ବଦଳିଲା ନିୟମ, ହେଲେ ବଦଳିଲାନି ମାନସିକତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଶାସନକୁ ଅଧିକ ଦକ୍ଷ, କାର୍ଯ୍ୟକୁଶଳ ଓ ଲୋକାଭିମୁଖି କରିବା ଲକ୍ଷ୍ୟ ନେଇ କର୍ମଚାରୀଙ୍କ ପାଇଁ ପରିବର୍ତ୍ତିତ ଅଫିସ ଟାଇମ୍‌ ଧାର୍ଯ୍ୟ କରିଥିଲେ ସରକାର। ୧୦ଟାରୁ ସାଢ଼େ ୫ଟା ଯାଏଁ ଧାର୍ଯ୍ୟ ହୋଇଥିଲା ଅଫିସ ଟାଇମ୍‌। ଏହି ନିୟମ କାର୍ଯ୍ୟକାରୀ ହେବାକୁ ପ୍ରାୟ ୨ ମାସ ବିତିଗଲାଣି। ହେଲେ ଆଜି ପର୍ଯ୍ୟନ୍ତ କାର୍ଯ୍ୟ ପାଳନ କରୁନାହାନ୍ତି କର୍ମଚାରୀ। ସରକାରଙ୍କ ନାକ ତଳେ ଚାଲିଛି ଖୋଲାଖୋଲି ଉଲ୍ଲଂଘନ। ଠିକ୍‌ ସମୟରେ କୌଣସି ଅଧିକାରୀ ଆସୁ ନାହାନ୍ତି। ଯାହା […]

govt-employees-are-not-coming-to-office-in-right-time

Manoranjan Sial
  • Published: Friday, 30 August 2019
  • Updated: 30 August 2019, 09:44 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଶାସନକୁ ଅଧିକ ଦକ୍ଷ, କାର୍ଯ୍ୟକୁଶଳ ଓ ଲୋକାଭିମୁଖି କରିବା ଲକ୍ଷ୍ୟ ନେଇ କର୍ମଚାରୀଙ୍କ ପାଇଁ ପରିବର୍ତ୍ତିତ ଅଫିସ ଟାଇମ୍‌ ଧାର୍ଯ୍ୟ କରିଥିଲେ ସରକାର। ୧୦ଟାରୁ ସାଢ଼େ ୫ଟା ଯାଏଁ ଧାର୍ଯ୍ୟ ହୋଇଥିଲା ଅଫିସ ଟାଇମ୍‌। ଏହି ନିୟମ କାର୍ଯ୍ୟକାରୀ ହେବାକୁ ପ୍ରାୟ ୨ ମାସ ବିତିଗଲାଣି। ହେଲେ ଆଜି ପର୍ଯ୍ୟନ୍ତ କାର୍ଯ୍ୟ ପାଳନ କରୁନାହାନ୍ତି କର୍ମଚାରୀ। ସରକାରଙ୍କ ନାକ ତଳେ ଚାଲିଛି ଖୋଲାଖୋଲି ଉଲ୍ଲଂଘନ। ଠିକ୍‌ ସମୟରେ କୌଣସି ଅଧିକାରୀ ଆସୁ ନାହାନ୍ତି। ଯାହା ଆଜି ଓଟିଭି କ୍ୟାମେରାରେ କଏଦ ହୋଇଛି।

ଦିନ ୧୦. ୨୦ ମିନିଟ୍‌ ହେଲାଣି। ହେଲେ ଭୁବନେଶ୍ୱର ୯ ତାଲା ସ୍ଥିତ ମେଡିକାଲ ଏଜୁକେସନ ଓ ଟ୍ରେନିଂ ନିର୍ଦ୍ଦେଶାଳୟରେ କେବଳ ଜଣେ କର୍ମଚାରୀଙ୍କୁ ଛାଡ଼ିଦେଲେ ପୂରା ବିଭାଗ ଶୁନଶାନ ରହିଛି। ଅନୁରୂପ ଦୃଶ୍ୟ ଜନସ୍ୱାସ୍ଥ୍ୟ ବିଭାଗରେ। ୧୦ଟା ୨୫ ପରେ ମଧ୍ୟ ଏଠି ଅଧିକାଂଶ ଅଧିକାରୀଙ୍କ ଅପେକ୍ଷାରେ ଥିଲେ ଚେୟାର ଓ ଟେବୁଲ। ୯ ତାଲାରେ କାର୍ଯ୍ୟ କରୁଥିବା ପ୍ରାୟ ୨୦ଟି ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟର ଯେଉଁ ଆଡ଼କୁ ଗଲେ ବି କେବଳ କାଁ ଭାଁ ଜଣେ ଅଧେଙ୍କୁ ଛାଡ଼ିଦେଲେ ସବୁଠି ଥିଲା ଖାଁ ଖାଁ ପରିବେଶ।

କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ଓ ସରକାରୀ ସେବାକୁ ଲୋକାଭିମୁଖୀ ଏବଂ ପ୍ରଶାସନିକ ବ୍ୟବସ୍ଥାରେ ସଂସ୍କାର ଲାଗି ପଞ୍ଚମ ପାଳିରେ କ୍ଷମତାକୁ ଆସିଥିବା ନବୀନ ପଟ୍ଟନାୟକଙ୍କ ସରକାର ଗତ ଜୁନ୍ ୨୨ ତାରିଖରେ ଜାରି କରିଥିଲେ ନୂଆ ନିର୍ଦ୍ଦେଶନାମା। ଏହି ନିୟମ ଅନୁସାରେ ଅଫିସ ଟାଇମକୁ ୧୦ଟାରୁ ସାଢ଼େ ୫ଟା ଧାର୍ଯ୍ୟ କରାଯାଇଥିଲା। ହେଲେ ଏବେ ସ୍ଥିତି ଯଥା ପୂର୍ବଂ ତଥା ପରଂ।

ଏପଟେ ସରକାରଙ୍କ ନାକତଳେ ସରକାରୀ ନିୟମର ରୀତିମତ ଉଲ୍ଲଂଘନ ହେଉଥିବା ଜଣାପଡ଼ିବା ପରେ ସମବାୟ ବିଭାଗ ପକ୍ଷରୁ କର୍ମଚାରୀଙ୍କ ପାଇଁ ଜାରି ହୋଇଥିଲା ବିଭାଗୀୟ ନିର୍ଦ୍ଦେଶନାମା। ଏଣିକି ନିୟମ କଡ଼ାକଡ଼ି ହେବା ସହ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଲାଗି ଚେତାବନୀ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story