ଘଟ ପରିବର୍ତ୍ତନ ବିଭ୍ରାଟ: ଗଜପତିଙ୍କୁ ଭେଟିଲେ ସାଧୁସନ୍ଥ

ଭୁବନେଶ୍ୱର: ଘଟ ପରିବର୍ତ୍ତନ ବିଭ୍ରାଟ ପ୍ରସଙ୍ଗରେ ବୁଧବାର ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ଭେଟିଥିଲେ ସାଧୁ ସନ୍ଥମାନେ। ଭିଏଚପିର କେନ୍ଦ୍ରୀୟ ମାର୍ଗଦର୍ଶକ ମଣ୍ଡଳୀ ସଦସ୍ୟ ଜୀବନ ମୁକ୍ତାନନ୍ଦଙ୍କ ସହ ଏହି ସାଧୁସନ୍ଥମାନେ ଗଜପତିଙ୍କ ଭୁବେଶ୍ୱରସ୍ଥିତ ବାସଭବନକୁ ଯାଇ ତାଙ୍କୁ ସାକ୍ଷାତ କରିଥିଲେ। ଗଜପତିଙ୍କ ସହିତ ସାକ୍ଷାତ ଆଲୋଚନା ପରେ ଜୀବନ ମୁକ୍ତାନନ୍ଦ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କହିଥିଲେ ଯେ ଘଟ ପରିବର୍ତ୍ତନର ବିଧିବିଧାନ ସଂପର୍କରେ ସେମାନେ ଗଜପତିଙ୍କ ଠାରୁ ଅବଗତ ହୋଇଛନ୍ତି। ବ୍ରହ୍ମ ପରିବବର୍ତ୍ତନରେ ହୋଇଥିବା […]

saniahingis

saniahingis

Rakesh Mallick
  • Published: Wednesday, 24 June 2015
  • Updated: 24 June 2015, 02:00 PM IST

Sports

Latest News

ଭୁବନେଶ୍ୱର: ଘଟ ପରିବର୍ତ୍ତନ ବିଭ୍ରାଟ ପ୍ରସଙ୍ଗରେ ବୁଧବାର ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ଭେଟିଥିଲେ ସାଧୁ ସନ୍ଥମାନେ। ଭିଏଚପିର କେନ୍ଦ୍ରୀୟ ମାର୍ଗଦର୍ଶକ ମଣ୍ଡଳୀ ସଦସ୍ୟ ଜୀବନ ମୁକ୍ତାନନ୍ଦଙ୍କ ସହ ଏହି ସାଧୁସନ୍ଥମାନେ ଗଜପତିଙ୍କ ଭୁବେଶ୍ୱରସ୍ଥିତ ବାସଭବନକୁ ଯାଇ ତାଙ୍କୁ ସାକ୍ଷାତ କରିଥିଲେ। ଗଜପତିଙ୍କ ସହିତ ସାକ୍ଷାତ ଆଲୋଚନା ପରେ ଜୀବନ ମୁକ୍ତାନନ୍ଦ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କହିଥିଲେ ଯେ ଘଟ ପରିବର୍ତ୍ତନର ବିଧିବିଧାନ ସଂପର୍କରେ ସେମାନେ ଗଜପତିଙ୍କ ଠାରୁ ଅବଗତ ହୋଇଛନ୍ତି। ବ୍ରହ୍ମ ପରିବବର୍ତ୍ତନରେ ହୋଇଥିବା ବିଭ୍ରାଟ ପାଇଁ ରାଜ୍ୟ ସରକାର ଦାୟୀ।

ସେହିପରି ଆସନ୍ତାକାଲି ଭିଏଚପି ପକ୍ଷରୁ ଦିଆଯାଇଥିବା ଜିଲ୍ଲାସ୍ତରୀୟ ଆନ୍ଦୋଳନ ଡାକରାକୁ ସମସ୍ତ ସାଧୁ ସନ୍ଥ ସମର୍ଥନ କରିବେ ବୋଲି ସେ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos