ଓଡ଼ିଶାର ୧୦ ଖଣି ଉପରେ ୫୦ କମ୍ପାନୀର ନଜର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୧୦ଟି ଖଣି ନିଲାମ ପାଇଁ ରାଜ୍ୟ ସରକାର ନିଲାମ ପ୍ରକ୍ରିୟା ପାଇଁ ବିଜ୍ଞପ୍ତି ଜାରି କରିଥିବାବେଳେ ୫୦ରୁ ଅଧିକ କମ୍ପାନୀ ଏହି ଖଣିକୁ ହାସଲ ନିମନ୍ତେ ଆଗ୍ରହ ବ୍ୟକ୍ତ କରିଛନ୍ତି। ରାଜ୍ୟ ଖଣି ଓ ଇସ୍ପାତ ବିଭାଗର ସୂଚନା ଅନୁସାରେ, ଏସବୁ ଖଣିର ନିଲାମ ପ୍ରକ୍ରିୟା ନିମନ୍ତେ ପ୍ରି-ବିଡ୍ କନଫରେନ୍ସ( ନିଲାମୀ-ପୂର୍ବ ସମ୍ମିଳନୀ) ଆୟୋଜନ ହୋଇଥିଲା। ଯେଉଁଥିରେ ଟାଟା ଷ୍ଟିଲ୍, ଆର୍ସେଲର ମିତ୍ତଲ, ଜେଏସଡବ୍ଲ୍ୟୁ, ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଭଳି ଦେଶର […]

40-mines-to-be-auctioned-in-odisha-says-minister

Manoranjan Sial
  • Published: Wednesday, 06 November 2019
  • Updated: 06 November 2019, 09:12 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୧୦ଟି ଖଣି ନିଲାମ ପାଇଁ ରାଜ୍ୟ ସରକାର ନିଲାମ ପ୍ରକ୍ରିୟା ପାଇଁ ବିଜ୍ଞପ୍ତି ଜାରି କରିଥିବାବେଳେ ୫୦ରୁ ଅଧିକ କମ୍ପାନୀ ଏହି ଖଣିକୁ ହାସଲ ନିମନ୍ତେ ଆଗ୍ରହ ବ୍ୟକ୍ତ କରିଛନ୍ତି।

ରାଜ୍ୟ ଖଣି ଓ ଇସ୍ପାତ ବିଭାଗର ସୂଚନା ଅନୁସାରେ, ଏସବୁ ଖଣିର ନିଲାମ ପ୍ରକ୍ରିୟା ନିମନ୍ତେ ପ୍ରି-ବିଡ୍ କନଫରେନ୍ସ( ନିଲାମୀ-ପୂର୍ବ ସମ୍ମିଳନୀ) ଆୟୋଜନ ହୋଇଥିଲା। ଯେଉଁଥିରେ ଟାଟା ଷ୍ଟିଲ୍, ଆର୍ସେଲର ମିତ୍ତଲ, ଜେଏସଡବ୍ଲ୍ୟୁ, ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଭଳି ଦେଶର ପ୍ରମୁଖ ଇସ୍ପାତ କମ୍ପାନୀ ସମେତ ଓଡ଼ିଶା ଓ ଗୋଆରେ ଥିବା ଅଗ୍ରଣୀ ଖଣି କମ୍ପାନୀଗୁଡ଼ିକ ସାମିଲ ହୋଇଥିଲେ। ଉକ୍ତ ୧୦ଟି ଖଣିର ଇଲେକ୍ଟ୍ରୋନିକ ନିଲାମୀବେଳେ ଏସବୁ କମ୍ପାନୀଗୁଡ଼ିକ ସେଥିରେ ସାମିଲ ହେବେ ବୋଲି ରାଜ୍ୟ ସରକାର ଆଶାବାଦୀ ଅଛନ୍ତି।

ଗତମାସରେ ରାଜ୍ୟ ଖଣି ନିର୍ଦ୍ଦେଶାଳୟ ୧୦ଟି ଲୁହାପଥର ଓ ମାଙ୍ଗାନିଜ ଖଣି ନିଲାମ ପାଇଁ ବିଜ୍ଞପ୍ତି ଜାରି କରିଥିଲା। ଏହି ଖଣିଗୁଡ଼ିକର ଲିଜ୍ ଅବଧି ୨୦୨୦ ମାର୍ଚ୍ଚ ପହିଲାରେ ସମାପ୍ତ ହେଉଛି। ଏସବୁ ଖଣିଗୁଡ଼ିକ ଏବେ ଅଣକ୍ୟାପଟିଭ୍ ଖଣି ବ୍ୟବସାୟୀଙ୍କ ଦଖଲରେ ରହିଛି। ଏହି ଖଣି ମଧ୍ୟରୁ ୩ଟି ଖଣିକୁ ପ୍ଲାଣ୍ଟ୍ ନିମନ୍ତେ ସଂରକ୍ଷିତ ରଖାଯାଇଥିବାବେଳେ ବାକିଗୁଡ଼ିକୁ ଖଣି ବ୍ୟବସାୟୀଙ୍କ ନିମନ୍ତେ ଉନ୍ମୁକ୍ତ ରଖାଯାଇଛି। ଏସବୁ ଖଣି ନିଲାମ ପାଇଁ ବିଡ୍ ପୈଠ କରିବାର ଶେଷ ତାରିଖ ନଭେମ୍ବର ୧୮ତାରିଖ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story