ଅଫିସ୍‌ରେ ଭାଇ ଡାକିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଫିସ୍‌ର ଡ୍ୟୁଟି ଆୱାରରେ ସିନିଅରମାନଙ୍କୁ ଭାଇ ସମ୍ବୋଦନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି ହୋଇଛି। ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ନିର୍ଦ୍ଦେଶକ ରତ୍ନାକର ରାଉତ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ସେ ତାଙ୍କ ଚିଠିରେ ଲେଖିଛନ୍ତି ଯେ, ଅଫିସ୍‌ରେ କୌଣସି ଜୁନିଅର ଅଧିକାରୀ ଭାଇ ସମ୍ବୋଧନ କଲେ ଏହା ଅଫିସର ଡେକୋରମ୍ ନଷ୍ଟ କରୁଛି। ଏଥିସହ ଷ୍ଟେଟ୍ ସରଭ୍ୟାଣ୍ଡ କଣ୍ଡ […]

office

office

Jyoshna Pradhan
  • Published: Monday, 18 November 2019
  • Updated: 18 November 2019, 01:16 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଫିସ୍‌ର ଡ୍ୟୁଟି ଆୱାରରେ ସିନିଅରମାନଙ୍କୁ ଭାଇ ସମ୍ବୋଦନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି ହୋଇଛି। ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ନିର୍ଦ୍ଦେଶକ ରତ୍ନାକର ରାଉତ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି।

ସେ ତାଙ୍କ ଚିଠିରେ ଲେଖିଛନ୍ତି ଯେ, ଅଫିସ୍‌ରେ କୌଣସି ଜୁନିଅର ଅଧିକାରୀ ଭାଇ ସମ୍ବୋଧନ କଲେ ଏହା ଅଫିସର ଡେକୋରମ୍ ନଷ୍ଟ କରୁଛି। ଏଥିସହ ଷ୍ଟେଟ୍ ସରଭ୍ୟାଣ୍ଡ କଣ୍ଡ ରୁଲ୍-୧୯୫୯ର ଏହା ଖୋଲା ଉଲଂଘନ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story