ଦଳିତ ଯୁବତୀଙ୍କ ଆତ୍ମହତ୍ୟା: ବାରମ୍ବାର ହଟ୍ଟଗୋଳ, ବୟାନ ରଖିବେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍‌ ଅନ୍ତର୍ଗତ ତିରୁଣା ପଞ୍ଚାୟତରେ ଜଣେ ଦଳିତ ଯୁବତୀଙ୍କୁ ଦୁଷ୍କର୍ମ କରି ତାଙ୍କର ଚରିତ୍ରସଂହାର କରିବା ଓ ଶେଷରେ ସେ ଆତ୍ମହତ୍ୟା କରିବା ଘଟଣାକୁ ନେଇ ଆଜି ବିଧାନସଭାରେ ପ୍ରବଳ ଉଦବେଗ ପ୍ରକାଶ ପାଇଛି। ଏହି ଘଟଣାକୁ ନେଇ ଗୃହ ଆଜି ବାରମ୍ବାର ମୁଲତବୀ ହୋଇଥିଲା। ତେବେ ଆସନ୍ତାକାଲି ସରକାର ଏନେଇ ଗୃହରେ ବିବୃତ୍ତି ଦେବେ ବୋଲି କହିବା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା। ଦଳିତ ଯୁବତୀଙ୍କ ସହ ଦୁଷ୍କର୍ମ […]

dead

dead

Jitendra Garnayak
  • Published: Monday, 25 November 2019
  • Updated: 25 November 2019, 09:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍‌ ଅନ୍ତର୍ଗତ ତିରୁଣା ପଞ୍ଚାୟତରେ ଜଣେ ଦଳିତ ଯୁବତୀଙ୍କୁ ଦୁଷ୍କର୍ମ କରି ତାଙ୍କର ଚରିତ୍ରସଂହାର କରିବା ଓ ଶେଷରେ ସେ ଆତ୍ମହତ୍ୟା କରିବା ଘଟଣାକୁ ନେଇ ଆଜି ବିଧାନସଭାରେ ପ୍ରବଳ ଉଦବେଗ ପ୍ରକାଶ ପାଇଛି। ଏହି ଘଟଣାକୁ ନେଇ ଗୃହ ଆଜି ବାରମ୍ବାର ମୁଲତବୀ ହୋଇଥିଲା। ତେବେ ଆସନ୍ତାକାଲି ସରକାର ଏନେଇ ଗୃହରେ ବିବୃତ୍ତି ଦେବେ ବୋଲି କହିବା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା।

ଦଳିତ ଯୁବତୀଙ୍କ ସହ ଦୁଷ୍କର୍ମ ଓ ପରେ ସେ ମାନସିକ ଚାପରେ ଆତ୍ମହତ୍ୟା କରିବା ଘଟଣା ସମ୍ପର୍କରେ ଏକ ଇଂରାଜୀ ଦୈନିକ ସମ୍ବାଦପତ୍ରରେ ଖବର ପ୍ରକାଶ ପାଇବା ପରେ ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ଘଟଣା ଉଠାଇ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ଏନେଇ ସରକାର ତୁରନ୍ତ ଗୃହରେ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଦାବି କରିଥିଲେ। ଏହି ଘଟଣାକୁ ନେଇ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିବାରୁ ଗୃହ କାର୍ଯ୍ୟ ପୂର୍ବାହ୍ନରେ ବାଧାପ୍ରାପ୍ତ ହେବା ସହ ଅପରାହ୍ନରେ ମଧ୍ୟ ୩୦ମିନିଟ୍ ପାଇଁ ବାଧାପ୍ରାପ୍ତ ହୋଇଥିଲା। ତେବେ ଆସନ୍ତାକାଲି ଗୃହରେ ଏହି ପ୍ରସଙ୍ଗରେ ସରକାର ବିବୃତ୍ତି ରଖିବେ ବୋଲି କହିବା ପରେ କଂଗ୍ରେସ ବିଧାୟକମାନେ ଗୃହ କାର୍ଯ୍ୟରେ ସହଯୋଗ କରିଥିଲେ ଓ ଗୃହ ସ୍ୱାଭାବିକ ହୋଇଥିଲା।
ଆଜି ବିଧାନସଭାରେ ୨୦୧୯-୨୦ ଆର୍ଥିକ ବର୍ଷର ଅତିରିକ୍ତ ବ୍ୟୟବରାଦ ପାଇଁ ବ୍ୟୟ ମଞ୍ଜୁରୀ ବିଲ୍ ଉପରେ ଆଲୋଚନା ହୋଇଥିଲା ଓ ଏହା ଗୃହରେ ପାରିତ ହୋଇଛି।

ସୂଚନାଯୋଗ୍ୟ, ଜଗତସିଂପୁର ଜିଲ୍ଲା ନାଉଗାଁ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ ଦୀପକ ବେହୁରା। ମାତ୍ର ଏଥିରେ ରାଜି ନହେବାରୁ ଉକ୍ତ ଯୁବତୀଙ୍କୁ ସେ ଜୋରଜବରଦସ୍ତ ଉଠାଇଆଣି ଦୁଷ୍କର୍ମ କରିଥିଲେ। ପରେ ଆପତ୍ତିଜନକ ଫଟୋ ଉଠାଇ ଥିଲେ। ସେହି ଫଟୋକୁ ପ୍ରିଣ୍ଟ କରି କେବେ ପୀଡ଼ିତାଙ୍କ ଘରେ ତ ଆଉ କେବେ ସମ୍ପର୍କୀୟଙ୍କ କାନ୍ଥ କବାଟରେ ଲଗାଇଥିଲେ। କେବଳ ଏତିକି ନୁହେଁ, ପୀଡ଼ିତାଙ୍କ ପରିବାର ଲୋକଙ୍କୁ ମଧ୍ୟ ହତ୍ୟା ଧମକ ଦେଇଥିଲେ। ଦିନେ କି ଅଧେ ନୁହେଁ, ୪ ମାସ ଧରି ଏଭଳି କାଣ୍ଡ ଭିଆଇଥିଲା ପ୍ରେମ ପାଗଳ ଦୀପକ। ଶେଷରେ ଲୋକ ଲଜ୍ଜା ଭୟରେ ଜୀବନ ହାରିଦେଲେ ଅନୁସୂଚିତ ଜାତିର ଏହି ପୀଡ଼ିତା। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ଦୀପକକୁ ଗିରଫ କରିଛି। ତାକୁ ଫାଶୀ ଦେବାକୁ ଯୁବତୀଙ୍କ ପରିବାର ଲୋକେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story