ଘୋଷଯାତ୍ରା: ଚାଲିଛି ୩ ରଥର ୬ ଓଲଟ ଶୁଆର କାମ

ପୁରୀ: ଚଳିତବର୍ଷ ଘୋଷଯାତ୍ରାରେ ଭକ୍ତଙ୍କୁ ଦେଖାଦେବେ ନୂତନ ବିଗ୍ରହ। ଏଥିପାଇଁ ନିର୍ମାଣ ଚାଲିଛି ତିନିରଥ। ଶନିବାର ଭୋଇ ସେବାୟତମାନେ ରଥର ଚାରି ନାହାକା ଉଠାଇଛନ୍ତି। ଏହି ଚାରି ନାହାକା ଉପରେ ହିଁ ରଥର ଉପରି ଅଂଶ ଛିଡ଼ା ହୋଇଥାଏ। ୧୯ ବର୍ଷ ପରେ ଏଥର ତିନି ରଥର ସମସ୍ତ ପାର୍ଶ୍ୱ ଦେବଦେବୀ, ଅଶ୍ୱ ଓ ସାରଥୀ ଆଦିଙ୍କୁ ନୂତନ ଭାବେ ତିଆରି କରାଯାଉଛି। ତିନି ରଥର ୬ଟି ଓଲଟ ଶୁଆ ତିଆରି ସରିଛି। ତାଳଧ୍ୱଜର ସାରଥୀ ମାତଳୀ, […]

Ratha

Ratha

Rakesh Mallick
  • Published: Sunday, 07 June 2015
  • Updated: 07 June 2015, 05:28 AM IST

ପୁରୀ: ଚଳିତବର୍ଷ ଘୋଷଯାତ୍ରାରେ ଭକ୍ତଙ୍କୁ ଦେଖାଦେବେ ନୂତନ ବିଗ୍ରହ। ଏଥିପାଇଁ ନିର୍ମାଣ ଚାଲିଛି ତିନିରଥ। ଶନିବାର ଭୋଇ ସେବାୟତମାନେ ରଥର ଚାରି ନାହାକା ଉଠାଇଛନ୍ତି। ଏହି ଚାରି ନାହାକା ଉପରେ ହିଁ ରଥର ଉପରି ଅଂଶ ଛିଡ଼ା ହୋଇଥାଏ। ୧୯ ବର୍ଷ ପରେ ଏଥର ତିନି ରଥର ସମସ୍ତ ପାର୍ଶ୍ୱ ଦେବଦେବୀ, ଅଶ୍ୱ ଓ ସାରଥୀ ଆଦିଙ୍କୁ ନୂତନ ଭାବେ ତିଆରି କରାଯାଉଛି। ତିନି ରଥର ୬ଟି ଓଲଟ ଶୁଆ ତିଆରି ସରିଛି। ତାଳଧ୍ୱଜର ସାରଥୀ ମାତଳୀ, ଦେବଦଳନ ରଥର ସାରଥୀ ଅଜୁର୍ନ ଓ ନନ୍ଦିଘୋଷ ରଥର ସାରଥୀ ଦାରୁକଙ୍କ ସହ ୧୨ଟି ଅଶ୍ୱର ନିର୍ମାଣ କାର୍ଯ୍ୟ ଚାଲିଛି।

ଏପଟେ ଶ୍ରୀଜିୟୁଙ୍କ ନବକଳେବର ଲାଗି ଶ୍ରୀମନ୍ଦିର କୋଇଲି ବୈକୁଣ୍ଠ କୁଟୀରରେ ଗୁପ୍ତ ଭାବେ ନିର୍ମାଣ ଚାଲିଛି ଶ୍ରୀବିଗ୍ରହଙ୍କ ମୂର୍ତ୍ତି । କୋଇଲି ବୈକୁଣ୍ଠରେ ଦଇତାପତିମାନେ ମାପଚୁପ ତଥା ସୂତାମାପ ଦେବାପରେ ବିଶ୍ୱକର୍ମାମାନେ ଶ୍ରୀବିଗ୍ରହଙ୍କ ନିର୍ମାଣ କାର୍ଯ୍ୟ ଗୁପ୍ତ ଭାବେ ଚାଲୁ ରଖିଛନ୍ତି। ପାତାଳି ନୃସିଂହ ମନ୍ତ୍ରରେ ଯଜ୍ଞରେ ଆହୁତି ପ୍ରଦାନ କରାଯାଉଛି। ନବକଳେବର ପାଇଁ କୋଇଲି ବୈକୁଣ୍ଠରେ ଚାଲିଛି ଅନ୍ତଃ ବନଯାଗ ପ୍ରକ୍ରିୟା। ସେପଟେ ଦାରୁବିଗ୍ରହଙ୍କ ଉପରେ ଯେଭଳି କିଛି କୁପ୍ରଭାବ ନ ପଡିବ ସେ ନେଇ ଶ୍ରୀମନ୍ଦିର ଅଧିଷ୍ଠାତ୍ରୀ ଦେବୀ ମା’ ବିମଳାଙ୍କ ପୀଠରେ ଚଣ୍ଡିପାଠ କରାଯାଇଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଅବସ୍ଥିତ ଶୈବପୀଠ ଓ ଶକ୍ତିପୀଠମାନଙ୍କରେ ମଧ୍ୟ ଚଣ୍ଡୀପାଠ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story