ଘେରାବୁରାଣୀ-ସାଗାସାହି ଲୁହାପଥର ଖଣି ପାଇଁ ଆବେଦନ କରିଛନ୍ତି ୭ କମ୍ପାନୀ

ଭୁବନେଶ୍ୱର: ରାଜ୍ୟରେ ଖଣି ନିଲାମୀ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛନ୍ତି ରାଜ୍ୟ ସରକାର। ପ୍ରଥମ ଖଣି ଭାବେ ବିଜ୍ଞାପ୍ତି ପ୍ରକାଶ ପାଇଥିବା ସୁନ୍ଦରଗଡର ଘେରାବୁରାଣୀ-ସାଗାସାହି ଲୁହାପଥର ଖଣିର ଆଜି ବିଡିଂ ଖୋଲାଯାଇଛି। ଏଥିପାଇଁ ୭ ଜଣ କମ୍ପାନୀ ଆବେଦନ କରିଛନ୍ତି। ଆବେଦନ କରିଥିବା କମ୍ପାନୀ ମଧ୍ୟରେ ଅଛନ୍ତି ଭୂଷଣ, ଟାଟାଷ୍ଟିଲ, ଜଏସପିଏଲ, ଏସଆର ଓ ଆରଆଇଏନ୍‌ଏଲ। ବୈଷୟିକ କମିଟି ଏସବୁ କମ୍ପାନୀର ଯୋଗ୍ୟତା ଯାଞ୍ଚ କରିବ। ଆସନ୍ତା ସୋମବାର ଇସ୍ପାତ ବିଭାଗର ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଷୟିକ […]

mines

mines

Rakesh Mallick
  • Published: Thursday, 11 February 2016
  • Updated: 11 February 2016, 04:50 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ଖଣି ନିଲାମୀ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛନ୍ତି ରାଜ୍ୟ ସରକାର। ପ୍ରଥମ ଖଣି ଭାବେ ବିଜ୍ଞାପ୍ତି ପ୍ରକାଶ ପାଇଥିବା ସୁନ୍ଦରଗଡର ଘେରାବୁରାଣୀ-ସାଗାସାହି ଲୁହାପଥର ଖଣିର ଆଜି ବିଡିଂ ଖୋଲାଯାଇଛି। ଏଥିପାଇଁ ୭ ଜଣ କମ୍ପାନୀ ଆବେଦନ କରିଛନ୍ତି। ଆବେଦନ କରିଥିବା କମ୍ପାନୀ ମଧ୍ୟରେ ଅଛନ୍ତି ଭୂଷଣ, ଟାଟାଷ୍ଟିଲ, ଜଏସପିଏଲ, ଏସଆର ଓ ଆରଆଇଏନ୍‌ଏଲ। ବୈଷୟିକ କମିଟି ଏସବୁ କମ୍ପାନୀର ଯୋଗ୍ୟତା ଯାଞ୍ଚ କରିବ। ଆସନ୍ତା ସୋମବାର ଇସ୍ପାତ ବିଭାଗର ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଷୟିକ କମିଟିର ବୈଠକ ବସିବ। ଏହାପରେ ଯୋଗ୍ୟ ଆବେଦନକାରୀଙ୍କ ନାଁ ଘୋଷଣା ହେବ। ଅନ୍ୟପକ୍ଷରେ ନୂଆପଡା ଜିଲ୍ଲାର ଗାରାମୁରା ଲାଇମ୍‌ଷ୍ଟୋନ୍ ଖଣି ନିଲାମୀ ନେଇ ବିଜ୍ଞାପ୍ତି ପ୍ରକାଶ ପାଇଥିଲେ ମଧ୍ୟ ଏଥିପାଇଁ କୌଣସି କମ୍ପାନୀ ଆବେଦନ କରିନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story