ସରିଲା ଗଜଲକ୍ଷ୍ମୀ ପୂଜା, ଆଜି ମେଲାଣି ନେବେ ମା’

ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ଆଜି ଢେଙ୍କାନାଳରେ ମା’ ଗଜଲକ୍ଷ୍ମୀଙ୍କୁ ଦିଆଯିବ ମେଲାଣି। କୋଭିଡ ଗାଇଡଲାଇନ ଅନୁସାରେ ସହରର ୩୮ଟି ପୂଜା କମିଟି ପର୍ଯ୍ୟାୟ କ୍ରମେ ନିରାଡମ୍ବର ଭାବେ ମା’ ଗଜଲକ୍ଷ୍ମୀଙ୍କ ଭସାଣ କରିବେ। ସକାଳ ୮ଟାରୁ ଦିନ ୨ଟା ମଧ୍ୟରେ ଏହି ଭସାଣି କରିବା ପାଇଁ ପ୍ରଶାସନ ଓ ମିଳିତ ବଜାର ପୂଜା କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କୌଣସି ଶୋଭାଯାତ୍ରା ନ କରାଯାଇ ଘଣ୍ଟ, ଶଙ୍ଖ ବଜାଇ ମାଆଙ୍କୁ ମେଲାଣି ଦିଆଯିବ। ଭସାଣି ପାଇଁ ଢେଙ୍କାନାଳ […]

GAJALAXMI_

GAJALAXMI_

Tapaswini Nayak
  • Published: Friday, 29 October 2021
  • Updated: 29 October 2021, 08:17 AM IST

ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ଆଜି ଢେଙ୍କାନାଳରେ ମା’ ଗଜଲକ୍ଷ୍ମୀଙ୍କୁ ଦିଆଯିବ ମେଲାଣି। କୋଭିଡ ଗାଇଡଲାଇନ ଅନୁସାରେ ସହରର ୩୮ଟି ପୂଜା କମିଟି ପର୍ଯ୍ୟାୟ କ୍ରମେ ନିରାଡମ୍ବର ଭାବେ ମା’ ଗଜଲକ୍ଷ୍ମୀଙ୍କ ଭସାଣ କରିବେ।

ସକାଳ ୮ଟାରୁ ଦିନ ୨ଟା ମଧ୍ୟରେ ଏହି ଭସାଣି କରିବା ପାଇଁ ପ୍ରଶାସନ ଓ ମିଳିତ ବଜାର ପୂଜା କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କୌଣସି ଶୋଭାଯାତ୍ରା ନ କରାଯାଇ ଘଣ୍ଟ, ଶଙ୍ଖ ବଜାଇ ମାଆଙ୍କୁ ମେଲାଣି ଦିଆଯିବ।

ଭସାଣି ପାଇଁ ଢେଙ୍କାନାଳ ସହରର ବିଭିନ୍ନ ସ୍ଥାନରେ କୃତ୍ରିମ ପୁଷ୍କରିଣୀ କରାଯାଇଛି। ଏହି ପୁଷ୍କରିଣୀରେ ପୂଜା ମଣ୍ଡପ ଗୁଡିକ ପକ୍ଷରୁ ମା’ ଗଜଲକ୍ଷ୍ମୀଙ୍କ ବିସର୍ଜନ କରାଯିବ।

ସୂଚନାଯୋଗ୍ୟ, ପ୍ରଶାସନର କଟକଣା ପାଇଁ ଗତବର୍ଷ ଭଳି ଏବର୍ଷ ମଧ୍ୟ ମା’ ଗଜଲକ୍ଷ୍ମୀଙ୍କ  ପୂଜା ସମ୍ପୂର୍ଣ୍ଣ ଫିକା ହୋଇଯାଇଥିଲା। କୋଭିଡ୍ କଟକଣା ଭିତରେ ମଣ୍ଡପରେ ବିଧି ପାଳନ କରି ମା’ଙ୍କ ପୂଜା କରାଯାଇଥିଲା। ଭିନ୍ନ ମଣ୍ଡପରେ ପରଦା ଆଢୁଆଳରେ ପୂଜା ପାଇଥିଲେ ମା’ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story