ରାଜ୍ୟପାଳ ଅସୁସ୍ଥ ହେବା ଘଟଣା: ସୋସିଆଲ ମିଡିଆରେ ଆସିଲା ସ୍ପଷ୍ଟୀକରଣ ଭିଡିଓ

ଭୁବନେଶ୍ୱର: ରାଜ୍ୟପାଳ ଏସ୍.ସି. ଜମିର ଅସୁସ୍ଥ ହେବା ଘଟଣାରେ ଭିନ୍ନ ମୋଡ଼। ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଏକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହୋଇଛି। ଯେଉଁ ଭିଡିଓରେ  ସ୍ପଷ୍ଟୀକରଣ ଦିଆଯାଇଛି। ଏଥିରେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ରାଜ୍ୟପାଳ ଏସ.ସି. ଜମିର ନିଜେ କହୁଥିବା ଦେଖାଯାଇଛି।  ମିଡିଆରେ ପ୍ରଚାର ହୋଇଥିବା ଖବର ଦୁର୍ଭାଗ୍ୟଜନକ, ମୁଁ ଅସୁସ୍ଥ ନାହିଁ ବରଂ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଓ ସଠିକ୍ ଅଛି ବୋଲି ରାଜ୍ୟପାଳ କହୁଛନ୍ତି। ସେହିପରି ମିଡିଆରେ ହାର୍ଟ ଆଟାକ୍‌ ଖବର […]

Rakesh Mallick
  • Published: Friday, 20 October 2017
  • Updated: 20 October 2017, 11:32 AM IST

Sports

Latest News

ଭୁବନେଶ୍ୱର: ରାଜ୍ୟପାଳ ଏସ୍.ସି. ଜମିର ଅସୁସ୍ଥ ହେବା ଘଟଣାରେ ଭିନ୍ନ ମୋଡ଼। ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଏକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହୋଇଛି। ଯେଉଁ ଭିଡିଓରେ  ସ୍ପଷ୍ଟୀକରଣ ଦିଆଯାଇଛି। ଏଥିରେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ରାଜ୍ୟପାଳ ଏସ.ସି. ଜମିର ନିଜେ କହୁଥିବା ଦେଖାଯାଇଛି।  ମିଡିଆରେ ପ୍ରଚାର ହୋଇଥିବା ଖବର ଦୁର୍ଭାଗ୍ୟଜନକ, ମୁଁ ଅସୁସ୍ଥ ନାହିଁ ବରଂ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଓ ସଠିକ୍ ଅଛି ବୋଲି ରାଜ୍ୟପାଳ କହୁଛନ୍ତି। ସେହିପରି ମିଡିଆରେ ହାର୍ଟ ଆଟାକ୍‌ ଖବର ଏକ ଅପପ୍ରଚାର ବୋଲି ସେ କହୁଛନ୍ତି।  ଏହାକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ରାଜଭବନ ପକ୍ଷରୁ କୌଣସି ସୂଚନା ମିଳିପାରିନି।

ସେହିପରି ସୋସିଆଲ ମିଡିଆରେ ରାଜ୍ୟପାଳ ଡକ୍ଟର ଏସ୍.ସି. ଜମିର ଅସୁସ୍ଥ ଖବରକୁ ଖଣ୍ଡନ କରିଛି  "ଉଇ ଦ ନାଗାସ"।  ରାଜ୍ୟପାଳଙ୍କ ଅସୁସ୍ଥ ଖବର ଗୁଜବ ବୋଲି ଟ୍ୱିଟ୍ କରାଯାଇଛି। ପୂର୍ବତନ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ଓଡ଼ିଶା ରାଜ୍ୟପାଳ ଏସ.ସି. ଜମିର ନର୍ମାଲ ଚେକ୍ଅପ ପାଇଁ ଆପୋଲୋ ହସ୍ପିଟାଲରେ ଯାଇଥିବା ନେଇ ଏଥିରେ ଦର୍ଶାଯାଇଛି । ଗତକାଲି ରାଜ୍ୟପାଳ ଡକ୍ଟର ଏସ୍.ସି. ଜମିର ଅସୁସ୍ଥ ଥିବା ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇଥିଲା।  ତାଙ୍କୁ ଗତକାଲି ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଏପରିକି ସେ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା ସମ୍ପର୍କରେ  ଆପୋଲୋର ହୃଦରୋଗ ବିଭାଗ ମୁଖ୍ୟ ପି.କେ. ସାହୁ  ଏହି ସୂଚନା ଦେଇଥିଲେ।  ସେହିପରି ଅବଜରଭେସନରେ ରଖାଯାଇଥିବା ହୃଦରୋଗ ବିଭାଗ ମୁଖ୍ୟ ଡଃ ପି.କେ.ସାହୁ  ସୂଚନା ଦେଇଥିଲେ।  ଏହି ଖବର ଆସିବା ପରେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆପୋଲୋ ହସ୍ପିଟାଲ ଯାଇ ରାଜ୍ୟପାଳଙ୍କୁ ଭେଟିଥିଲେ ଏବଂ ତାଙ୍କ ଆସୁ ଆରୋଗ୍ୟ କାମନା କରିଥିଲେ। ଏବେ ବି ରାଜ୍ୟପାଳ  ହସପିଟାଲରେ ଅଛନ୍ତି।   ତେବେ ହଠାତ୍ ଆଜି ଘଟଣାର ମୋଡ଼ ବଦଳି ଯିବା ବିଭିନ୍ନ ମହଲରେ ଚର୍ଚ୍ଚାର ଖୋରାକ ଯୋଗାଇଛି। ନିଜେ ରାଜ୍ୟପାଳ ହସପିଟାଲରେ ଥିବା ବେଳେ ଆଜିର ସ୍ପଷ୍ଟୀକରଣ ଭିଡିଓ ଆସିବା ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଅନ୍ୟପକ୍ଷରେ ରାଜ୍ୟପାଳ ସୁସ୍ଥ ଥିବା ରାଜଭବନ କିମ୍ବା ନିଜ ତରଫରୁ କୌଣସି ତଥ୍ୟ ଜାରି କରାଯାଇ ନାହିଁ। ଏ ସମ୍ପୂର୍ଣ୍ଣ ଘଟଣାକୁ ନେଇ ଏକ ଗୁଳୁମାଳିଆ ପରିସ୍ଥିତି ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story