ବାଇକ୍‌ ଧକ୍କାରେ ଯୁବତୀ ମୃତ, ୨ ଗୁରୁତରଙ୍କୁ ଚିକିତ୍ସା ନିମନ୍ତେ ଛାଡ଼ିଲେନି ଉତ୍ତ୍ୟକ୍ତ ଲୋକେ

ଉଦଳା (ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା ଉଦଳାରେ ଗତକାଲି ବାଇକ୍‌ ଧକ୍କାରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ଗତକାଲି ସନ୍ଧ୍ୟାରେ ମଧୁପୁର ଛକରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ଦୁଇ ଜଣ ବାଇକ୍‌ ଆରୋହୀ ମଧ୍ୟ ଗୁରୁତର ହୋଇପଡ଼ିଥିଲେ। କିନ୍ତୁ ଉତ୍ତ୍ୟକ୍ତ ଲୋକେ ଚିକିତ୍ସା ନିମନ୍ତେ ସେମାନଙ୍କୁ ମେଡିକାଲକୁ ଯିବାକୁ ନ ଦେବାରୁ ଉତ୍ତେଜନା ଦେଖାଦେଇଥିଲା। ଯୁବତୀ ଜଣଙ୍କ ନିକଟସ୍ଥ ଅଞ୍ଚଳର ହୋଇଥିବା ବେଳେ ସେ ସାଇକେଲରେ ମଧୁପୁର ଯାଉଥିଲେ। ତେବେ ମଧୁପୁର ଛକରେ ତାଙ୍କୁ […]

ambulance-1-1

ambulance-1-1

Niharika Rout
  • Published: Monday, 09 March 2020
  • Updated: 09 March 2020, 09:12 AM IST

Sports

Latest News

ଉଦଳା (ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା ଉଦଳାରେ ଗତକାଲି ବାଇକ୍‌ ଧକ୍କାରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ଗତକାଲି ସନ୍ଧ୍ୟାରେ ମଧୁପୁର ଛକରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ଦୁଇ ଜଣ ବାଇକ୍‌ ଆରୋହୀ ମଧ୍ୟ ଗୁରୁତର ହୋଇପଡ଼ିଥିଲେ। କିନ୍ତୁ ଉତ୍ତ୍ୟକ୍ତ ଲୋକେ ଚିକିତ୍ସା ନିମନ୍ତେ ସେମାନଙ୍କୁ ମେଡିକାଲକୁ ଯିବାକୁ ନ ଦେବାରୁ ଉତ୍ତେଜନା ଦେଖାଦେଇଥିଲା।

ଯୁବତୀ ଜଣଙ୍କ ନିକଟସ୍ଥ ଅଞ୍ଚଳର ହୋଇଥିବା ବେଳେ ସେ ସାଇକେଲରେ ମଧୁପୁର ଯାଉଥିଲେ। ତେବେ ମଧୁପୁର ଛକରେ ତାଙ୍କୁ ଦ୍ରୁତ ଗତିରେ ଆସୁଥିବା ଉକ୍ତ ବାଇକ୍ ପଛରୁ ପିଟି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ଏହାପରେ ସଙ୍ଗେସଙ୍ଗେ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ଦୁଇ ବାଇକ୍ ଆରୋହୀଙ୍କୁ ଆମ୍ବୁଲାନ୍ସ ଯୋଗେ ଉଦଳା ମେଡିକାଲ ନିଆଯାଇଥିଲା। ମାତ୍ର ମୃତ ଯୁବତୀଙ୍କ ପରିବାର ଲୋକଙ୍କ ସହିତ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଆମ୍ବୁଲାନ୍ସରୁ ଗୁରୁତର ଯୁବକଙ୍କୁ ମେଡିକାଲ ଭିତରକୁ ଛାଡ଼ି ନ ଥିଲେ। ପୁଲିସ୍‌ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ରାଜି ହୋଇ ନ ଥିଲେ। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା।  ପ୍ରାୟ ୩ ଘଣ୍ଟା ପରେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ସେମାନଙ୍କୁ ବାରିପଦା ଅଣାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story