ମୟୂର ଶିକାର ବେଳେ ଗୁଳି ବାଜି ଜଣେ ଗୁରୁତର

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ରାମଗିରି ଥାନା ଅନ୍ତର୍ଗତ ବେଣରସିଂ ଗାଁର କିଛି ଲୋକ ଆଜି ଅପରାହ୍ନରେ ନିକଟସ୍ଥ ଜଙ୍ଗଲକୁ ମୟୂର ଶିକାର କରିବାକୁ ଯାଇଥିବା ବେଳେ ବନ୍ଧୁକରୁ ଗୁଳି ବାଜି ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କ ନାଁ ସରୋଜ କୁମାର ଦଳବେହେରା। ତାଙ୍କ ଦେହରେ ଦୁଇଟି ଗୁଳି ବାଜିଛି। ଆର୍‌.ଉଦୟଗିରି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୋଲିସ୍ ଅଭିଯୁକ୍ତ ପ୍ରଭାକର ପୂଜାରୀ (୬୫)ଙ୍କୁ ଗିରଫ […]

m

m

Rakesh Mallick
  • Published: Friday, 24 February 2017
  • Updated: 24 February 2017, 10:17 PM IST

Sports

Latest News

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ରାମଗିରି ଥାନା ଅନ୍ତର୍ଗତ ବେଣରସିଂ ଗାଁର କିଛି ଲୋକ ଆଜି ଅପରାହ୍ନରେ ନିକଟସ୍ଥ ଜଙ୍ଗଲକୁ ମୟୂର ଶିକାର କରିବାକୁ ଯାଇଥିବା ବେଳେ ବନ୍ଧୁକରୁ ଗୁଳି ବାଜି ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କ ନାଁ ସରୋଜ କୁମାର ଦଳବେହେରା। ତାଙ୍କ ଦେହରେ ଦୁଇଟି ଗୁଳି ବାଜିଛି। ଆର୍‌.ଉଦୟଗିରି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ପୋଲିସ୍ ଅଭିଯୁକ୍ତ ପ୍ରଭାକର ପୂଜାରୀ (୬୫)ଙ୍କୁ ଗିରଫ କରିଛି।

ଅଭିଯୁକ୍ତ ପ୍ରଭାକର ପୂଜାରୀ ସମେତ ୪ ଜଣ ଶିକାର କରିବାକୁ ଯାଇଥିଲେ। ଅନ୍ୟମାନେ ମୟୂରକୁ ଅଡ଼ାଉଥିବା ବେଳେ ପ୍ରଭାକର ଗୁଳି ଚଳାଇଥିଲେ। ତେବେ ମୟୂର ଉଡ଼ି ଯାଇଥିଲା ଓ ଗୁଳି ଯାଇ ସରୋଜଙ୍କ ଦେହରେ ବାଜି ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story