟ୍‌ ଭାରତରେ ‘ବିଧାନ ଡାଇରେକ୍ଟ ସେଲିଂ’ ନାମକ ଆଉ ଏକ ସଂସ୍ଥା ସହ ମିଶି ୫ ଲକ୍ଷ ଜମା କଲେ ୫ ବର୍ଷରେ ୫ କୋଟି ରୋଜଗାର ଲୋଭ ଦେଖାଉଛି। ଟଙ୍କା ଜମା କରିବା ପରେ ନିବେଶକଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ ୫୦ଗ୍ରାମର ଚା’କୁ ହଜାରେ ଟଙ୍କା, ୧୦ ହଜାର ଟଙ୍କିଆ ଘଡ଼ିକୁ ୬୨ ହଜାର କହି ଦେଉଛି। ଆଉ କାହାକୁ ହଲିଡେ ପ୍ୟାକେଜ୍ ମଧ୍ୟ ଦେଉଛି। ଠକ କମ୍ପାନୀର ମାୟାଜାଲରେ ଛନ୍ଦି ହୋଇଥିବା ଜାଣିବା ବେଳକୁ ନିବେଶକଙ୍କ ପାଖରେ ଟଙ୍କା ଫେରସ୍ତର ଆଉ ବାଟ ପାଉନାହାନ୍ତି। କାରଣ ଟଙ୍କା ନେଇଥିବା କମ୍ପାନୀ ହଂକଂରେ ବସିଛି।

ଠକାମୀର ଶିକାର ନିବେଶକ ଶ୍ରୀରଞ୍ଜନ ମହାନ୍ତି କହିଛନ୍ତି-“କମ୍ପାନୀ ମୋଠାରୁ ୫ ଲକ୍ଷ ୬୦ ହଜାର ଟଙ୍କା ନେଇଛି। ତା’ ବାବଦକୁ ଦେଇଟି ଚାହା ଓ ହାତ ଘଣ୍ଟା।”

ଠକାମୀର ଶିକାର ନିବେଶକ ଜ୍ଞାନରଞ୍ଜନ ମିଶ୍ର କହିଛନ୍ତି-“ଠକାମୀରେ ଶିକାର ହେବା ପରେ ଆମେ ଡିଜିଙ୍କ ପାଖରେ ଅଭିଯୋଗ କରିଛୁ। ଡିଜିଙ୍କ ପରାମର୍ଶ କ୍ରମେ ଆମେ EOW ପାଖରେ ଅଭିଯୋଗ କରୁଛି। ହେଲେ ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି।”

ରାଜଧାନୀର ବିଭିନ୍ନ ନାମୀଦାମୀ ହୋଟେଲରେ ମିଟିଂ କରି ଲୋକଙ୍କୁ ନିଜ ଜାଲରେ ଫସାଇବାକୁ ଉଦ୍ୟମ କରେ କ୍ୟୁ-ନେଟ୍ କମ୍ପାନୀ। ନିକଟରେ କମ୍ପାନୀର ଏଭଳି ଏକ ଗୁପ୍ତ ମିଟିଂ ଚାଲିଥିବା ବେଳେ ସେଠାରେ ପହଞ୍ଚିଥିଲା ଓଟିଭିର ଇନଭେଷ୍ଟିଗେସନ ଟିମ୍‌। ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକଙ୍କୁ ଏଠାରେ ଶିଖାଯାଉଥିଲା କ୍ୟୁ-ନେଟ୍‌ର ନେଟ୍ଓ୍ୱର୍କିଂ ବିଜନେସ୍ ଫଣ୍ଡା।

କ୍ୟୁ-ନେଟ୍‌ର ବୈଧତା ନେଇ ଯାଞ୍ଚ ବେଳେ ଜଣାପଡ଼ିଛି ଯେ, ଏହି କମ୍ପାନୀ ନା ଭାରତ ସରକାର ନା ରାଜ୍ୟ ସରକାର କେଉଁଠି ବି ପଞ୍ଜୀକୃତ ହୋଇନି। କ୍ୟୁ-ନେଟ୍‌ରେ ଆର୍ଥିକ କାରବାର ନେଇ ପୂର୍ବରୁ ସେବି ପକ୍ଷରୁ ନିବେଶକଙ୍କୁ ମଧ୍ୟ ସତର୍କ କରାଯାଇଛି। ତେଲେଙ୍ଗାନାରେ କ୍ୟୁ-ନେଟ୍ ମାମଲାରେ ୭୦ ଜଣଙ୍କୁ ଗିରଫ କରାଗଲାଣି। କିନ୍ତୁ ଓଡ଼ିଶାରେ ଠକାମୀର ଶିକାର ବ୍ୟକ୍ତି କ୍ରାଇମବ୍ରାଞ୍ଚରୁ ଆରମ୍ଭ କରି ପୁଲିସ ଡିଜିଙ୍କ ନିକଟରେ ଗୁହାରି କରିଥିଲେ ମଧ୍ୟ ଫଳ ମିଳୁନି। ରାଜ୍ୟରେ ଚିଟ୍‌ଫଣ୍ଡ୍‌ ଦୁର୍ନୀତିରେ ଲୋକେ କୋଟି କୋଟି ଟଙ୍କା ହରାଇଥିବା ବେଳେ କ୍ୟୁ-ନେଟ୍‌ ଭଳି ସଂସ୍ଥାର ବେଆଇନ ବେପାର ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ତେବେ ଏ ସଂପର୍କରେ ପ୍ରଶାସନ କିମ୍ବା ପୁଲିସର ପ୍ରତିକ୍ରିୟା ମିଳିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story