ଘଟ ପରିବର୍ତ୍ତନ ବିଭ୍ରାଟ ପ୍ରସଙ୍ଗ: ମତ ରଖିବେ ବଳଭଦ୍ର, ସୁଦର୍ଶନଙ୍କ ବାଡଗ୍ରାହୀ

ପୁରୀ: ଚତୁର୍ଦ୍ଧାମୂର୍ତ୍ତିଙ୍କ ଘଟ ପରିବର୍ତ୍ତନ ନୀତିରେ ବିଭ୍ରାଟ ପ୍ରସଙ୍ଗକୁ ନେଇ ଆଜି ମତ ରଖିବେ ବଳଭଦ୍ରଙ୍କ ବାଡଗ୍ରାହୀ ହଳଧର ଦାସ ମହାପାତ୍ର ଏବଂ ସୁଦର୍ଶନଙ୍କ ବାଡଗ୍ରାହୀ ନବକିଶୋର ପତି ମହାପାତ୍ର । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶୁକ୍ରବାର ଏଥିପାଇଁ ୪ ବାଡ଼ଗ୍ରାହୀଙ୍କ ସମେତ ୯ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଏହି ଦୁଇ ବାଡ଼ଗ୍ରାହୀଙ୍କୁ ପକ୍ଷ ରଖିବାକୁ କୁହାଯାଇଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ରଙ୍କ ନିକଟରେ ବ୍ୟକ୍ତିଗତ […]

suresh

suresh

Rakesh Mallick
  • Published: Sunday, 21 June 2015
  • Updated: 21 June 2015, 02:24 AM IST

ପୁରୀ: ଚତୁର୍ଦ୍ଧାମୂର୍ତ୍ତିଙ୍କ ଘଟ ପରିବର୍ତ୍ତନ ନୀତିରେ ବିଭ୍ରାଟ ପ୍ରସଙ୍ଗକୁ ନେଇ ଆଜି ମତ ରଖିବେ ବଳଭଦ୍ରଙ୍କ ବାଡଗ୍ରାହୀ ହଳଧର ଦାସ ମହାପାତ୍ର ଏବଂ ସୁଦର୍ଶନଙ୍କ ବାଡଗ୍ରାହୀ ନବକିଶୋର ପତି ମହାପାତ୍ର । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶୁକ୍ରବାର ଏଥିପାଇଁ ୪ ବାଡ଼ଗ୍ରାହୀଙ୍କ ସମେତ ୯ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଏହି ଦୁଇ ବାଡ଼ଗ୍ରାହୀଙ୍କୁ ପକ୍ଷ ରଖିବାକୁ କୁହାଯାଇଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ରଙ୍କ ନିକଟରେ ବ୍ୟକ୍ତିଗତ ଭାବେ ହାଜର ହୋଇ ଏମାନେ ମତ ରଖିବେ । ସେପଟେ ଏହି ପ୍ରସଙ୍ଗକୁ ନେଇ ଅନ୍ୟ ଦଇତାପତିମାନେ ମଧ୍ୟ ମତ ଦେଇପାରିବେ ବୋଲି ଶନିବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଥିଲେ । ଏଥିଲାଗି ଓପନ୍ ନୋଟିସ୍ ଜାରି ହେବ । ଯେଉଁ ଦଇତାପତି ମତ ରଖିବେ ସେମାନଙ୍କ ପରିଚୟ ଗୋପନ ରଖାଯିବ । ଯଦି କେହି ଦୋଷୀ ସାବ୍ୟସ୍ତ ହୁଅନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମହାପାତ୍ର କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story