ଧବଳେଶ୍ୱରଙ୍କ ପୀଠରେ ଲାଗିହେଲା ଗଜଭୋଗ

<p>କଟକ: ବଡ଼ ଓଷା ଅବସରରେ କଟକ ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରଙ୍କ ନିକଟରେ ଗଜଭୋଗ ଲାଗି ହୋଇଛି। ଆଜି ସକାଳେ ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଛନ୍ତି।&nbsp; ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ନଦୀ ପାର ହୋଇଆସୁଥିବା ଭକ୍ତଙ୍କ ସୁରକ୍ଷା ଲାଗି ମଧ୍ୟ ବ୍ୟବସ୍ଥା କରାଯାଇଛି।</p> <p>ନଦୀ ପାର ହେବା ନିମନ୍ତେ ୧୪ଟି ମୋଟର ଚାଳିତ ଡଙ୍ଗା ସାଙ୍ଗକୁ ୭୦ରୁ ଅଧିକ କର୍ମଚାରୀ ନିୟୋଜିତ ଅଛନ୍ତି।&nbsp; ଯାତ୍ରୀଙ୍କ ସୁରକ୍ଷା ଲାଗି ଓଡ୍ରାଫ ଟିମ ମୁତୟନ ରହିଛନ୍ତି।</p>

Ordigital Desk
  • Published: Friday, 03 November 2017
  • Updated: 03 November 2017, 09:34 AM IST
<p>କଟକ: ବଡ଼ ଓଷା ଅବସରରେ କଟକ ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରଙ୍କ ନିକଟରେ ଗଜଭୋଗ ଲାଗି ହୋଇଛି। ଆଜି ସକାଳେ ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଛନ୍ତି।&nbsp; ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ନଦୀ ପାର ହୋଇଆସୁଥିବା ଭକ୍ତଙ୍କ ସୁରକ୍ଷା ଲାଗି ମଧ୍ୟ ବ୍ୟବସ୍ଥା କରାଯାଇଛି।</p><p>ନଦୀ ପାର ହେବା ନିମନ୍ତେ ୧୪ଟି ମୋଟର ଚାଳିତ ଡଙ୍ଗା ସାଙ୍ଗକୁ ୭୦ରୁ ଅଧିକ କର୍ମଚାରୀ ନିୟୋଜିତ ଅଛନ୍ତି।&nbsp; ଯାତ୍ରୀଙ୍କ ସୁରକ୍ଷା ଲାଗି ଓଡ୍ରାଫ ଟିମ ମୁତୟନ ରହିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos