ଗୋଡ୍ଡା ଉପ ନିର୍ବାଚନ ଲାଗି ପ୍ରାର୍ଥୀ ପତ୍ର ଦାଖଲ କଲେ ମାରିକ୍

ଭୁବନେଶ୍ୱର: ଝାଡ଼ଖଣ୍ଡ ଗୋଡ୍ଡା ବିଧାନସଭା ଉପ ନିର୍ବାଚନ ଲାଗି  ଓଡ଼ିଶାର ପୂର୍ବତନ ପୋଲିସ୍ ଡିଜି ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ପ୍ରାର୍ଥୀ ସଞ୍ଜୀବ ମାରିକ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ  ନାମାଙ୍କନ ପତ୍ର ଦାଖଲ କରି ବିଧିବଦ୍ଧ ଭାବେ ନିର୍ବାଚନୀ  ମଇଦାନକୁ  ଓହ୍ଲାଇଛନ୍ତି । ପ୍ରାର୍ଥୀ ପତ୍ର  ଦାଖଲ ସମୟରେ  ତାଙ୍କ  ସହ ଝାଡ଼ଖଣ୍ଡର ପୂର୍ବତନ ମନ୍ତ୍ରୀ  ଷ୍ଟିଫାନ୍‌ ମାରାଣ୍ଡି ଓ ହାଜି  ହୁସେନ ଉପସ୍ଥିତ ଥିଲେ। ପରେ […]

p

p

Rakesh Mallick
  • Published: Friday, 29 April 2016
  • Updated: 30 April 2016, 04:39 AM IST

Sports

Latest News

ଭୁବନେଶ୍ୱର: ଝାଡ଼ଖଣ୍ଡ ଗୋଡ୍ଡା ବିଧାନସଭା ଉପ ନିର୍ବାଚନ ଲାଗି  ଓଡ଼ିଶାର ପୂର୍ବତନ ପୋଲିସ୍ ଡିଜି ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ପ୍ରାର୍ଥୀ ସଞ୍ଜୀବ ମାରିକ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ  ନାମାଙ୍କନ ପତ୍ର ଦାଖଲ କରି ବିଧିବଦ୍ଧ ଭାବେ ନିର୍ବାଚନୀ  ମଇଦାନକୁ  ଓହ୍ଲାଇଛନ୍ତି । ପ୍ରାର୍ଥୀ ପତ୍ର  ଦାଖଲ ସମୟରେ  ତାଙ୍କ  ସହ ଝାଡ଼ଖଣ୍ଡର ପୂର୍ବତନ ମନ୍ତ୍ରୀ  ଷ୍ଟିଫାନ୍‌ ମାରାଣ୍ଡି ଓ ହାଜି  ହୁସେନ ଉପସ୍ଥିତ ଥିଲେ। ପରେ ସେ ଗୋଡ୍ଡା ମେଲା ମୈଦାନରେ  ଆୟୋଜିତ ସଭାରେ ମାରିକ ଉଦବୋଧନ ଦେଇ ଝାଡ଼ଖଣ୍ଡର ବିଜେପି ସରକାରଙ୍କୁ  ସମାଲୋଚନା କରିଥିଲେ। ଗୋଡ୍ଡା ନିର୍ବାଚନ ମଣ୍ଡଳୀର ଉନ୍ନତି ଲାଗି  ତାଙ୍କୁ ଜିତାଇବା ଲାଗି ସେ ଲୋକଙ୍କୁ ଅନୁରୋଧ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story