ମହିଳାଙ୍କ ବେକରୁ ସୁନା ଚେନ୍‌ ଝାମ୍ଫି ନେଲେ ଲୁଟେରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରଜ ସପିଂ କରି ଫେରୁଥିବା ବେଳେ ଜଣେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ଦୁଇ ଲୁଟେରା। ଆଜି ଦିନ ଦି’ପହରରେ ଏପରି ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଛି। ଅଭିଯୋଗ ଅନୁସାରେ ମହିଳା ଜଣକ କୌଣସି କାମରେ କଳ୍ପନା ଯାଇଥିଲେ। ସେଠାରୁ ଫେରି ୟୁନିଟ୍‌-୨ ମାର୍କେଟ ବିଲ୍‌ଡିଂ ଯାଇଥିଲେ। କାମ ସାରି ଚାଲି ଚାଲି ଘରକୁ ଫେରୁଥିବା ବେଳେ ପୁରୁଣା ବସ୍‌ଷ୍ଟାଣ୍ଡ ଶୌଚାଳନୟ ପାର୍ଶ୍ୱରେ ଦୁଇ ଜଣ ଯୁବକ ଏକ ବାଇକ୍‌ରେ ଆସି […]

loot-in

loot-in

Manoranjan Sial
  • Published: Wednesday, 03 June 2020
  • Updated: 03 June 2020, 10:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରଜ ସପିଂ କରି ଫେରୁଥିବା ବେଳେ ଜଣେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ଦୁଇ ଲୁଟେରା। ଆଜି ଦିନ ଦି’ପହରରେ ଏପରି ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଛି।

ଅଭିଯୋଗ ଅନୁସାରେ ମହିଳା ଜଣକ କୌଣସି କାମରେ କଳ୍ପନା ଯାଇଥିଲେ। ସେଠାରୁ ଫେରି ୟୁନିଟ୍‌-୨ ମାର୍କେଟ ବିଲ୍‌ଡିଂ ଯାଇଥିଲେ। କାମ ସାରି ଚାଲି ଚାଲି ଘରକୁ ଫେରୁଥିବା ବେଳେ ପୁରୁଣା ବସ୍‌ଷ୍ଟାଣ୍ଡ ଶୌଚାଳନୟ ପାର୍ଶ୍ୱରେ ଦୁଇ ଜଣ ଯୁବକ ଏକ ବାଇକ୍‌ରେ ଆସି ମହିଳାଙ୍କ ବେକରୁ ସୁନା ଚେନ୍‌ ଝାମ୍ପି ନେଇ ଚାଲିଗଲେ। ମହିଳା ଜଣକ ତଳେ ପଡ଼ି ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଲୁଟେରାମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ଲୁଟେରାମାନେ ସେଠାରୁ ଚମ୍ପଟ ମାରିଥିଲେ। ଏନେଇ ମହିଳା ଜଣକ କ୍ୟାପିଟାଲ୍‌ ଥାନାରେ ଅଭିଯୋଗ ହେବା ପରେ କମିଶନରେଟ୍‌ ପୁଲିସ ଖୋଳତାଡ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story