୧୦ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା ପୁଲିସ୍‌

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା କଣ୍ଟାମାଲ ଥାନା ଅନ୍ତର୍ଗତ ଲମ୍ବସରି ପଞ୍ଚାୟତ ବଲମତୁମା ଗାଁ ନିକଟସ୍ଥ ପେନାଜୁର ଜଙ୍ଗଲରେ ପ୍ରାୟ ଶହେ ଏକର ଜାଗାରେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରିଛି ପୁଲିସ୍‌। ଏ ସଂପର୍କରେ କୌଣସି ସୂତ୍ରରୁ ସୂଚନା ପାଇ କଣ୍ଟାମାଲ ପୁଲିସ୍ ସେଠାରେ ଚଢ଼ଉ କରିଥିଲା ଓ ଗଞ୍ଜେଇ ଗଛଗୁଡ଼ିକୁ ନଷ୍ଟ କରିଥିଲା। ପ୍ରାୟ ୧୦ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବା ପୁଲିସ୍ ପକ୍ଷରୁ କୁହାଯାଇଛି। ଏସ୍‌ଡିପିଓ ସାଲେଷ୍ଟାଇନ୍‌ […]

ganjam

ganjam

Jitendra Garnayak
  • Published: Wednesday, 27 November 2019
  • Updated: 27 November 2019, 07:21 PM IST

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା କଣ୍ଟାମାଲ ଥାନା ଅନ୍ତର୍ଗତ ଲମ୍ବସରି ପଞ୍ଚାୟତ ବଲମତୁମା ଗାଁ ନିକଟସ୍ଥ ପେନାଜୁର ଜଙ୍ଗଲରେ ପ୍ରାୟ ଶହେ ଏକର ଜାଗାରେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରିଛି ପୁଲିସ୍‌। ଏ ସଂପର୍କରେ କୌଣସି ସୂତ୍ରରୁ ସୂଚନା ପାଇ କଣ୍ଟାମାଲ ପୁଲିସ୍ ସେଠାରେ ଚଢ଼ଉ କରିଥିଲା ଓ ଗଞ୍ଜେଇ ଗଛଗୁଡ଼ିକୁ ନଷ୍ଟ କରିଥିଲା। ପ୍ରାୟ ୧୦ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବା ପୁଲିସ୍ ପକ୍ଷରୁ କୁହାଯାଇଛି। ଏସ୍‌ଡିପିଓ ସାଲେଷ୍ଟାଇନ୍‌ ଟିଗାଙ୍କ ନେତତ୍ୱରେ ଏକ ଟିମ୍ ଏହି ଚଢ଼ଉ କରିଥିଲା। ବୌଦ୍ଧ ଜିଲ୍ଲାରେ ଆଗକୁ ଏହିଭଳି ଭାବେ ଗଞ୍ଜେଇ ଚାଷକୁ ନଷ୍ଟ କରାଯିବ ବୋଲି ଏସ୍‌ଡିପିଓ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos