ଗରାବଡ଼ୁ ସେବାୟତଙ୍କର ହେବ କରୋନା ଟେଷ୍ଟ

ପୁରୀ (ଓଡ଼ିଶା ରିପୋର୍ଟର): ସ୍ନାନପୂର୍ଣ୍ଣିମା ପୂର୍ବରୁ ଗରାବଡୁ ସେବାୟତଙ୍କର ହେବ କରୋନା ଟେଷ୍ଟ। ମୋଟ ୧୭୨ ଗରାବଡୁ ସେବକଙ୍କ କରୋନା ଟେଷ୍ଟ କରାଯିବ। ୨୯ ଏବଂ ୩୦ ତାରିଖରେ ଏହି ଟେଷ୍ଟ କରାଯିବ। ଗରାବଡୁ ନିଯୋଗ ସଂପାଦକ ରଜତ ପ୍ରତିହାରୀ ଆଜି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପାଞ୍ଚ ତାରିଖରେ ସ୍ନାନ ପୂର୍ଣ୍ଣିମା ପଡ଼ୁଛି। ଏହା ପୂର୍ବରୁ ରିପୋର୍ଟ ମିଳିଯିବ ବୋଲି ଆଶା କରାଯାଉଛି। ଆଜି ନିଳାଦ୍ରୀ ଭକ୍ତ ନିବାସରେ ଗରାବଡୁ ସେବକଙ୍କ ସହ […]

uuuu

uuuu

Tapaswini Nayak
  • Published: Saturday, 23 May 2020
  • Updated: 23 May 2020, 02:19 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ସ୍ନାନପୂର୍ଣ୍ଣିମା ପୂର୍ବରୁ ଗରାବଡୁ ସେବାୟତଙ୍କର ହେବ କରୋନା ଟେଷ୍ଟ। ମୋଟ ୧୭୨ ଗରାବଡୁ ସେବକଙ୍କ କରୋନା ଟେଷ୍ଟ କରାଯିବ। ୨୯ ଏବଂ ୩୦ ତାରିଖରେ ଏହି ଟେଷ୍ଟ କରାଯିବ। ଗରାବଡୁ ନିଯୋଗ ସଂପାଦକ ରଜତ ପ୍ରତିହାରୀ ଆଜି ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ପାଞ୍ଚ ତାରିଖରେ ସ୍ନାନ ପୂର୍ଣ୍ଣିମା ପଡ଼ୁଛି। ଏହା ପୂର୍ବରୁ ରିପୋର୍ଟ ମିଳିଯିବ ବୋଲି ଆଶା କରାଯାଉଛି।

ଆଜି ନିଳାଦ୍ରୀ ଭକ୍ତ ନିବାସରେ ଗରାବଡୁ ସେବକଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର ବୈଠକରେ ବସିଥିଲା। ବୈଠକ ଶେଷ ହେବା ପରେ ଶ୍ରୀମନ୍ଦିର ଗରାବଡୁ ନିଯୋଗ ସଂପାଦକ ରଜତ ପ୍ରତିହାରୀ ଏହି ସୂଚନା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story