୨ ସରକାରୀ ଅଧିକାରୀଙ୍କୁ ମାଡ଼ ଘଟଣା, ଆଜିଠୁ କଳାବ୍ୟାଜ ପିନ୍ଧିବେ କର୍ମଚାରୀ

ବାରିପଦା( ମାଣିକ ଲାଲ ପାଣି ): ମୟୂରଭଞ ଜିଲ୍ଲାରେ ୨ ସରକାରୀ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ମାଡ଼ ଘଟଣାରେ ତୀବ୍ର ହେବାରେ ଲାଗିଛି ରାଜନୀତି। ଏହି ଘଟଣାରେ ଉଭୟ ବିଜେପି- ବିଜେଡି ମୁହାଁମୁହିଁ ହୋଇଥିବା ବେଳେ ସରକାରୀ ଅଧିକାରୀ ବି ଆନ୍ଦୋଳନ ମୁହାଁ ହୋଇଛନ୍ତି। ସରକାରୀ ଅଧିକାରୀଙ୍କୁ ମାଡ଼ ପ୍ରତିବାଦରେ ଆଜିଠୁ ୩ ଦିନ ପାଇଁ ଜିଲ୍ଲାର ସରକାରୀ କର୍ମଚାରୀ କଳା ବ୍ୟାଜ୍ ପିନ୍ଧିବେ ବୋଲି ସୂଚନା ଦେଇଛନ୍ତି ମୟୂରଭଞ୍ଜ ଏଡିଏମ୍ ରୁଦ୍ର ନାରାୟଣ ମହାନ୍ତି […]

attack

attack

Niharika Rout
  • Published: Monday, 24 January 2022
  • Updated: 24 January 2022, 05:40 PM IST

Sports

Latest News

ବାରିପଦା( ମାଣିକ ଲାଲ ପାଣି ): ମୟୂରଭଞ ଜିଲ୍ଲାରେ ୨ ସରକାରୀ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ମାଡ଼ ଘଟଣାରେ ତୀବ୍ର ହେବାରେ ଲାଗିଛି ରାଜନୀତି। ଏହି ଘଟଣାରେ ଉଭୟ ବିଜେପି- ବିଜେଡି ମୁହାଁମୁହିଁ ହୋଇଥିବା ବେଳେ ସରକାରୀ ଅଧିକାରୀ ବି ଆନ୍ଦୋଳନ ମୁହାଁ ହୋଇଛନ୍ତି।

ସରକାରୀ ଅଧିକାରୀଙ୍କୁ ମାଡ଼ ପ୍ରତିବାଦରେ ଆଜିଠୁ ୩ ଦିନ ପାଇଁ ଜିଲ୍ଲାର ସରକାରୀ କର୍ମଚାରୀ କଳା ବ୍ୟାଜ୍ ପିନ୍ଧିବେ ବୋଲି ସୂଚନା ଦେଇଛନ୍ତି ମୟୂରଭଞ୍ଜ ଏଡିଏମ୍ ରୁଦ୍ର ନାରାୟଣ ମହାନ୍ତି । ଏହା ମଧ୍ୟରେ ଘଟଣାର ତଦନ୍ତ କରାଯାଇ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦେଇଛନ୍ତି ଏଡିଏମ୍‌

ଅପରପକ୍ଷେ, ସରକାରୀ ଅଧିକାରୀଙ୍କ ଉପରେ ଏପରି ମରଣାନ୍ତକ ଆକ୍ରମଣ ସମଗ୍ର ଦେଶରେ ପ୍ରଥମ ବୋଲି କହିବା ସହ ବିଶ୍ୱେଶ୍ୱରଙ୍କ ବହିଷ୍କାର ଦାବି କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି । ସରକାରୀ ଅଧିକାରୀଙ୍କୁ ଶାରୀରିକ ନିର୍ଯାତନା ମୟୂରଭଞ୍ଜକୁ ସମଗ୍ର ଦେଶରେ ନିନ୍ଦିତ କରିଛି । ମନ୍ତ୍ରୀ  ଡରେଇ, ଧମକେଇ, ଚମକେଇ ଅଫିସରଙ୍କଠାରୁ ବେଆଇନ ଭାବେ କାମ ଆଦାୟ କରିବାକୁ ଚେଷ୍ଟା କରୁଛନ୍ତି। ତାଙ୍କୁ ତୁରନ୍ତ ବହିଷ୍କାର କରାଯାଉ । ନଚେତ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ଓ ଲୋକଙ୍କ ପାଖକୁ ଯିବ ବୋଲି କହିଛନ୍ତି ମନ୍ତ୍ରୀ  ମାର୍ଣ୍ଡି ।

ଅପରପକ୍ଷେ, ଏହି ବାଡ଼େଇବା କଥା ମନଗଢ଼ା ବୋଲି କହିଛନ୍ତି ବାରିପଦା ବିଜେପି ବିଧାୟକ ପ୍ରକାଶ ସୋରେନ୍ । ଭାଇରାଲ ଅଡିଓ କ୍ୟାସେଟ୍‌ରୁ  ଏହା ପୂର୍ବ ଯୋଜନାବଦ୍ଧ ବୋଲି ସ୍ପଷ୍ଟ ହେଉଛି । ମୟୂରଭଞ୍ଜରେ ବିଜେଡିର ଗ୍ରାଫ ଉଠୁ ନଥିବାରୁ ମନ୍ତ୍ରୀଙ୍କୁ ବଦନାମ କରିବାକୁ ଚେଷ୍ଟା କରାଯାଉଥିବା ସେ କହିଛନ୍ତି ।

ତେଣୁ ଏହି ଘଟଣା ଭବିଷ୍ୟତରେ କେଉଁ ମୋଡ ନେବ, ମନ୍ତ୍ରୀ ଟୁଡ଼ୁଙ୍କ ଉପରେ ଏହି ଘଟଣାରେ ବିଜେପି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନା ତାଙ୍କୁ ଘଣ୍ଟା ଘୋଡ଼ାଇ ରଖାଯିବ ତାହା ସମୟ ହିଁ କହିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story