ରାଜଧାନୀ ଗ୍ରୀନ କରିଡରରେ ରୋଗୀ ଗଲେ ଏୟାରପୋର୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୁରୁତର ରୋଗୀ ପରିବହନ ଲାଗି କମିଶନରେଟ ପୁଲିସ ଯୋଗାଇ ଦେଲା ଗ୍ରୀନ କରିଡର ସେବା। ଏୟାର ଆମ୍ବୁଲାନ୍ସରେ ରାଜ୍ୟ ବାହାରକୁ ଯାଉଥିବା ଜଣେ ଗୁରୁତର ରୋଗୀଙ୍କୁ ଆଜି ରାଜଧାନୀର ଆପୋଲୋ ହସ୍ପିଟାଲରୁ ଗ୍ରୀନ୍‌ କରିଡର ସେବା ଭିତରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ଯାଏଁ ନିଆଯାଇଥିଲା। ସେଠାରୁ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଚେନ୍ନାଇ ସ୍ଥାନାନ୍ତର କରାଯାଇଛି। ଚେନ୍ନାଇରେ ତାଙ୍କର ଅଙ୍ଗ ପ୍ରତିରୋପଣ କରାଯିବ। ଆଜି ଅପରାହ୍ନ ୪ଟା ବେଳେ ଆପୋଲୋ ହସ୍ପିଟାଲରୁ ଆମ୍ବୁଲାନ୍ସଟି […]

ambulance

ambulance

Manoranjan Sial
  • Published: Saturday, 17 October 2020
  • Updated: 17 October 2020, 09:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୁରୁତର ରୋଗୀ ପରିବହନ ଲାଗି କମିଶନରେଟ ପୁଲିସ ଯୋଗାଇ ଦେଲା ଗ୍ରୀନ କରିଡର ସେବା। ଏୟାର ଆମ୍ବୁଲାନ୍ସରେ ରାଜ୍ୟ ବାହାରକୁ ଯାଉଥିବା ଜଣେ ଗୁରୁତର ରୋଗୀଙ୍କୁ ଆଜି ରାଜଧାନୀର ଆପୋଲୋ ହସ୍ପିଟାଲରୁ ଗ୍ରୀନ୍‌ କରିଡର ସେବା ଭିତରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ଯାଏଁ ନିଆଯାଇଥିଲା। ସେଠାରୁ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଚେନ୍ନାଇ ସ୍ଥାନାନ୍ତର କରାଯାଇଛି।

ଚେନ୍ନାଇରେ ତାଙ୍କର ଅଙ୍ଗ ପ୍ରତିରୋପଣ କରାଯିବ। ଆଜି ଅପରାହ୍ନ ୪ଟା ବେଳେ ଆପୋଲୋ ହସ୍ପିଟାଲରୁ ଆମ୍ବୁଲାନ୍ସଟି ବାହାରିଥିଲା। ଏଥିପାଇଁ ଆପୋଲୋ ହସ୍ପିଟାଲରୁ ବିମାନ ବନ୍ଦର ଯାଏଁ ରାସ୍ତାକୁ ସଂପୂର୍ଣ୍ଣ ଗ୍ରୀନ କରିଡ୍‌ର କରାଯାଇଥିଲା। ଭୁବନେଶ୍ୱର ଟ୍ରାଫିକ ଡିସିପି ସୌମ୍ୟ ମିଶ୍ର ଏହି ଗୁରୁତର ରୋଗୀଙ୍କ ଗ୍ରୀନ କରିଡର ବ୍ୟବସ୍ଥା କରିଥିବାରୁ ତାଙ୍କ ଉଦ୍ୟମକୁ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ପ୍ରଶଂସା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story