କୁଆଡ଼େ ଗଲା ସରକାରଙ୍କ ‘ଆମ୍ବୁଲାନ୍ସ କରିଡର୍’; ଟ୍ରାଫିକ୍ ଡିସିପି ପଢ଼ାଇଲେ ‘ଜାପାନ’ ପାଠ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମରଣମୁହଁରେ ପଡ଼ିଥିବା ରୋଗୀଟିଏ ଡାକ୍ତରଖାନାର ପିଣ୍ଡା ମାଡ଼ିବାକୁ ଯେତେବେଳେ ଆତୁର ହୁଏ, ସେତେବେଳେ ଦେବଦୂତ ସାଜେ ଆମ୍ବୁଲାନ୍ସ। କିନ୍ତୁ ସେଇ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ ଏବେ ସଙ୍କଟରେ। କେତେବେଳେ ଟ୍ରାଫିକ୍ ସମସ୍ୟା ତ କେତେବେଳେ ରାସ୍ତା ଅଭାବରୁ ସେବା ଯୋଗାଇବାରେ ବିଫଳ ହେଉଛି। ତେଣୁ ଅସମୟରେ ପ୍ରାଣହାନୀ ହେଉଛି ରୋଗୀର। ଗତକାଲି ଭୁବନେଶ୍ୱରରେ ଏହି କାରଣରୁ ଜଣେ ୫ ବର୍ଷ ଶିଶୁର ପ୍ରାଣ ଯିବା ପରେ ଏବେ ୪ ବର୍ଷ ତଳର ‘ଆମ୍ବୁଲାନ୍ସ […]

ambulance

ambulance

Jitendra Garnayak
  • Published: Wednesday, 12 February 2020
  • Updated: 12 February 2020, 10:22 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମରଣମୁହଁରେ ପଡ଼ିଥିବା ରୋଗୀଟିଏ ଡାକ୍ତରଖାନାର ପିଣ୍ଡା ମାଡ଼ିବାକୁ ଯେତେବେଳେ ଆତୁର ହୁଏ, ସେତେବେଳେ ଦେବଦୂତ ସାଜେ ଆମ୍ବୁଲାନ୍ସ। କିନ୍ତୁ ସେଇ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ ଏବେ ସଙ୍କଟରେ। କେତେବେଳେ ଟ୍ରାଫିକ୍ ସମସ୍ୟା ତ କେତେବେଳେ ରାସ୍ତା ଅଭାବରୁ ସେବା ଯୋଗାଇବାରେ ବିଫଳ ହେଉଛି। ତେଣୁ ଅସମୟରେ ପ୍ରାଣହାନୀ ହେଉଛି ରୋଗୀର। ଗତକାଲି ଭୁବନେଶ୍ୱରରେ ଏହି କାରଣରୁ ଜଣେ ୫ ବର୍ଷ ଶିଶୁର ପ୍ରାଣ ଯିବା ପରେ ଏବେ ୪ ବର୍ଷ ତଳର ‘ଆମ୍ବୁଲାନ୍ସ କରିଡର୍’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

୨୦୧୫ ସେପ୍ଟେମ୍ବରେ ରାଜଧାନୀରେ ସ୍ବତନ୍ତ୍ର ଆମ୍ବୁଲାନ୍ସ କରିଡର ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ବ୍ଲୁ ପ୍ରିଣ୍ଟ ବି ପ୍ରସ୍ତୁତ କରିଥିଲେ। କହିଥିଲେ, କୌଣସି ପରିସ୍ଥିତିରେ ବି ଆମ୍ବୁଲାନ୍ସକୁ ଅଟକିବ ନାହିଁ। ଏଥିପାଇଁ ସଂପୃକ୍ତ ବିଭାଗଗୁଡିକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏପରିକି କମିଶନରେଟ୍ ପୋଲିସ, ଜାତୀୟ ରାଜପଥ କର୍ତ୍ତୃପକ୍ଷ, ବିଏମ୍ସି ଓ ପୂର୍ତ୍ତ ବିଭାଗର ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା। ଏହାର କିଛି ମାସ ପରେ ଆଉ ଏକ ସବ୍ କମିଟି ଗଠନ କରାଯାଇ ସବୁ ଆମ୍ବୁଲାନ୍ସରେ ଜିପିଏସ୍ ଲଗାଇବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଆଜକୁ ୪ ବର୍ଷ ବିତିଗଲାଣି ଆମ୍ବୁଲାନ୍ସ କରିଡର ହୋଇନି କି ଆମ୍ବୁଲାନ୍ସର ଯାତ୍ରା ସୁଗମ ହୋଇପାରିନି।

ଅନ୍ୟପକ୍ଷରେ ଗତକାଲିର ଘଟଣା ପାଇଁ ଲୋକଙ୍କ ଉପରକୁ ଅଙ୍ଗୁଳି ଉଠାଇଛନ୍ତି ଟ୍ରାଫିକ୍ ଡିସିପି ସାଗରିକା। ଜାପାନର ଏକ ଭିଡିଓ ଟ୍ୱିଟ୍ କରି ଲେଖିଛନ୍ତି, ସେଠାରେ ଆମ୍ବୁଲାନ୍ସ ସାଇରନ୍ ଶୁଣିବା ମାତ୍ରେ ଲୋକେ ଏଭଳି ଢଙ୍ଗରେ ସାଇଡ୍ ଦିଅନ୍ତି। ଛକ ମାନଙ୍କରେ ଆମ୍ବୁଲାନ୍ସକୁ ବାଟ କଢ଼ାଇବା ଟ୍ରାଫିକ୍ ପକ୍ଷେ ସମ୍ଭବ। ହେଲେ ମଝି ରାସ୍ତାରେ ଆମ୍ବୁଲାନ୍ସକୁ ବାଟ ଛାଡ଼ିବା ଲୋକଙ୍କ କର୍ତ୍ତବ୍ୟ ବୋଲି କହିଛନ୍ତି ଟ୍ରାଫିକ୍ ଡିସିପି। ତେବେ ପ୍ରଶ୍ନ ହେଉଛି, ଜାପାନ ଭଳି ସଡ଼କ ଭିତ୍ତିଭୂମି ଓଡ଼ିଶାରେ ଅଛି ତ?

ଆମ୍ବୁଲାନ୍ସକୁ ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ କମିଶନରେଟ୍ ପୁଲିସ୍ ଯଥା ସମ୍ଭବ ପ୍ରୟାସ କରୁଥିବା ଟ୍ୱିଟ୍ କରିଛନ୍ତି ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ସେହିପରି ଆମ୍ବୁଲାନ୍ସର ସୁଗମ ଯାତ୍ରା ପାଇଁ ଉଦ୍ୟମ କରାଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story