ବଗି ଛାଡ଼ି ପଳାଇଗଲା ମାଲ୍‌ବାହୀ ଟ୍ରେନ୍‌

କୁଚିଣ୍ଡା (ଦେବେନ୍ଦ୍ର ବେହେରା): ବଗି ଛାଡ଼ି ଚାଲିଗଲା ମାଲ୍‌ବାହୀ ଟ୍ରେନ୍‌। ବ୍ରଜରାଜନଗରରୁ ପଶ୍ଚିମବଙ୍ଗର କୋଲାଘାଟ ଯାଉଥିବା ମାଲ୍‌ବାହୀ ଟ୍ରେନ୍‌ ଧାରୁଆଡିହି-ବାମରା ଷ୍ଟେସନର କୁଅଁରମାଲ ନିକଟରେ ୫ଟି ବଗି ଛାଡ଼ି ଚାଲିଯାଇଥିଲା। କିଛି ଦୂର ଯିବା ପରେ ଜାଣିପାରିଥିଲେ ଟ୍ରେନର ଡ୍ରାଇଭର ଜାଣିବାକୁ ପାଇଥିଲେ। ପରେ ପଛକୁ ଫେରି ପୁଣି ୫ଟି ବଗିକୁ ସଂଯୋଗ କରି ଆଗକୁ ବଢ଼ିଥିଲା ଟ୍ରେନ। ମାତ୍ର ଏଥିରେ କେହି ମୃତାହତ ହୋଇନାହାନ୍ତି।

goods-train-left-bogies

goods-train-left-bogies

Manoranjan Sial
  • Published: Monday, 20 May 2019
  • Updated: 20 May 2019, 05:50 PM IST

Sports

Latest News

କୁଚିଣ୍ଡା (ଦେବେନ୍ଦ୍ର ବେହେରା): ବଗି ଛାଡ଼ି ଚାଲିଗଲା ମାଲ୍‌ବାହୀ ଟ୍ରେନ୍‌। ବ୍ରଜରାଜନଗରରୁ ପଶ୍ଚିମବଙ୍ଗର କୋଲାଘାଟ ଯାଉଥିବା ମାଲ୍‌ବାହୀ ଟ୍ରେନ୍‌ ଧାରୁଆଡିହି-ବାମରା ଷ୍ଟେସନର କୁଅଁରମାଲ ନିକଟରେ ୫ଟି ବଗି ଛାଡ଼ି ଚାଲିଯାଇଥିଲା। କିଛି ଦୂର ଯିବା ପରେ ଜାଣିପାରିଥିଲେ ଟ୍ରେନର ଡ୍ରାଇଭର ଜାଣିବାକୁ ପାଇଥିଲେ। ପରେ ପଛକୁ ଫେରି ପୁଣି ୫ଟି ବଗିକୁ ସଂଯୋଗ କରି ଆଗକୁ ବଢ଼ିଥିଲା ଟ୍ରେନ।

ମାତ୍ର ଏଥିରେ କେହି ମୃତାହତ ହୋଇନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos