ବାବୁଲା ଏସ୍‌ସିବି ସ୍ଥାନାନ୍ତର: ପୋଲିସ୍‌ କମିଶନର କହିଲେ ନିଖୋଜର ତଦନ୍ତ ହେବ

ଭୁବନେଶ୍ୱର: ଆଜାଦ ହିଦ୍‌ ଫୌଜର ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ନାତି ବାବୁଲା ପଣ୍ଡାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଅଛି। ତାଙ୍କୁ ଆଜି ରାତିରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଟ୍ରମା ଆଇସିୟୁରେ ବାବୁଲାଙ୍କୁ ରଖାଯାଇଛି। ସ୍ୱାଧୀନତା ସଂଗ୍ରାମୀ ଦାୟଦ ବାବୁଲାଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ବାବୁଲାଙ୍କ ନିଖୋଜ ନେଇ ପୋଲିସ୍‌ କମିଶନର ୱାଇ.ବି ଖୁରାନିଆ କହିଛନ୍ତି,“ବାବୁଲାଙ୍କ ସମ୍ପର୍କରେ ଆଜି ଦିନ ୧ଟା ବେଳେ ମଡ଼େଲ […]

babula panda

babula panda

Rakesh Mallick
  • Published: Thursday, 27 April 2017
  • Updated: 27 April 2017, 11:15 PM IST

Sports

Latest News

ଭୁବନେଶ୍ୱର: ଆଜାଦ ହିଦ୍‌ ଫୌଜର ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ନାତି ବାବୁଲା ପଣ୍ଡାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଅଛି। ତାଙ୍କୁ ଆଜି ରାତିରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଟ୍ରମା ଆଇସିୟୁରେ ବାବୁଲାଙ୍କୁ ରଖାଯାଇଛି।

ସ୍ୱାଧୀନତା ସଂଗ୍ରାମୀ ଦାୟଦ ବାବୁଲାଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ବାବୁଲାଙ୍କ ନିଖୋଜ ନେଇ ପୋଲିସ୍‌ କମିଶନର ୱାଇ.ବି ଖୁରାନିଆ କହିଛନ୍ତି,“ବାବୁଲାଙ୍କ ସମ୍ପର୍କରେ ଆଜି ଦିନ ୧ଟା ବେଳେ ମଡ଼େଲ କଣ୍ଟ୍ରୋଲ ରୁମ୍‌କୁ ଫୋନ୍‌ ଆସିଥିଲା। ପରେ କମିଶନରେଟ୍‌ ପୋଲିସ ତାଙ୍କୁ ମଞ୍ଚେଶ୍ୱର ଅଞ୍ଚଳରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। କେଉଁ ପରିସ୍ଥିତିରେ ସେ ନିଖୋଜ ହେଲେ ତାହାର ତଦନ୍ତ କରାଯିବ।”

ବାବୁଲାଙ୍କ ମା’ କହିଛନ୍ତି,“ମୋ ପୁଅ ଦେହ ଆଗରୁ ଭଲ ନ ଥିଲା। ତଥାପି ଆମ ସହିତ ଭୁବନେଶ୍ୱର ଯାଇଥିଲା। ସେଠାରେ ସେ ନିଖୋଜ ହୋଇଯାଇଥିଲା। ଆଜି ଶୁଣିବାକୁ ପାଇଲି ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଛି। ଭଗବାନ ତାଙ୍କୁ ଭଲ କରିଦିଅନ୍ତୁ ଏବଂ ମୋ ପାଖକୁ ଚାଲି ଆସୁ।”

https://www.youtube.com/watch?v=kFNzsPKeRhU

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story